ଡାକିଲେ “ଓ” କରି ଆପଣା ଲୋକ ଭଳି ଦୁର୍ଗତଙ୍କ ପାଖରେ ଠିଆ ହେଉଛି “ଓଡିଶା ମୋ ପରିବାର”

ଅଧା ରାତିରେ ଅସହାୟଙ୍କ ପାଖରେ ପହଞ୍ଚି ସମ୍ମାନଜନକ ଭାବେ ସମ୍ପନ୍ନ କଲା ଶେଷକୃତ୍ୟ । ଭୁବନେଶ୍ୱର : ଅନେକଙ୍କ ପାଇଁ ଭରସାଏ ଅନ୍ୟ ନାଁ ପାଲଟି ଯାଇଛି ଓଡିଶା ମୋ ପରିବାର | ରାଜ୍ୟରେ ହେଉ ବା ପ୍ରବାସରେ, ଦିନରେ ହେଉ ରାତି ଅଧାରେ ଚିକିତ୍ସା ପାଇଁ ହେଉ କି ଶବସତ୍କାର ହେଉ, ଅସହାୟ ଲୋକଙ୍କ ପାଇଁ…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା

ଭୁବନେଶ୍ୱର , ୧୩/ ୦୩ : ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ - ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…

ନୟାଗଡ଼ ଟାଉନ ଷ୍ଟେସନରେ ଅବ୍ୟବସ୍ଥା

ଶୌଚାଳୟ ଏବଂ ପିଇବା ପାଣି ପାଇଁ ଯାତ୍ରୀ ଡହଳ ବିକଳ ନୟାଗଡ଼,୧୩/୩(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଟାଉନ ରେଳ ଷ୍ଟେସନ ୨୦୧୭ ମସିହା ଜୁନ ୧୯ ତାରିଖରୁ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ଆନୁସଙ୍ଗିକ ବ୍ୟବସ୍ଥା ଏଠାରେ ନାହିଁ। ବର୍ତ୍ତମାନ ରୌଦ୍ର ତାପ…

ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଜଳିଗଲା ଶହ ଶହ ଗଛ :ବିପଦରେ ଜୀବ ଜନ୍ତୁ l

ଝାରବନ୍ଧ -ମନୋହର ଦାଶ-ବରଗଡ଼ ଜିଲ୍ଲା ପାଇକମାଲ ବନାଞ୍ଚଳ ଝାରବନ୍ଧ ବ୍ଲକ ଅଧୀନ ଭଇସାଦରହା ପଞ୍ଚାୟତ ର ଲାମି ଡଙ୍ଗର, କୁମୀର ପଞ୍ଚାୟତ ର ଚିରୋଲି ପଠାର ଗ୍ରାମ୍ୟ ଜଙ୍ଗଳ ରେ ନିଆଁ ଲାଗି ସହ ସହ ଗଛ ଜଳି ଯାଇଛି l ଏଥିରେ ବନ୍ୟ ଜନ୍ତୁ ପ୍ରଭାବିତ ହେବା ସହ ପରିବେଶ ମଧ୍ୟ୍ୟ ପ୍ରଦୂଷିତ ହେଉଛି l…

ନବରଙ୍ଗପୁର ଆମ୍ ଆଦମୀ ର ଜିଲ୍ଲା ସଭାପତି ଘୋଷଣା କଲେ ରାଜ୍ୟ ସଭାପତି

ନବରଙ୍ଗପୁର,/ଅଶୋକ ସାହୁ.ନବରଙ୍ଗପୁର ଜିଲ୍ଲା ଡାକ ବଙ୍ଗଳା ଠାରେ ଜିଲ୍ଲା ସ୍ତରୀୟ ଆମ୍ ଆଦମୀ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ, ନବରଙ୍ଗପୁର ଜିଲା ରେ ୨୦୨୪ ନିର୍ବାଚନ ଆଖି ଆଗରେ ରଖି ଦଳ ତାର…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟ ଠାରେ ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ…

ରାଉରକେଲା ମହିଳା ବିଜୁ ଜନତା ଦଳ ତରଫରୁ ବିଶ୍ଵ ମହିଳା ଦିବସ ପାଳିତ ।

ରାଉରକେଲା (ବସନ୍ତ କୁମାର ଜେନା): ଆଜି ରାଉରକେଲାର ମାନ୍ୟବର ବିଧାୟକ ତଥା ଜିଲା ସଭାପତିଶ୍ରୀ ସାରଦା ପ୍ରସାଦ ନାୟକ ଙ୍କଦିଗ ଦର୍ଶନରେ,ରାଉରକେଲା ମହିଳାବିଜୁ ଜନତା ଦଳ ତରଫରୁ ବିଶ୍ଵ ମହିଳା ଦିବସ ପାଳନ କରିବାପାଇଁ ଏକ ପାଞ୍ଚଜଣିଆ ମହିଳା ନେତୃତ୍ଵ ଯଥା,ସଭାପତି ଯୋଷ୍ଣା ନାୟକ,ରାଜ୍ୟ ଉପସଭାପତି…

ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କଲେ ପାଣ୍ଡିଆନ

ରାଉରକେଲା (ବସନ୍ତ ଜେନା): ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କରି ଥିଲେ ! ଏହି ଅବସର ରେ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜର ଉପଦେଷ୍ଟI ତଥା ପୂର୍ବତନ ଏସ୍ ଡି ସି ଅଧ୍ୟକ୍ଷ ସନ୍ତୋଷ ଅମାତ, ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ…

ସମୃଦ୍ଧ ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ଓ ଯୁବ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରାକୃତିକ ସଂପଦ ଓ ରାଜ୍ୟ ରାଜକୋଷକୁ ଲୁଟ୍ କରୁଥିବା ବିଜେଡି ସରକାରର ମୁଖା ଖୋଲିବାକୁ ଆହ୍ୱାନ ଭୁବନେଶ୍ୱର, ୧୨/୦୩ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାର ୧୪୭ ଆସନରେ ସମୃଦ୍ଧ ଓଡିଶା ପ୍ରାର୍ଥୀ ଦେବାର ନିଷ୍ପତ୍ତି ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରାଗଲା । ସମୃଦ୍ଧ…

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,୧୨ା୩: ନୟାଗଡ଼ ବ୍ଲକ ଅନ୍ତର୍ଗତ ଘଡ଼ୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାରାଣୀ ପଟ୍ଟନାୟକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସିନ୍ଦୁରିଆ କ୍ଲଷ୍ଟରର ଘଡ଼ୁଆଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ…