Sign in
Sign in
Recover your password.
A password will be e-mailed to you.
ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ରାଜନେତା, ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ଆଜି ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ପୂର୍ବାହ୍ନରେ ଡାକ୍ତରଖାନାରୁ ବିଧାନସଭା ପରିସରକୁ ତାଙ୍କ ମରଶରୀର ଅଣାଯିବା ପରେ ପ୍ରଥମେ ତାଙ୍କୁ ଗାର୍ଡ…
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ ଡଃ ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ) : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସକାଳେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ କ୍ୟାପିଟାଲ ହସ୍ପିଟାଲ ଛକସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ ପୂର୍ବକ ଏହି ମହାପୁରୁଷଙ୍କୁ…
ବି. ଏସ୍. କେ. ୱାଇ. ଟିମ୍ ପ୍ରଚେଷ୍ଟାରେ ଘାସିରାମକୁ ମିଳିଲା ଉପଯୁକ୍ତ ଚିକିତ୍ସା
ଭୁବନେଶ୍ୱର,:ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା, ଯାଜପୁର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର୍ ଗ୍ରାମର ବାସିନ୍ଦା ଅଟନ୍ତି। ଗତ ୩ ରୁ ୪…
ବଢ଼ିଲା ବିଜେଡିର ଶକ୍ତି : ଶଙ୍ଖ ଫୁଙ୍କିଲେ ମହେନ୍ଦ୍ର
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ନିଜର ସାମର୍ଥ୍ୟ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ବିଜେଡି | ଆଜି କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ମହେନ୍ଦ୍ର ନାୟକ । ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି…
ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ପରଲୋକ
ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ : ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ହେବ ଶେଷକୃତ୍ୟ
ଭୁବନେଶ୍ବର :ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ, ଅର୍ଥନୀତିଜ୍ଞ ପୂର୍ବତନ ବିଧାୟକ ତଥା ସାଲିସ ବିହୀନ ବ୍ୟକ୍ତିତ୍ୱ ତ୍ରିଲୋଚନ କାନୁନଗୋଙ୍କ ଆଜି ଦେହାନ୍ତ ହୋଇଯାଇଛି | ତାଙ୍କୁ ୮୩ ବର୍ଷ…
କଥା ରଖିଲେ ବିଧାୟିକା ବର୍ଷା ସିଂ ବରିହା
ପ୍ରଥମ ଥର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବାକୁ ଯାଉଛି ସମ୍ବାଦିକ ଗୋଷ୍ଠୀ କେନ୍ଦ୍ର
ପଦ୍ମପୁର: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ରେ ଏକ ନୂତନ ସମ୍ବାଦିକ ଗୋଷ୍ଠୀକେନ୍ଦ୍ର ପାଇଁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…
କିଟ୍ରେ ଅନୁଷ୍ଠିତ ହେବ ସି-୨୦ ସମ୍ମିଳନୀ
ଭୁବନେଶ୍ୱର,୨୦ ।୪ : କିଟ୍ ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜି-୨୦ଢାଞ୍ଚା ଅନ୍ତର୍ଗତ ସିଭିଲ୍୨୦ (ସି-୨୦) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦେଶ ଓ ବିଦେଶରୁ ୪୦୦ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେବେ । ସି-୨୦ ହେଉଛି ଜି-୨୦ର ଅଫିସିଆଲ୍ ଏନ୍ଗେଜମେଣ୍ଟ ଗ୍ରୁପ ।…
ଏପ୍ରିଲ ୨୧ ରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଆନୁକୂଲ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ଲୋକସେବା ଦିବସ
ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଆସନ୍ତା କାଲି ଏପ୍ରିଲ ୨୧ ତାରିଖରେ ରାଜ୍ୟସ୍ତରୀୟ ଲୋକ ସେବା ଦିବସ-୨୦୨୩ (State Level Civil Services Day-2023) ପାଳନ କରାଯିବ । ଏହି ଅବସରରେ ଅପରାହ୍ନ ସାଢ଼େ ୪ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା…
ୟାଙ୍କର ୪୦ କୁ ତାଙ୍କର ଚାଳିଶ
୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି
ପ୍ରମୁଖ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ବିରୋଧୀ ଦଳ…
ଝାରସୁଗୁଡ଼ା ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ
ଝାରସୁଗୁଡ଼ା ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଦେବୀ ପ୍ରସାଦ…