ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ପୁରୁଣା ଓ ଆଧୁନିକ ବିଭିନ୍ନ ଭାଷାର ଖବର କାଗଜ ସମାବେଶ”

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ କରୋନାର କରାଳ ରୂପ ହ୍ରାସ ପାଇବା ପରେ, ଚଳିତ ବର୍ଷ ଏକ ସଙ୍ଗରେ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ମହା ସମାରୋହରେ ଆରମ୍ଭ ହୋଇ ଆଜି ଉଦଯାବିତ ହେଉଛି ଜିଲ୍ଲା ଉତ୍ସବ କଲ୍ଲୋଳ ଓ ୨୪ତମ ପୁସ୍ତକ ମେଳା। ଏଥିରେ ଦୈନିକ ହଜାର ହଜାର…

ନକଲି ସୁନା ଶଙ୍ଖ କାରବାର ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ।

ନବରଙ୍ଗପୁର,. ଅଶୋକ ସାହୁ, ନବରଙ୍ଗପୁର. ଶାସକ ପ୍ରଶାସକ.ନବରଙ୍ଗପୁର ଜିଲ୍ଲାରେ ଥମୁନି କଳା ସାମ୍ରାଜ୍ୟର କାରନାମା । ସୁନା ଇଟା କାରବାର ଘଟଣାର କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ନକଲି ସୁନା ଶଙ୍ଖ ଘଟଣା । ଏହି ଘଟଣା ପାପଡ଼ାହାଣ୍ଡି ବ୍ଲକ୍ ମଇଦଲପୁର ନୂତନ ଥାନା ଅଧୀନରେ ଆଜି…

ଚିଲିକା ଓ ବାଣପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର୍):ଶନିବାର ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ 'ଶାଳିଆ ପ୍ରେସ କ୍ଲବ' ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା…

ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

ଦେଶ ସେବା ସହିତ ଜନସେବାରେ ସମର୍ପିତ ସି ଅର ପି ଏଫ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ରେ ମାଓ ଦମନ ପାଇଁ ମୁତୟନ ରହିଥିବା ସି ଆର ପି ଏଫ 189 ବଟାଲୀୟନ ର ଡ଼ି କମ୍ପାନୀ ଓ ପାଇକମାଲ ବ୍ଲକ ବରତୁଣ୍ଡା ଠାରେ ମୁତୟନ ଥିବା ଇ କମ୍ପାନୀ ଆନୁକୂଲ୍ୟରେ ଆଜି ପାଇକମାଲ ସ୍ଥିତ…

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ର 28 ତମ ବାର୍ଷିକ ଉତ୍ସବ

ୟୁ ହିଁ ନହିଁ ମିଲତା ରାହୀ କୋ ମଞ୍ଜିଲ, ଏକ ଜୁନୁନ ସା ଦିଲ ମେ ଜଗାନା ପଡ଼ତା ହୈ | ପୁଛା ଚିଡ଼ିଆ ସେ ଘୋସଲା କୈସେ ବନାଇ ? ତୋ ବୋଲି , ଭରନା ପଡ଼ତା ହୈ ଉଡାନ ବାର ବାର... ତିନକା ଟିନକା ଉଠାନା ପଡ଼ତା ହୈ :- ସୁଶାନ୍ତ ସିଂ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ସ୍ଥିତ…

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୨

https://youtu.be/NQbngGKL6bo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବର…

ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍…

ମାୟାବର୍ହା ଠାରେ କୃଷକ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତର ପ୍ରାଥମିକ କୃଷି ସେବା ସମବାୟ ସମିତି ପ୍ରାଙ୍ଗଣରେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନା ଅଧୀନରେ ଆତ୍ମା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏକ କୃଷକ ମେଳା…

ଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲାରେ ଦୀର୍ଘ ବନ୍ଦ ହୋଇଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି…