ସେମିଓଟିକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଭରତ ସରକାରଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଇଟାମାଟି କଲେଜ ଛକ ସ୍ଥିତ ସେମିଓଟିକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଭରତ ସରକାରଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜେଏସପି ଫାଉଣ୍ଡେସନ ଓ ସ୍କିଲ ଇଣ୍ଡିଆର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା…

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫେବୃଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ମଣ୍ଡାବାଗନ(ଦକ୍ଷିଣକାଳୀ) ପଡ଼ିଆରେ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିଅର ମେଳା ଆୟୋଜନ ହେବାକୁଯାଉଛି । ଚଳିତ ବର୍ଷ ନିଆରା ଭାବରେ…

ପ୍ରଶାସନିକ ଅବହେଳା ନା ଭାଗ୍ୟର ବିଡମ୍ବନା ?

ଆବାସ ତାଲିକାରେ ନାହିଁ ନର୍ମଦା ଙ୍କ ନାମ ଭଞ୍ଜନଗର, : ଦୀର୍ଘ ବର୍ଷ ପରେ ଆବାସ ଯୋଜନାର ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀ ଙ୍କ ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ସାମିଲ ହେବା ପାଇଁ ଅନେକ ଆଶାୟୀ ବିଭିନ୍ନ ଉପାୟ ଅବଲମ୍ବନ କରି ନିଜକୁ ଯୋଗ୍ୟ ତାଲିକାରେ ସାମିଲ…

ମହାପ୍ରଭୁଙ୍କୁ ଦର୍ଶନ କରି ନିମନ୍ତ୍ରଣ କଲେ ଅନନ୍ତ ଅମ୍ବାନୀ

ପୁରୀ (ଅନିମେଶ ପଟ୍ଟନାୟକ): ବାହାଘରକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ମୁକେଶ ଅମ୍ୱାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀମନ୍ଦିର ବୁଲିଲେ, ମହାପ୍ରଭୁଙ୍କ ସାନିଧ୍ୟ ଲାଭ କଲେ ଏବଂ ମହାପ୍ରଭୁଙ୍କ କୃପା ସର୍ବଦା ଏମିତି ଥାଉ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କଲେ । ମଙ୍ଗଳବାର ଅପରାହ୍ନରେ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ ଛାତ୍ରୀଙ୍କୁ ନେଇ ଜାତୀୟ କନ୍ୟା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା…

ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା : ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଂଗପୁର/ଉମରକୋଟ (ଜିତେନ୍ଦ୍ର ମହାନ୍ତି): ନବରଙ୍ଗପୁର ପୋଲିସ କୁ ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନ ର ଦୁଇ ହାର୍ଡକୋର ମାଓବାଦୀ ଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଏନେଇ ନବରଙ୍ଗପୁର RO କାର୍ଯ୍ୟାଳୟ ଠାରେ ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି କୋରାପୁଟ(ଦକ୍ଷିଣ ପଶ୍ଚିମାଞ୍ଚଳ)…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପେକ୍ସ ସଭାପତି ମୃତ

ଶୋକ ପ୍ରକାଶ କଲେ ବିଧାୟକ ସୁଶାନ୍ତ ସିଂହ ବରଗଡ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଟୁଙ୍ଗିବନ୍ଧଲି ଗ୍ରାମର ଶ୍ରୀ ଗିରିଜା ଶଙ୍କର ଚୌହାନ ଙ୍କର ସୋହେଲା ଛକ ଠାରେ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଘଟଣା ଅଂଚଳ ବାସୀ ଙ୍କୁ ମର୍ମାହତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଶ୍ରୀ ଚୌହାନ…

ବିଧାୟିକା ଙ୍କ ଦ୍ଵାରା ମିଲେଟ ଶକ୍ତି ନ୍ୟୁଟ୍ରି ସେଣ୍ଟର ଉଦ୍ଘାଟିତ

ପଦ୍ମପୁର: ସ୍ଵୟଂ ସହାୟକ ଗୋଷ୍ଠୀ କିପରି ନିଜେ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାର ଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରିବା ସହିତ ରଣ ମଧ୍ଯ ପ୍ରଦାନ କରାଯାଉଛି। ପଦ୍ମପୁର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ କନସିଂହା ଗ୍ରାମ ଛକରେ ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ଆଦିବାସୀ ସ୍ଵୟଂ ସହାୟକ…

ଏମଇଏମସି ସପ୍ତାହରେ ଟାଟା ଷ୍ଟିଲର ଲୌହ ଓ ମାଙ୍ଗାନିଜ ଖଣି ୧୨ଟି ପୁରସ୍କାରରେ ସମ୍ମାନିତ

ଯୋଡ଼ା: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣିକୁ ଭୁବନେଶ୍ୱରଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଆୟୋଜିତ ୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୨-୨୩ ଅବସରରେ ୧୨ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଟାଟା…

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ୱର (ଶାସକ ପ୍ରଶାସକ): ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ…