Sign in
Sign in
Recover your password.
A password will be e-mailed to you.
ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବରକନ୍ୟା ଝରଣା
ନୟାଗଡ଼(ଲକ୍ଷ୍ମୀଧର ସାହୁ/(ଶ୍ରୀକାନ୍ତ କୁମାର ମିଶ୍ର)): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ ପାଦଦେଶରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର…
ଭୁବନେଶ୍ୱରରେ ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଛି ଡିଏନ୍ ହୋମସ୍ର ବହୁଚର୍ଚ୍ଚିତ ପ୍ରକଳ୍ପ “ଫେରିଟେଲ”
ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ଡିଏନ୍ ହୋମସ୍ ଏହାର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ “ଡିଏନ ଫେରିଟେଲ” ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଯାଉଛି । କୋଭିଡ ମହାମାରୀ ଆରମ୍ଭ ପୂର୍ବରୁ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।…
ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା…
ତହସିଲଦାର ଙ୍କର ଦ୍ୱାରା ଏକ ଜେସିବି ଓ ଦୁଇଟି ଟ୍ରାକ୍ଟର ଜବତ
ପଥର ବୋଝେଇ କରୁଥିବା ବେଳେ ଧାରା ପଡିଲା ତିନି ଗାଡି
ବରଗଡ :- ଲଘୁ ଖଣିଜ ସମ୍ପଦ ବ୍ୟବହାର ପାଇଁ ରାଜସ୍ୱ ବିଭାଗ ଦ୍ଵାରା ଅନେକ ସ୍ଥାନ କୁ ଚିହ୍ନଟ କରାଯାଇ ଲିଜ ପ୍ରଦାନ କରାଯାଇଛି । ଯାହାଫଳରେ ଲୋକଙ୍କ କାମ ହେବା ସହିତ ସରକାର ଙ୍କୁ ରାଜସ୍ୱ ମଧ୍ୟ ମିଳି ପାରିବ । କିନ୍ତୁ କିଛି ଖଲ ପ୍ରକୃତିର…
ସୌମ୍ୟରଞ୍ଜନଙ୍କୁ ଆଗକୁ ପେଲିଲା ବିଜେଡି : ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରକୁ କଲେ ସମାଲୋଚନା
ନଅ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଦର ପ୍ରାୟ ୩ ଗୁଣ ବଢାଇଛି କେନ୍ଦ୍ର, ନୀରବତା ଭାଙ୍ଗୁ ଓଡିଶା ବିଜେପି: ସୌମ୍ୟରଞ୍ଜନ
ଓଡିଶାର ମା ଏବଂ ଭଉଣୀଙ୍କ ଆଖିରେ ଲୁହ
ଗରିବ ଲୋକଙ୍କର ମାସିକ ୫କିଲୋ ଚାଉଳ କାଟିଦେଲେ
ହାଣ୍ଡିଶାଳ ଉପରେ ଦୋହରା ମାଡ
ଭୁବନେଶ୍ୱର: ବିଭିନ୍ନ…
ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ
ଆପଣମାନଙ୍କ ଭାଗିଦାରୀ ମିଶନଶକ୍ତି କୁ ଏକ ନମ୍ବର କାର୍ଯ୍ୟକ୍ରମ କରିପାରିଛି - ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community…
ବ୍ରାଇଡାଲ ମେକ୍ଅପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ
ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ମିଶନ ଶକ୍ତି ମାଧ୍ୟମରେ ବ୍ରାଇଡାଲ୍ ମେକ୍ଅପ୍ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଦାନ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶା ବ୍ରାଇଡାଲ ମେକ୍ଅପ୍ ପାଠ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର…
ଓଡିଶା ମାନବଧିକାର ଆୟୋଗ ଅଧ୍ୟକ୍ଷ ବିଚାରପତି ଶ୍ରୀଯୁକ୍ତ ଶତ୍ରୁଘ୍ନ ପୂଜାହାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ
ବିବେକାନୁମୋଦିତ ଭାବେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶ -
ଜନସାଧାରଣ ଙ୍କୁ ମାନବିକ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ -
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ରାଷ୍ଟ୍ରର ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ମାନବିକ ଅଧିକାର ପାଇବାକୁ…
ଅବସର ନେଲେ ମେଲଛାମୁଣ୍ଡା କଲେଜ ଅଧ୍ୟକ୍ଷ
ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଜୁନୁୟର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ର ମଙ୍ଗଲବାର ଦିନ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ବିଦାୟୀ ଅଧ୍ୟକ୍ଷ ମିଶ୍ରଙ୍କ ଉଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।…
ସୁବର୍ଣ୍ଣପୁର ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ
ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀକଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ…