Sign in
Sign in
Recover your password.
A password will be e-mailed to you.
ଓପିଏସ୍ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍: ଇରାସିସ୍ ଆଚାର୍ଯ୍ୟ
ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ପ୍ରକାଶିତ ଏଏସ୍ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ
ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର
ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି…
ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ମମ୍ରେ କର୍ମଶାଳା ଆୟୋଜିତ
ଭୁବନେଶ୍ୱର,୨୦/୫: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍ମାନେ ଯୋଗ…
କିମ୍ସରେ ଟ୍ରମା କେୟାର ଉପରେ କର୍ମଶାଳା
ଭୁବନେଶ୍ୱର୨୦ା୫: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍ସ)ରେ ଆଡ୍ଭାନ୍ସଡ୍ ଟ୍ରମା କେୟାର ଉପରେ ଦୁଇ ଦିନିଆ କର୍ମଶାଳା ଓ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବୃଦ୍ଧି ଓ ପରିଣାମରେ ସୁଧାର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ଏହି…
ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ରାଜ୍ୟ କାର୍ଯ୍ୟ ଯୋଜନାର ପ୍ରଭାବଶାଳୀ ରୂପାୟନ ସଂପର୍କରେ ବିଚାରବିମର୍ଶ
ଭୁବନେଶ୍ୱର:ଅବସ୍ଥିତି ଓ ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି । ଫଳରେ ଜନସାଧାରଣ ପ୍ରଭାବିତ ହେଉଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡିଶା…
ପରକୀୟା ପ୍ରିତି ଅଭିଯୋଗ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ !
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ଆଦର୍ଶଥାନା ଅଧିନସ୍ଥ ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମରେ ଜଣେ ଯୁବକଙ୍କୁ ଗୁରୁତର ଆକ୍ରମଣ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଧଝୋଲା ଗ୍ରାମ ଉପରସାହିର ଜିତେନ୍ଦ୍ର ଚଣ୍ଡଙ୍କ ମା' ଆଜକୁ ଏକବର୍ଷ ତଳେ ମୃତ୍ୟୁବରଣ…
ତାଳଚେର ଗୋପାଳପୁର ରେଳ ପ୍ରକଳ୍ପ ଓଡ଼ଗାଁ ମାଟି ଦେଇ ଯିବାକୁ ଦାବି
ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନୟାଗଡ଼ ଛୁଇଁ ବଲାଙ୍ଗୀର ଅଭିମୁଖେ ଆଗେଇ ଚାଲିଥିବା ବେଳେ ନୂଆଗାଁ ପର୍ଯ୍ୟନ୍ତ ରେଳ ଗଡିସାରିଛି । ଏପରି ସ୍ଥଳେ ଓଡ଼ଗାଁ ମାଟିକୁ ରେଳପଥ ଛୁଇଁ ନଥିବା ବେଳେ ତାଳଚେର ଗୋପାଳପୁର ପ୍ରସ୍ତାବିତ ରେଳ…
ଏମ୍ସ ଓଡ଼ିଶା ଚାପ୍ଟର ତରଫରୁ ସୋଆରେ ମ୍ୟାନେଜମେଂଟ ଶିକ୍ଷା ଉପରେ ସମ୍ମିଳନୀ
ଭୁବନେଶ୍ୱର,୨୦/୫: ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଂଟ ସ୍କୁଲ୍ସ (ଏମ୍ସ) ଓଡ଼ିଶା ଚାପ୍ଟର ଦ୍ୱାରା ଶନିବାର ଶିକ୍ଷା ଓ ଅନୁସନ୍ଧାନରେ ‘ଜାତୀୟ ଶିକ୍ଷାନୀତି-୨୦୨୦ର ମ୍ୟାନେଜମେଂଟ ଶିକ୍ଷା ଉପରେ ପ୍ରଭାବ’ ଶୀର୍ଷକ ଏକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର…
ଜଳସାଥୀଙ୍କ ସଶକ୍ତିକରଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
ରୋଜଗାର ସହ ସ୍ୱତନ୍ତ୍ର ପରିଚୟ ଓ ସମ୍ନାନ ପାଇଛୁ -ଜଳସାଥୀ
ରାଉରକେଲା(ବସନ୍ତ କୁମାର ଜେନା):- ଓଡ଼ିଶା ଜଳ ନିଗମ (ୱାଟକୋ)ର ରାଉରକେଲା ଡିଭିଜନ୍ ଅଧୀନରେ ଥିବା ୪୧ 'ଜଳସାଥୀ'ଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ରାଉରକେଲା ମହାନଗର ନିଗମର କାଉନସିଲ୍ ହଲ୍ ପରିସରରେ ଅନୁଷ୍ଠିତ…
ରାଜ୍ୟରେ ଆବଶ୍ୟକ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଶାସନ: ମନମୋହନ ସାମଲ
ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ବିଜେଡି ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ
କେନ୍ଦ୍ରରେ ୯ ବର୍ଷର ମୋଦି ସରକାରଙ୍କ ଉପଲବ୍ଧତାକୁ ନେଇ କାର୍ଯ୍ୟକାରିଣୀରେ ଆଲୋଚନା
ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ବିୟୋଗରେ କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ…