Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ଦିନ, କାଳବୈଶାଖୀର ତାଣ୍ଡବ,
୪ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ବିଛିନ୍ନ
ଓଡ଼ଗାଁ, ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ଦିନରେ ଭକ୍ତିମୟ ପରିବେଶକୁ କାଳବୈଶାଖୀ ବର୍ଷା ଭାଙ୍ଗିଦେଇଛି। ଶ୍ରୀରାମଙ୍କ ଜନ୍ମ ଉତ୍ସବ ଦେବନୀତି ଓ ବିଧିବିଧାନ ଅନୁଯାୟୀ ସମାପନ…
ଗଜପତି ଜିଲ୍ଲାରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପାଇଁ ବ୍ୟାପକ ସଚେତନତା : ଅଭିଭାବକଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ…
“ହାପୀ ମୋମେଣ୍ଟ ଇଣ୍ଡିଆ” ପକ୍ଷରୁ ତନୁଜା ଶତପଥୀ ” ଅନ୍ତର୍ଜାତୀୟ ଏଚିଭର୍ସ୍ ଏୱାର୍ଡ-୨୦୨୬…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଅଡିଟରିଅମ୍ ହଲ ଠାରେ "ହାପିି ମୋମେଣ୍ଟ ଇଣ୍ଡିଆ" ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠିତ "ଆନ୍ତର୍ଜାତୀୟ ସଫଳତା ପୁରସ୍କାର ସମାରୋହ-୨୦୨୬" କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର…
ସୋଆ ଆଇବିସିଏସ୍ ପକ୍ଷରୁ କନ୍ଭର୍ଜେନ୍ସ -୨୦୨୬ ଆୟୋଜିତ
ଭୁବନେଶ୍ୱର, ମାର୍ଚ୍ଚ ୨୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ (ଆଇବିସିଏସ୍) ପକ୍ଷରୁ ଗତ ମାର୍ଚ୍ଚ ୨୪ ଏବଂ ୨୫ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ‘କନ୍ଭର୍ଜେନ୍ସ -୨୦୨୬’ ଆୟୋଜିତ ହୋଇଯାଇଥିବା ବେଳେ ଭୁବନେଶ୍ୱରର ୧୪ଟି ବିଭିନ୍ନ…
ଗବେଷଣା ସହଭାଗିତା ନେଇ ସୋଆ ଏବଂ ସିସିଆରଏଏସ -ସିଏଆରଆଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ମାର୍ଚ୍ଚ ୨୭ : ଆର୍ୟୁବେଦ ବିଜ୍ଞାନ କ୍ଷେତ୍ରରେ ଗବେଷଣା ସହଭାଗିତା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ୍ କାଉନ୍ସିଲ୍ ଫର ରିସର୍ଚ୍ଚ ଇନ୍ ଆର୍ୟୁବେଦିକ ସାଇନ୍ସେସ୍ (ସିସିଆରଏଏସ ) ଅଧିନସ୍ଥ ସେଂଟ୍ରାଲ ଆର୍ୟୁବେଦ ରିସର୍ଚ୍ଚ…
କଟକରେ ଗ୍ରାମୀଣ ଜଳର ସ୍ଥାୟୀତ୍ୱକୁ ପ୍ରୋତ୍ସାହନ ଦେଉଛି ଡାଲମିଆ ଭାରତ ଫାଉଣ୍ଡେସନ୍
କଟକ, ୨୭ ମାର୍ଚ୍ଚ ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ଜଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍ର ସିଏସ୍ଆର୍ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ୍ (ଡିବିଏଫ୍) କଟକର କାନପୁର ଗ୍ରାମରେ ବାଉତିଝର ପୋଖରୀର ଉଦ୍ଘାଟନ କରିଛି। ପଞ୍ଚାୟତ ସମିତି…
ଚଇତି ପରବ ପାଇଁ କୋଇଲି ପାରି ଉତ୍ସବମୁଖର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ପରବ ପାଳନ ହୋଇଥାଏ, ସେଥିରୁ ଚଇତି ପରବ ଏକ ନିଆରା ଓ ପାରମ୍ପରିକ ପରବ ଭାବେ ପରିଚିତ। ଆଦିବାସୀ ଗ୍ରାମମାନଙ୍କରେ ଏହି ପରବକୁ ବିଶେଷ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଉଛି।ପରମ୍ପରାନୁସାରେ, ପ୍ରତ୍ୟେକ…
ଶିଶୁ ମହୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ଶିଶୁ ପ୍ରତିଭା ବିକାଶ ମଞ୍ଚର ଏକ ଅନନ୍ୟ ଉଦ୍ୟମ - "ଶିଶୁ ମହୋତ୍ସବ" ନିମନ୍ତେ ଗତ ୨୫ ମାର୍ଚ୍ଚ ରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁ ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ…
ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନରେ ଚଢ଼ାଉ ।
ଗ୍ୟାସ ସିଲିଣ୍ଡର କଳା ବଜାର ରୋକିବାକୁ ପ୍ରଶାସନ ତତ୍ପର ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ତତ୍ୱବୋଧାନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଚଢ଼ାଉ…
ପଡିଆ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ପୋଲିସ ପକ୍ଷ୍ୟରୁ ଏମଭି ୫୮ ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମ୍ପ୍ରତି ସ୍ଥିତିରେ ଦେଖା ଦେଉଥିବା ସାଇବର ସମ୍ପର୍କିତ ଠକେଇ ରୁ ନିବୃତ ରହିବା ପାଇଁ ସଚେତନ ହେବା, ବିଭିନ୍ନ ପ୍ରକାର…