Sign in
Sign in
Recover your password.
A password will be e-mailed to you.
ପୁରୀ: ଦଳାଚକଟାରେ ୭ ଆହତ
https://youtu.be/0n3Qs_LPV9I
ପୁରୀ/ଅନିମେଷ ପଟ୍ଟନାୟକ : ରଥଟଣା ବେଳେ ଅଘଟଣ । ରଥଟଣା ବେଳେ ଘଟିଥିଲା ଅଭାବନୀୟ ଘଟଣା । ତାଳଧ୍ଵଜ ରଥ ମରଚିକୋଟ ଛକରେ ଥିବା ବେଳେ ରଥଟାଣକୁ ନେଇ ଘଟିଛି ଦୂର୍ଘଟଣା । ଟାଣୁଥିବା ବେଳେ ଜଣେ ମହିଳା ତଳେ ପଡିଯିବା ଫଳରେ ଦଳାଚକଟାରେ ପରି ପରିସ୍ଥିତି ସୃଷ୍ଟି…
କଥାଦେଇ କଥା ରଖିଲେ ସରକାର
ପୂରଣ ହେବାକୁ ଯାଉଛି ଝାରବନ୍ଧ ବାସୀ ଙ୍କର ବହୁ ପ୍ରତୀକ୍ଷିତ ଦାବି
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ରେ ରହିଛି ଏକ ବିରାଟ ଜଳାଶୟ ( ପୋଖରୀ ) । ପ୍ରାୟ 25 ଏକଡ଼ ରେ ରହିଥିବା ଏହି ଜଳାଶୟ ଉପରେ ପୁରା ଝାରବନ୍ଧ ଗ୍ରାମ ନିର୍ଭର କରିଥାଏ । ଗତ…
ନୟାଗଡ଼ରେ ଦୁଇଦିନ ରଥଯାତ୍ରା: ଆନନ୍ଦଉଲ୍ଲାସରେ ପାଳିଲେ ଜିଲ୍ଲାବାସୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରରେ ବଡ଼ ଧୁମଧାମ ଏବଂ ଆନନ୍ଦ ଉଲ୍ଲାସର ସହିତ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଛି। ଏଠାରେ ରଥଯାତ୍ରା ଦୁଇଦିନ ଧରି ଚାଲିଥାଏ। ରଥଯାତ୍ରା ଦିନ ସକାଳ ୯.୦୦ରେ ରଥ ପ୍ରତିଷ୍ଠା କାର୍ଯ୍ୟ ସମାପନ୍ନ ହୋଇଥିଲା । ଦିନ ୧୦.୩୦ ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ…
ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର : ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ନବ ନିଯୁକ୍ତ ୧୯ ଜଣ ଓଡିଶା ସୂଚନା ସେବା ଅଧିକାରୀ ରାଜ୍ୟର ବିଭିନ୍ନ ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ହେବେ…
ଭୁବନେଶ୍ୱର:ଓଡିଶା ସୂଚନା ସେବା (ଦ୍ୱିତୀୟ ଶ୍ରେଣୀ)ବର୍ଗରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀପଦରେ ନିଯୁକ୍ତି ପାଇଥିବା ୧୯ଜଣ ଅଧିକାରୀଙ୍କୁ ବିଭିନ୍ନ ଉପଖଣ୍ଡ ତଥା ଜିଲ୍ଲାରେ ଅବସ୍ଥାପିତ ହେବା ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ଗତକାଲି…
ସିଏସଆଇଆର୍-ଆଇଏମଏମଟି ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର:- ନିମ୍ନମାନର ଲୁହାପଥର, ଲୁହାପଥର ପେଲେଟ୍ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଓ ବିକାଶ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଆସେଟସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶା ଏବଂ ସିଏସଆଇଆର୍-ଆଇଏମଏମଟିର ଖଣିଜ ପ୍ରକ୍ରିୟାକରଣ ଓ ବ୍ୟବସାୟ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ଦେଖିବା ନିମନ୍ତେ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ:
https://youtu.be/M7o3YfkXeAI
ଏକାମ୍ର ନିଳୟରେ ଯୋଗ ଶିକ୍ଷା
ଭୁବନେଶ୍ୱର : ଆଗାମୀ ଜୁନ୍ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ‘ବନ୍ଧୁ ୱେଲଫେୟାର ଟ୍ରଷ୍ଟ’ ଆନୁକୂଲ୍ୟରେ ଜୁନ୍ ୧୫ ତାରିଖରୁ ଯୋଗ ସପ୍ତାହ ଆରମ୍ଭ ହୋଇଛି । ରବିବାର ଏହି ଉପଲକ୍ଷେ ରଙ୍ଗ ବଜାର ନିକଟସ୍ଥ ‘ଏକାମ୍ର ନିଳୟ’ ଠାରେ ଥିବା…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଲା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,…
ବଡ଼ଗାଁ ବ୍ଳକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, 19/06(ବସନ୍ତ କୁମାର ଜେନା): ବଡ଼ଗାଁ ବ୍ଳକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି…