Sign in
Sign in
Recover your password.
A password will be e-mailed to you.
ଏପ୍ରିଲ ୨୧ ରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଆନୁକୂଲ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ଲୋକସେବା ଦିବସ
ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଆସନ୍ତା କାଲି ଏପ୍ରିଲ ୨୧ ତାରିଖରେ ରାଜ୍ୟସ୍ତରୀୟ ଲୋକ ସେବା ଦିବସ-୨୦୨୩ (State Level Civil Services Day-2023) ପାଳନ କରାଯିବ । ଏହି ଅବସରରେ ଅପରାହ୍ନ ସାଢ଼େ ୪ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା…
ୟାଙ୍କର ୪୦ କୁ ତାଙ୍କର ଚାଳିଶ
୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି
ପ୍ରମୁଖ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ବିରୋଧୀ ଦଳ…
ଝାରସୁଗୁଡ଼ା ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ
ଝାରସୁଗୁଡ଼ା ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଦେବୀ ପ୍ରସାଦ…
ସମ୍ବଲପୁରୀ ଶାଢ଼ୀରେ ମାରାଥନ : ମଧୁସ୍ମିତା ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ
ସମ୍ବଲପୁରୀ ଶାଢୀରେ ମାରାଥନ : ବ୍ରିଟେନ ନିବାସୀ ମଧୁସ୍ମିତା ଜେନା ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶାରେ ମଧ୍ୟ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମଧୁସ୍ମିତା |
https://youtu.be/J5DJ1lxpuK8
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ସାଙ୍ଗକୁ ଜରୁରୀ ରକ୍ତ ପାଇଲେ ଗରିବ ଭାଗିରଥି
(ଓଡିଶା ମୋ ପରିବାର କୁ ଧନ୍ୟବାଦ ଦେଲେ)
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ଅଞ୍ଚଳର ଭାଗୀରଥୀ ହରିଜନ ନାମକ ଜଣେ ବ୍ୟକ୍ତି ଗତ ପାଞ୍ଚ ମାସ ତଳେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଆର୍ଥିକ ପରିସ୍ଥିତି ତାଙ୍କର ଶୋଚନୀୟ ଥିବାରୁ ସେ ହସ୍ପିଟାଲ ନଯାଇ ଦେଶୀ…
ବିଧାୟିକା ଙ୍କର ଉପସ୍ଥିତିରେ ରକ୍ତଦାନ କରି ବିବାହ ବାର୍ଷିକୀ ପାଳିଲେ ବ୍ଲକ ଅଧ୍ୟକ୍ଷା
ସକ୍ଷମ ବ୍ୟକ୍ତି ନିଶ୍ଚିତ ଭାବରେ ରକ୍ତଦାନ କରିବା ଆବଶ୍ୟକ :- ବର୍ଷା
ବରଗଡ :- ବିଜୁ ବାବୁ ଙ୍କର ତିରୋଧାନ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ଯୁବ ସମାଜରେ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଯୁବ ସମାଜ କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା ପାଇଁ ଦୀର୍ଘ ଏକ…
କଳିଙ୍ଗା ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପକ୍ଷରୁ ସଫେଇ କାର୍ଯ୍ୟ ଅନୁଷ୍ଠିତ
ଘୁ .ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଡାକ୍ତର ଆଶିଷ କୁମାର ପାଣିଗ୍ରାହୀ, ଡାକ୍ତର ଧର୍ମେଷ ଦଳେଇ, ପୂର୍ଣଚନ୍ଦ୍ର ମହା ପାତ୍ର, ବିଭୁ ପ୍ରସାଦ ବେହେରା ଏବଂ ବହୁ ଆଶା…
ଅଭିଭାବକ – ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନାଏବଂ ଉନ୍ନୟନ କମିଟି ବୈଠକ ତାରିଖ…
ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କୁ PTM କୁ ନ ଆଣିବା ପାଇଁ ଅନୁରୋଧ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅପ୍ରେଲ ୨୧ ତାରିଖରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯନ୍ତ ସମସ୍ତ ସରକାରୀ ଓ ବେସରକାରୀ…
ସୋୟମ୍ବା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ।
ସୁନ୍ଦରଗଡ଼ /କୋଇଡା (ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବାସି ଖାଦ୍ୟ ଖାଇ ବା ଡିହାଇଡ୍ରେସନ ହୋଇ ୩୨ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ କେ ବଲାଙ୍ଗ ସ୍ବାସ୍ଥ୍ୟ…
ବଡମ୍ବା ଚିନି କଳ ଉପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
https://youtu.be/IY8WClnSFJo
ଭୁବନେଶ୍ୱର (ଶାସକ ପ୍ରଶାସକ ): ବଡମ୍ବା ଚିନି କଳ ସଂପର୍କରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁୂଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଉକ୍ତ ବୈଠକରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ,…