Sign in
Sign in
Recover your password.
A password will be e-mailed to you.
ସୋଆ ପକ୍ଷରୁ ବେଙ୍ଗାଲୁରୁରେ ଶିକ୍ଷାବିତ୍ ଓ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର, ୨୨/ ୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ‘ସୋଆ ପ୍ରକ୍ସିମା ୨୦୨୩’ରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୦୦ ଜଣ ମାନବ ସମ୍ବଳ ବିଶେଷଜ୍ଞ ସାମିଲ ହୋଇଥିଲେ ।
କ୍ୟାମ୍ପସ୍ରେ ନିଯୁକ୍ତି ପ୍ରଦାନ କରୁଥିବା ବୃତିଗତ ବ୍ୟକ୍ତିବିଶେଷ ଏହି…
ଛତିଶଗଡ଼ର ଅନାଥ ଯୁବକଙ୍କ ମୃତ ଶରୀରକୁ କାନ୍ଧ ଦେଲା ଓଡିଶା-ମୋ ପରିବାର
ଭୁବନେଶ୍ୱର: ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର। ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର…
ଜିଲ୍ଲାପାଳ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ: ସମୁଦାୟ 128 ଗୋଟି ମାମଲାର ଶୁଣାଣି
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ସମୁଦାୟ 128 ଗୀତି ଅଭିଯୋଗ ର ଶୁଣାଣି ହୋଇଥଲା । ପାଇକମାଲ ବ୍ଲକ ତଥା ଆଖପାଖ…
“ଫସଲ ବୀମା ବାବଦ ପ୍ରିମିୟମ ବହନ କରିବେ ରାଜ୍ୟ ସରକାର : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମବାୟ ବିଭାଗର ସମୀକ୍ଷା : ଅଗ୍ରଗତି ନେଇ ପ୍ରକାଶ କଲେ ସନ୍ତୋଷ
ତୃଣମୂଳ ସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ ଗୋଟି ନୂତନ ପାକ୍ସ ସଂଗଠିତ
କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ…
ଶପଥ ନେଲେ ତିନି ମନ୍ତ୍ରୀ
ଆଜି ପୁଣି ଥରେ ନବୀନ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିଛନ୍ତି ତିନି ମନ୍ତ୍ରୀ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଆଉ ସାରଦା ନାୟକ | ରାଜ୍ୟପାଳ ପ୍ର ଗଣେସି ଲାଲ ତିନି ମନ୍ତ୍ରୀକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ |
ମାଳିସାହିରେ ଭଞ୍ଜ ଜୟନ୍ତୀ ଉତ୍ସବ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଭାପତି…
ଯୋଗିପଡୁ ଗ୍ରାମରେ ବାଲ୍ ମୁକୁନ୍ଦ ଅନ୍ତର୍ଗତ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ସହିତ ଯୋଡ଼ିତ ହୋଇ ପ୍ରତି ରବିବାର ଭ୍ରାମ୍ୟମାଣ କରି ସେହି ଗ୍ରାମରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା…
ସ୍ଵର୍ଗତ ନିରଞ୍ଜନ ଦାଶଙ୍କ ଦଶାହ ତିଥି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା
ରାଉରକେଲା (ବସନ୍ତ କୁମାର ଜେନା) :- ଆଜି ତା ସନ୍ଧ୍ୟା ୭ ଘଟିକାରେ ଜଗନ୍ନାଥ ମନ୍ଦିର କୋଏଲ ନଗର ଠାରେ ମେକାନିକାଲ ସପ ଆରଏସପି ପରିବାର ତରଫରୁ ୧୯୭୮ମସିହାରେ ମେକାନିକାଲ ସପକୁ ନୂତନ ଭାବେ ସୃଷ୍ଟି କରିଥିବା ତତ୍ତକାଳୀନ ମ୍ୟାନେଜର ତଥା ପରେ ଇଡି ପ୍ରୋଜେକ୍ଟ ଆରଏସପି ଦାୟୀତ୍ଵ ପାଇଥିବା…
ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜିତେନ୍ଦ୍ର ଚମ୍ପିୟାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାରଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟ ରେ ଜଳଧର ପାତ୍ର,ଚତୁର୍ଥ ରେ…