Sign in
Sign in
Recover your password.
A password will be e-mailed to you.
ରାଜ୍ୟପାଳଙ୍କ ଠାରେ ବିଜେପିର ଫେରାଦ
ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ: ମନମୋହନ ସାମଲ
ଭୁବନେଶ୍ୱର: ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ଥିଲା କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଅପାରଗତା କାରଣ ପାଇଁ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ପଡୁଛି । ଏହଭଳି ଦୃଶ୍ୟ ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ…
ଗର୍ଜି ଉଠିଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ
https://youtu.be/MysxeGvYIdc
ନବରଙ୍ଗପୁର/ଅଶୋକ ସାହୁ: ଆଜି ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁରର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଏବଂ ସଂଯୋଜକ ଏମ ବାଲକୃଷ୍ଣ ରାଓ ଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଏକ ବିରାଟ ଶୋଭାଯାତ୍ରାରେ ବାହାରି…
ଜିଲ୍ଲା ରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ 2313 ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I…
ବିଜୟ ଶ୍ରୀ ମଣ୍ଡପ ର ଶୁଭ ଉଦ୍ଘାଟନ।
ବାସୁଦେବପୁର - ବାସୁଦେବପୁର ସ୍ଥିତ ସ୍ଥାନୀୟ ୧୨ ନୋ ୱାର୍ଡ ପରିସର ରେ ମହିଷା ପଦା ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ନାମ ରେ ବିଜୟ ଶ୍ରୀ ମଣ୍ଡପ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ଯୋଗ ଦେଇ ଆନୁଷ୍ଠାନିକ ଭାବେ…
ଜାମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ 5ଜଣ ଯବାନଙ୍କ ପାଇଁ କେଣ୍ଡେଲ ଶୋଭାଯାତ୍ରା
ରାଇଘର/ନରସିଂହ ବାଘ, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ,ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ କେଣ୍ଡେଲ ଶୋଭାଯାତ୍ରl କଲେ ରାଇଘରବାସୀ |ଜାମୁକାଶ୍ମୀର ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ 5 ଜଣ ଯବାନ ନିଜ ମାଟି ମା ପାଇଁ ଜୀବନକୁ ଉତ୍ସର୍ଗ…
ରଞ୍ଜିତ ମେମୋରିଆଲ ଅହୋରାତ୍ର କ୍ରିକେଟ ତୁର୍ନାମେଣ୍ଟ: ବାସୁଦେବପୁର ଇଲେଭେନ କୁ ହରାଇ ଗୋପ ବନ୍ଧୁ ଇଲେଭେନ ଚମ୍ପିୟାନ
ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ମହିଷା ପଦା ଠାରେ ଏଲ ପି ସି ସି କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ରେ ଆୟୋଜିତ ହୋଇ ଯାଇଛି ଅହୋରାତ୍ର କ୍ରିକେଟ ମ୍ୟାଚ୍। ଏହି ତୁର୍ନା ମେଣ୍ଟ ରେ ମୋଟ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ମୁଖ୍ୟ…
ଓଡିଆ ଭାଷାରେ ନାମ ଫଳକ ଲିପିବଦ୍ଧ ନିମନ୍ତେ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାଯ୍ୟାଳୟ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ…
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆସନ୍ତା ଜୁନ୍ ୨୦ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରଥଯାତ୍ରା ନିମନ୍ତେ ଅତିରିକ୍ତ…
ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ଵାର ବିକାଶର ଉପସ୍ଥାପନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୧୬ ତମ ନାଗରିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସୁଧାର ଓ ଲୋକ ଶିକାୟତ ବିଭାଗ ଭାରତ ସରକାରଙ୍କର ଦ୍ଵାରା ଆୟୋଜିତ ପ୍ୟାନେଲ ଉପସ୍ଥାପନାରେ ବକ୍ତା ଭାବରେ ଉପସ୍ଥିତ ଥିବା ଅଧିକାରୀ ଭାବରେ ବି.ଭି.ଅର୍…
ଭୁତ ଖୋଜୁଛି ଭତ୍ତା ।
ସୁନ୍ଦରଗଡ଼ /ବଣେଇ (ବସନ୍ତ କୁମାର ଜେନା):-ଭୁତ ଖୋଜୁଛି ସାତ ମାସର ମୋ ବିଧବା ଭତ୍ତା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ଜକେଇକେଲା ପଞ୍ଚାୟତର ବଡପୋଷ ଗ୍ରାମରେ । ଏ ହେଉଛନ୍ତି ବଡପୋଷ ଗ୍ରାମର ମଲ୍ଲି କିସାନ । ସ୍ୱାମୀ ଆର ପାରିରେ ଗଲା ପରେ ଦିନ ମଜୁରିଆ କରି ପେଟ…