ସମାଜ ସେବୀ ରଞ୍ଜନ ଙ୍କ ଜନ୍ମ ଦିନ ପାଳନ

0

ଗାଇସିଲାଟ/ ମନ ଡନସନା- ଗାଇସିଲେଟ ର ଯୁବ ସମାଜ ସେବୀ ରଞ୍ଜନ ପଣ୍ଡା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜେନକେଡା ସ୍ଥିତ ଗୋପବନ୍ଧୁ ସେବା ସଦନ ରେ ନିଆରା ଢଙ୍ଗ ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଅନ୍ତେବାସୀ ମାନଙ୍କୁ ମିଷ୍ଠାନ, ଚକୋଲେଟ୍ ଇତ୍ୟାଦି ବଣ୍ଟନ କରି ଥିଲେ | ରଞନ ପଣ୍ଡା ସବୁ ବେଲେ ଦୁଃଖି, ଦରିଦ୍ର, ମଜୁରିଆ, ମାନଙ୍କ ପାଇଁ ସବୁବେଳେ ସାହାୟ୍ଯ ଓ ସହଯୋଗ ର ହାତ ବଢାଇଛନ୍ତି।

Leave A Reply

Your email address will not be published.