Sign in
Sign in
Recover your password.
A password will be e-mailed to you.
ବାଣପୁରରେ ମୁସଲମାନ ଗ୍ରାମରେ ଇଦ୍-ଉଲ୍-ଫିତର୍ ପର୍ବ ପାଳନ !!
ବାଣପୁର/ଖୋର୍ଦ୍ଧା:-(ସେକ୍ କୌଶର) ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ଇଦ୍-ଉଲ୍-ଫିତର୍ ପର୍ବ | ସାମୂହିକ ନମାଜ୍ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ବାଣପୁରର ମୁସଲମାନ ସାହିର ସେକ୍ ପରିବାର | ଏକ ମାସଧରି ରମଜାନ ଉପବାସ କରୁଥିବା ବେଳେ…
ସୁନ୍ଦରଗଡ଼ ଜିଲ୍ଲାରେ ଚାଷଜମିକୁ ଜଳସେଚନ ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ:
ଉପକୃତ ହେଉଛନ୍ତି ଜନଜାତି ବର୍ଗର ଚାଷୀ, ସ୍ଥାନୀୟ ଶ୍ରମଜୀବୀଙ୍କୁ ଜୀବିକା
ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର…
“ସବୁଆଡୁ ହତାଶ ହେବା ପରେ ବାଉଳିଚାଉଳି ହେଉଛନ୍ତି ଲେଖାଶ୍ରୀ”
କ୍ରାଇମ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖି ସମସ୍ତଙ୍କୁ ଅପରାଧୀ ଭାବୁଛନ୍ତି
ମନେ ମନେ ନିଜକୁ ପୁଲିସ୍ ଭାବି ଉଦ୍ଭଟ କାହାଣୀ ସୃଷ୍ଟି କରୁଛନ୍ତି
ବରଗଡ଼ର ଅଭିଯୁକ୍ତ ସହ ଜେଲ ଫେରନ୍ତା ବିଜେପି ନେତାଙ୍କ ଲିଙ୍କ୍ ରହିଛି
ଭୁବନେଶ୍ୱର,: ଉତ୍ତରପ୍ରଦେଶ ଘଟଣାରେ ସଂପୃକ୍ତ…
‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ…
ସମ୍ବଲପୁର ଦଙ୍ଗା: ତୁରନ୍ତ ହସ୍ତକ୍ଷେପ ପାଇଁ ଅମିତ୍ ଶାହାଙ୍କୁ ଅନୁରୋଧ କଲେ ମନମୋହନ
ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ସାଂପ୍ରଦାୟୀକ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି…
ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି
ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟୀ | ଆଜି ଏ ନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି | ଏହି କମିଟିରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ…
ବିଜୟଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କଲା ଏଆଇସିସି
ଦେଲା ଗୁରୁ ଦାୟିତ୍ୱ , ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ଦେଲେ ନିଯୁକ୍ତି
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟର ପୁବର୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଉପରେ ଖୁବ କମ ଦିନ ଭିତରେ ଅଖିଳ ଭାରତ କଂଗ୍ରେସ କମିଟି ପ୍ରକଟ କରିଚି ଆସ୍ଥା | ଦେଇଛି ଗୁରୁ ଦାୟିତ୍ୱ |…
ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମସଜିଦ ପରିସରରେ ଇଦ-ଉଲ-ଫିତର ପର୍ବ ପାଳିତ :
ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆସି ନପାରିଲେ ମଧ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ ମୁବାରକ ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ…
ହାଟ ପିଣ୍ଡା କାମରେ ଦୁର୍ନୀତି ଅଭିଯୋଗ
ନୂଆ କି ପୁରୁଣା ଜଣାପଡ଼ୁନି, କାମ ବି ନିମ୍ନମାନର ବୋଲି ଅଭିଯୋଗ କଲେଣି ଲୋକେ
ରାଇଘର/ ନରସିଂ ବାଘ :ହାଟ ପିଣ୍ଡା ନିର୍ମାଣ କାର୍ଯ୍ୟରେ ମହା ଦୁର୍ନୀତି ନିମ୍ନମାନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ର ହାଟ ରେ ଚାଲିଛି…