ଗାଇସିଲାଟ/ମନ ଡ଼ନସନା: ଗାଇସିଲାଟ ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପଡିଆ, ହାଇସ୍କୁଲ ପଡିଆ, କଲେଜ ପଡିଆ, ପଞ୍ଚାୟତ ହାଇସ୍କୁଲ ଫିରିଙ୍ଗିମାଲ , ଜଗନ୍ନାଥ ହାଇସ୍କୁଲ କନ୍ଦାଗାଡ, ଜେନକେଡା ସେବାଶ୍ରମରେ ମଧ୍ଯ ଶହ,ଶହ ସଂଖ୍ଯା ରେ ଛାତ୍ରଛାତ୍ରୀ ଓ ଯୋଗ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ଗୁରୁଜୀ ମାନେ ଯୋଗଦାନ କରିଥିଲେ। ଏହି ଆର୍ନ୍ତଜାତୀୟ ଯୋଗଦିବସ କୁ ମହାସମାରୋହରେ ପାଳନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post