Sign in
Sign in
Recover your password.
A password will be e-mailed to you.
ଜନାର୍ଦ୍ଦନପୁର ଗ୍ରାମରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ଜନାର୍ଦ୍ଦନପୁର ରାଜସ୍ୱ ଗ୍ରାମର ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ୧୨୬ ତମ ନେତାଜୀ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ(ବୁଲୁ ନନା)ଙ୍କ ପୌରାହିତ୍ୟରେ ମୁଖ୍ୟ…
ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତି ସଭା
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକଙ୍କ ଶଶୁର ତଥା ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ଜଗତସିଂହପୁର ଜ଼ିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ…
ମହାନ୍ ସ୍ଵାଧୀନତା ସଂଗ୍ରାମୀ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନ୍ ସ୍ଵାଧୀନତା ସଂଗ୍ରାମୀ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଳନ ହୋଇଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ଜିଲ୍ଲା କଂଗ୍ରେସ…
ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା : ମୁଖ୍ୟ ଆକର୍ଷଣ ଥିଲେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା
https://youtu.be/KbV7n-evrtk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ର ଚତୁର୍ଥ ରଜନୀରେ ଝଲସି ଉଠୁଛି । ଏହା ସହ ପ୍ରବଳ ଜନସମାଗମ ହୋଇଥିବାର ଲକ୍ଷ୍ୟକରାଯାଇଛି ।…
୩୦ ଲିଟର ଦେଶୀ ରନ୍ଧା ମଦ ଜବତ, ଦୁଇ ଗିରଫ
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ପୁଲିସ ସୋମବାର ୩୦ ଲିଟର ରନ୍ଧା ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି।ଗିରଫ ଅଭିଯୁକ୍ତ ଦୁଇଜଣ ଯଦୁପଲ୍ଲୀ ଗ୍ରାମର…
ଓଡ଼ଗାଁ ଗସ୍ତରେ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ : ରଘୁନାଥଜୀଉଙ୍କ ମନ୍ଦିର ଓ ଅଗ୍ନିଶମ କାର୍ଯ୍ୟାଳୟ ପରିଦର୍ଶନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ସୋମବାର ଓଡିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ତଥା ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଓ ନାଗରିକ ପ୍ରତିରକ୍ଷା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସପତ୍ନୀକ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ସରକାରୀ…
ସୋନପୁର ଜିଲ୍ଲାରେ “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ‘କୁ ବିପୁଳ ଜନସମର୍ଥନ
ସୋନପୁର, : ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ସୀମାର ଖଇରିପାଲ୍ଲୀ ଠାରୁ "ଭାରତ ଯୋଡ଼ ଯାତ୍ରା - ଓଡ଼ିଶା ' ର ଯାତ୍ରା ଆରମ୍ଭ ହୋଇଥିଲା ।ସୋନପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଡୁଙ୍ଗୁରିପାଲ୍ଲୀ ଦେଇ ପି.ସି.ସି. ସଭାପତି ଶ୍ରୀ…
ସୋଆରେ ସାମୁଦ୍ରିକ ଝଡ ସଂପର୍କିତ ଜାତୀୟ କର୍ମଶାଳା
ଭୁବନେଶ୍ୱର: ସାମୁଦ୍ରିକ ଝଡର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଏବଂ ଓଡିଶା ର ଅଧିବାସୀ ଏହା ସହ କିଭଳି ଭାବେ ଖାପଖୁଆଇ ପାରୁଛନ୍ତି ଏବଂ ବିଶେଷ ଭାବେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଏ ସଂପର୍କିତ ଏକ କର୍ମଶାଳା…
ବୀର ସୁରେନ୍ଦ୍ର ସାଏ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ
ବରଗଡ :- ଭାରତର ସ୍ୱାଧୀନତା ସଂଗ୍ରାମ ବାବଦରେ ଇତିହାସ ଅନେକ କିଛି କହୁଛି ଆଉ ଅନେକ କିଛି ତଥ୍ୟ କୁ ଅଣଦେଖା କରି ଦିଆଯାଇଛି । ଐତିହାସିକ ମାନଙ୍କ ମତରେ ସିପାହୀ ବିଦ୍ରୋହ ( ୧୮୫୭ ) ହେଉଛି ଇଂରେଜ ମାନଙ୍କ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ । କିନ୍ତୁ ସମ୍ବଲପୁର ମାଟି କହୁଛି ଯେ ଏହି…
ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
https://youtu.be/7z_qv0vMdPI
ଭୁବନେଶ୍ୱର (ଶାସକ ପ୍ରଶାସକ): ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ | ନେତାଜୀଙ୍କ କଟକ ସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ସେ ଜାତୀୟ…