ସିଆଆଇ ଓଡ଼ିଶାର ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା

ଶ୍ରୀ ଶଶି ଶେଖର ମହାନ୍ତି ଅଧ୍ୟକ୍ଷ ଓ ଶ୍ରୀ ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ…

ଦି ଆଇସିଏଆଇ ଭୁବନେଶ୍ୱର ଶାଖାର ନୂତନ କର୍ମକର୍ତ୍ତା ଚୟନ

ସିଏ ପ୍ରଦୀପ କୁମାର ସାହୁ ନୂତନ ଅଧ୍ୟକ୍ଷ ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାରେ ଅନୁଷ୍ଠିତ ବୈଠକରେ 2023-24 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।ନୂତନ ଅଧ୍ୟକ୍ଷ ଭାବେ ସିଏ ପ୍ରଦୀପ କୁମାର ସାହୁ ଚୟନ ହୋଇଥିବା…

ମାଟ୍ରିକରେ କିସ୍‍ରୁ ୧୯ଶହ ପରୀକ୍ଷାର୍ଥୀ

ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆସାମ ଛାତ୍ରଛାତ୍ରୀ ସାମିଲ୍‍ ଭୁବନେଶ୍ୱର, ୨୮ ।୨: ଚଳିତବର୍ଷ କିସ୍‍ରୁ ମାଟ୍ରିକ୍‍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‍ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ…

ବିଜେପି କର୍ମୀଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ବୈଜୟନ୍ତ

ଭୁବନେଶ୍ୱର : ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା | ଶ୍ରୀ ପଣ୍ଡା ଟୁଇଟ କରି କହିଛନ୍ତି…

ତିନି ଦିନିଆ ଓଡିଶା ଗସ୍ତରେ କେରଳର ନିର୍ବାଚିତ ପୌର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ

ଭୁବନେଶ୍ୱର: କେରଳର କୋଝିକୋଡ ଏ ବଂ ପାଲକାଡ ପୌରାଞ୍ଚଳର ୨୧ ଜଣ ପ୍ରତିନିଧୀ ଏବଂ କାର୍ଯ୍ୟକର୍ତ୍ତା ଫେବୃଆରୀ ୨୮ ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପରିବେଶ ଓ ବିକାଶ କେନ୍ଦ୍ର (ସିଇଡି), ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଜାତୀୟ ତାଲିମ…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ

ନୟାଗଡ଼,୧ା୨: ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବାରବାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଦେବୀଙ୍କ ଅବସରକାଳୀନ…

ମିଶନ୍ ଲାଇଫ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,୧/୩ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଘଡୁଆଳ ଗ୍ରାମ ରେ " ମିଶନ୍ ଲାଇଫ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଯୋଜନାବଦ୍ଧ ଆକ୍ରମଣ କରିଥିଲେ ଯୁବମୋର୍ଚ୍ଚା କର୍ମକର୍ତ୍ତା: ବିଜେଡି

 ନେତାଙ୍କ ସ୍ୱାର୍ଥର ସାରଥୀ ନହେବାକୁ ବିଜେପି କର୍ମୀଙ୍କୁ ପରାମର୍ଶ  ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ନିରବତାକୁ ନେଇ ପ୍ରଶ୍ନ  ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ଭୁବନେଶ୍ୱର: ଗତକାଲି ଆନ୍ଦୋଳନ ନାଁରେ ଭାରତୀୟ ଯୁବମୋର୍ଚ୍ଚା…

ବେଆଇନ ବାଲି ଟ୍ରାକ୍ଟର ଜବତ ଓ ଇଟାଭାଟି ଉପରେ ଚଢାଉ

କାମାକ୍ଷାନଗର/ରିତେଶ ବ୍ରହ୍ମା : ପରଜଙ୍ଗ ତହସିଲ ଅନ୍ତର୍ଗତ ରୋଡ ଓ କନ୍ଦରସିଂହା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅଞ୍ଚଳରେ ମାଟା ଇଟାଭାଟି ଓ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୧.୨୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ରୋଡ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ଗଇଲୋ…

ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲ ଜଳୁଛି ,ବନ ବିଭାଗର ନିଘା ନାହିଁ ।

କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ ।ଏହି ଅଗ୍ନିକାଣ୍ଡରେ ଏକର ଏକର ଜଙ୍ଗଲ ନିଆଁରେ ଜଳିବା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି ।ଏଥିସହ ଉତ୍ତାପ…