ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୬:ବିକଶିତ ଭାରତ ସଙ୍କଳ୍ପ ସଂସ୍ଥାନ (VBSS) ପକ୍ଷରୁ ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ କୁମାର ପୂଜାରୀଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବା ଦିଗରେ ସାମୂହିକ ପ୍ରୟାସ, ଜନସହଭାଗିତା ଓ ଯୁବପିଢ଼ିର ସକ୍ରିୟ ଭୂମିକା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ RSSର ଏସ୍.ଏସ୍. ପ୍ରଚାରକ ଶ୍ରୀ ରବି କୁମାର ଅୟ୍ୟର, VBSSର ପ୍ରତିଷ୍ଠାତା ଡ. ମହେଶ ଶର୍ମା, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ଏକାମ୍ର-ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂହ, କଟକ ସଦରର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, ତେଲକୋଇର ବିଧାୟକ ଡ. ଫକୀର ମୋହନ ନାୟକ, ଛତିଶଗଡ଼ର ରାଜ୍ୟ ମନ୍ତ୍ରୀ ଶ୍ରୀ ଲୋକେଶ କେଭାଡିଆ, ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶ୍ରୀ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ, IIT ଭୁବନେଶ୍ୱରର ନିର୍ଦ୍ଦେଶକ ଡ. କର୍ମାକର, NALCOର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତପନ ଚାନ୍ଦ, VBSSର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ. ଚିଦାତ୍ମିକା ଖଟୁଆ ଏବଂ ଶିକ୍ଷାବିତ୍ ଡ. ସସ୍ମିତା ସାମନ୍ତପ୍ରମୁଖ ଯୋଗଦେଇଥିଲେ।
ଏହା ବ୍ୟତୀତଶ୍ରୀମତୀ କଳ୍ପନା ଦାସ, ପୂର୍ବତନ ରେଡ୍ କ୍ରସ୍ ସଚିବ ତଥା ଚାଇଲ୍ଡ ଆଣ୍ଡ୍ ଓମେନ୍ ଡେଭଲପମେଣ୍ଟ ସୋସାଇଟିର ଅଧ୍ୟକ୍ଷା; ଡ. ରଜନୀକାନ୍ତ ମିଶ୍ର, ସଭାପତି, BJMM; ଶ୍ରୀ ସନ୍ତୋଷ କୁମାର ସାହୁ, ମହାସଚିବ, BJMM; ଶ୍ରୀ ବନମାଳୀ ରଥ, ସଚିବ, BJMM; ଚନ୍ଦ୍ରଶେଖର ପତି, ରାଜ୍ୟ ସଚିବ, ମିଡିଆ ସେଲ୍, BJMM; ପ୍ରଣତି ସାରଙ୍ଗୀ, ସଭାପତି, ମହିଳା ସେଲ୍, BJMM; ରତିକାନ୍ତ ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ, BJMM; ଏବଂ କ୍ଷୀରୋଦ କୁମାର ଜେନା, ରାଜ୍ୟ ସଂଯୋଜକ, BJMM ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେଚନ୍ଦନ କୁମାର ସାହୁ, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ନିରୋଜ ମହାନ୍ତି, ଧର୍ମେନ୍ଦ୍ର ଗୁପ୍ତା ଏବଂ ସଞ୍ଜୀବ କୁମାର ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ୨୦୪୭ ସୁଦ୍ଧା ଏକବିକଶିତ, ଆତ୍ମନିର୍ଭର, ସମୃଦ୍ଧ ଓ ସଶକ୍ତ ଭାରତଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଏବଂ ସକ୍ରିୟ ଜନସହଭାଗିତାର ଆହ୍ୱାନ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post