ବାଞ୍ଛାନିଧି ମହାନ୍ତି ଥିଲେ ଓଡ଼ିଶା ମାଟିର ବିଲକ୍ଷଣ ପ୍ରତିଭା ।

ବାସୁଦେବପୁର ଜନକଲ୍ୟାଣ ପରିଷଦ, ରାଉରକେଲା ର ବାର୍ଷିକ ଉତ୍ସବ ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳିତ। ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଜାତୀୟ କବି…

ପୂର୍ବବର୍ଷ ଭଳି ଦ୍ୱିତୀୟ ବର୍ଷ ମହାସମାରୋହରେ ପାଳନ କରାଯିବ ମାହାଙ୍ଗା ମହୋତ୍ସବ

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହେବ ଏହି ଉତ୍ସବ ମେ 9 ରୁ 13 ଯାଏ ନୃତ୍ୟ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିକେ ଦର୍ଶକ l (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବବର୍ଷ ଭଳି ଚଳିତ ବର୍ଷ…

ପୁଞ୍ଚ ରେ ସହିଦ୍ ହୋଇଥିବା ଦେବାଶିଷ ବିଶ୍ବାଳଙ୍କ ପରିବାର ପାଇଁ ପଚିଶ ଲକ୍ଷ୍ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

  ଭୁବନେଶ୍ବର:ଜାମ୍ମୁ କାଶ୍ମୀରର ପୁଞ୍ଚ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ବରଗଡ ଜିଲ୍ଲାରେ ଦୁଇ ଗୋଟି ରକ୍ତଦାନ ଶିବିର

ବରଗଡ / ଝାରବନ୍ଧ / ଭଟଲି :- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ନୋଡାଲ ଉ.ପ୍ରା.ବିଦ୍ୟାଳୟ,ଝାରବନ୍ଧ ପରିସରରେଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା…

ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ

ଜିଲ୍ଲା କମିଟିକୁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟସରକାରଙ୍କ ତରଫରୁ ସମୟ ସାରଣୀ…

ଟାଟା ଷ୍ଟିଲ୍ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ

ଯୋଡା: (ପାର୍ଥ ସାରଥି ଷଡ଼ଙ୍ଗୀ)-ଜନସାଧାରଣ, କର୍ମଚାରୀ, ଯୁବ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସଚେତନତା ଉଦ୍ଦେଶ୍ଯ ରେ ଟାଟା ଷ୍ଟିଲ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇ ଯାଇଛି Iଅଗ୍ନିସମ ବାହିନୀ ରେ ନିଷ୍ଠାପର ସହ କାର୍ଯ୍ୟ…

ଭୟଙ୍କର ବଜ୍ରାଘାତରେ ଅକାଳ ମୃତ୍ୟୁ

 ସୂର୍ଯ୍ୟନ୍ଦୁ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଦାବି  ଘଡ଼ଘଡ଼ି ପ୍ରଭାବ ରେ ବରପଡା ବ୍ରିଜ ରେ ଫାଟ l                                      (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ସ୍ଥିତ ତିନିମୁହାଣୀ ନିକଟରେ…

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି୨୦ ଆୟୋଜିତ

ଭୁବନେଶ୍ୱର, ୨୧/୦୪: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ…

ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କୁ ୪ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ

ଭୁବନେଶ୍ୱର, ୨୧/୦୪: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…