Sign in
Sign in
Recover your password.
A password will be e-mailed to you.
ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ପାରଳାଖେମୁଣ୍ଡି ଠାରେ ଭାରତର ମହାନ୍ ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠାନର ବାର୍ଷିକ…
ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିଢୈଷିଣୀ ସମାଜ ସଭା ଗୃହ ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ…
ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଉତ୍କର୍ଷତା କୁ ଜାତୀୟ ସ୍ୱୀକୃତି
ଓସଡମା କେନ୍ଦ୍ର ସରକାରଙ୍କ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର -2023 ପାଇଁ ଯୋଗ୍ୟ ବିବେଚିତ |
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) କୁ ମିଳିଛି ଆଉ ଏକ ଜାତୀୟ ସ୍ୱୀକୃତି | ଵିପର୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷତାକୁ ପୁଣି…
ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିରଜିନାର ବାର୍ଷିକୋତ୍ସବ ଅନୁଷ୍ଠିତ l
ପଦ୍ମପୁର :- ପଦ୍ମପୁର ସବ୍ ଡିଭିଜନ ଭେଁଉରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ଆଜି ସନ୍ଧ୍ୟାରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସିରଜିନାର ୨୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ତଥା ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲାଙ୍କ ସଭାପତିତ୍ଵ ଓ…
ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି
ବାରମ୍ବାର ନିର୍ବାଚନରେ ହାରି କର୍ମୀଙ୍କ ମନୋବଳ ଦୁର୍ବଳ
୫ କିଲୋ ଚାଉଳ ବନ୍ଦ ନେଇ ଓଡିଶାବାସୀଙ୍କୁ ସତ କହୁ ବିଜେପି
ଗୃହ ନିର୍ମାଣ ବନ୍ଦ ଷଡଯନ୍ତ୍ର ଯୋଗୁଁ ଓଡିଶାବାସୀଙ୍କୁ ମୁହଁ ଦେଖାଇ ପାରୁନି ବିଜେପି
ଭୁବନେଶ୍ୱର: ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା…
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୦୨୪ ପାଇଁ ଦୁଇସୂତୀ କାର୍ଯ୍ୟକ୍ରମ ପ୍ରସ୍ତୁତି କଲା ବିଜେପି
ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର କରିବ : ସମୀର
ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ବିଜେପିର କାର୍ଯ୍ୟକର୍ତା ଘରେ ଘରେ ପଂହଚାଇବେ: ବଂଶଲ
ଭୁବନେଶ୍ୱର: ଓଡିଶା ଧନୀ କିନ୍ତୁ ଓଡ଼ିଆ ଆଜି ଗରୀବ । ଖଣିଜ ସମ୍ପଦରେ ଭରପୁର ଓଡ଼ିଶା । ସୁଦୀର୍ଘ ବେଳାଭୂମି ଓ ବିସ୍ତୃତ…
ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିଲେ ।
ଉମରକୋଟ/ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ଠାରେ ଶନିବାର ରାତିରେ ଦୁର୍ବୃତ ମାନେ SBI ଶାଖା ର ATM ତାଡି ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ତାହାର ସଠିକ ତଥ୍ୟ ନଥିଲେ ମଧ୍ୟ ଲକ୍ଷାଧିକ ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ ପୋଲିସ୍…
କିସ୍ରେ ମହାଅଭିଭାବକ ସମ୍ମିଳନୀ: ଏକଜୁଟ ହେଲେ୧ଲକ୍ଷ ଜନଜାତି ଅଭିଭାବକ
https://youtu.be/vOZBDR-JTRc
ଭୁବନେଶ୍ୱର: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ…
କନ୍ୟା ଗୁରୁକୁଳ ର ୧୪ତମ ବାର୍ଷିକୋତ୍ସବ ପାଳିତ
ବରଗଡ : - ପାଇକମାଳ ବ୍ଲକ୍ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା । ପ୍ରଥମଦିନ କନ୍ୟା ଗୁରୁକୁଳ…
ଜିଲ୍ଲା ସ୍ତରୀୟ ରୟାଲ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ
ବରଗଡ :- ଆମ ଦେଶର ଜାତୀୟ ଖେଳ ହକି । ରାଷ୍ଟ୍ରୀୟ ଖେଳ ଭାବରେ କେନ୍ଦ୍ର ସରକାର ଙ୍କର ଦ୍ୱାରା ହକି ଖେଳ କୁ ଯେଉଁ ମର୍ଯ୍ୟାଦା ଓ ପ୍ରୋତ୍ସାହନ ମିଳିବା କଥା ତାହା ଆଜି ପର୍ୟ୍ଯନ୍ତ ମିଳି ପାରି ନାହିଁ । ହକିର ପ୍ରଚାର ପ୍ରସାର ପ୍ରତି ସରକାରୀ ସ୍ତରରେ ପ୍ରୟାସ ନାମ ମାତ୍ର । ଗତ କିଛି ବର୍ଷ…