ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପିତ

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…

ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୩୯୪ କୋଟି ମଞ୍ଜୁରୀ: ୩ ବିଧାୟକ ଓ ସାଂସଦଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ଜିଲ୍ଲା ହୋଇଥିବା ବେଳେ ଅନେକ ସ୍ଥାନରେ ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ଘଟୁଛି । ପାନୀୟ ଜଳ ସମସ୍ୟାକୁ ଦୂରିଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଥିଲେ । ନୟାଗଡ଼…

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା। …

ସିିଇଡି ଦ୍ୱାରା ପଂଚାୟତ ଜନ ପ୍ରତିନିଧିମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର-ପଂଚାୟତିରାଜ ପ୍ରତିଷ୍ଠାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ତରଫରୁ ନିର୍ବାଚିତ ପଚାଂୟତ ଜନ ପ୍ରତିନିଧି ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଛି । ସେମାନଙ୍କୁ କ୍ଷେତ୍ରସ୍ତରରେ ଅନୁକରଣ ତାଲିମ୍ ଆୟୋଜନ ଓ ପରିଚାଳନା ନିମନ୍ତେ ପାରଦର୍ଶିତା ଓ ଦକ୍ଷତା ଥିବା…

ବିନ୍ଧ୍ୟଗିରି ବିଂଝାଲ ସମାଜର ବୈଠକ

ମେଲଛାମୁଣ୍ଡା(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ଗଂଜାଗୁଡା ଗ୍ରାମରେ ଭାରତୀୟ ସ୍ୱଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ବାରଭାଇ ବେଂଟକାର ସଂଘର ଏକ ବୈଠକ ସନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତୀ ଗୋପାଳ ବରିହାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ବୈଠକରେ ଲାଟ ସଭାପତୀ…

ଆଧ୍ୟାତ୍ମିକତା ଓ ତ୍ୟାଗର ଭୂମି ଜଗତସିଂହପୁର : ମନ୍ତ୍ରୀ ଅତନୁ ସବ୍ୟସାଚୀ

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ଶେଷ ସପ୍ତାହ ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩ ରେ ସପ୍ତାହ ଓ ଶେଷ ସାନ୍ଧ୍ୟ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପନୀ…

ସାହିତ୍ୟ ସଂସ୍କାର ଶିଖାଇଥାଏ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୁସ୍ତକ ମେଳାର ଉଦଜାପନୀ ଦିବସରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗୀତିକାର ଅରୁଣ ମନ୍ତ୍ରୀ ଓ ଯୁବ କବି ଡା.ଶୁଭ ଦାଶ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସୃଷ୍ଟି କେବେ ବି ଅଶ୍ଳୀଳ ନୁହେଁ, କେବଳ ଆମର ଦୃଷ୍ଟିଭଙ୍ଗୀରେ…

ସ୍କୃତି ଉଦ୍ଦେଶ୍ୟରେ ଚାରା ରୋପଣ

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପାଇକମାଲ ବ୍ଳଖ ଅର୍ନ୍ତଗତ ମହୁଲପାଲି ଗ୍ରାମରେ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଗଙ୍ଗାଶ୍ରଦ୍ଧ ଅବସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ମାର୍ଗଦର୍ଶନରେ ସ୍ୱର୍ଗତ…

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି। ଗାଈ ମାନଙ୍କର ଉପଯୁକ୍ତ…

ଧରମ ଭାଇର ଅଧର୍ମ କାମ

ଭଦ୍ରକ: (ସତ୍ୟବ୍ରତ ନାୟକ)ରାତିରେ ସ୍ବାମୀ ଶୋଇଥିବା ଅଵସ୍ଥାରେ ଧରମ ଭାଇ ବୋଲାଉଥିବା ପ୍ରେମିକ ସହ ମିଶି ନିଜ ସ୍ତ୍ରୀ ଏକ କଟୁରୀ ସହାୟତାରେ ହାଣିଲା ତା ସ୍ବାମୀକୁ। ସୁଚାନା ଅନୁସାେର ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧିନ ଏରଡ଼ା ଗ୍ରାମର ସ୍ତ୍ରୀ ଲିଜା ଦାସ ବାସୁଦେବପୁର ଥାନା ଅଧିନ କମାର ଗାରେ…