Sign in
Sign in
Recover your password.
A password will be e-mailed to you.
ପିତୃମାତୃ ହୀନ ଶିଶୁଙ୍କ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ଼ ମହାମାରୀ ସିନା ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ , ମମତା , ଯତ୍ନ…
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ସମ୍ମିଳିତ ଭାବରେ ଉତ୍କଳ ହସ୍ପିଟାଲରେ କ୍ୟାଣ୍ଟିନ ସେବା ଆରମ୍ଭ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ମହିଳାମାନଙ୍କର ସଶକ୍ତିକରଣ, ସ୍ଥାନୀୟ ଜନସମୁଦାୟଙ୍କ ଉତ୍ଥାନ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଦୃଢ ପ୍ରତିବଦ୍ଧତା ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା…
ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ସମ୍ପର୍କିତ କର୍ମଶାଳା ଉଦଯାପିତ
ଦେଶର ୧୦ ସ୍ମାର୍ଟସିଟି ସାମିଲ ହୋଇ ଅନୁଭୂତି ବଖାଣିଥିଲେ
ରାଉରକେଲା,(ବସନ୍ତ କୁମାର ଜେନା) : ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା (Nurturing Neighborhood Challenge)ରେ ବିଜୟୀ ହୋଇଥିବା ଦେଶର ୧୦ଟି ସ୍ମାର୍ଟସିଟିର ଅଧିକାରୀମାନଙ୍କୁ ନେଇ ରାଉରକେଲାର ସ୍ଥାନୀୟ ହୋଟେଲରେ…
ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳରେ ଗଡିବ ୨୨ ସିଟ୍ ବିଶିଷ୍ଟ ୪ ବସ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳ ମାନଙ୍କରେ ୨୩ ସିଟ୍ ବିଶିଷ୍ଟ ୪ ବସ ଗଡିବା ପାଇଁ ସ୍ଥିର…
ମାଟ୍ରିକ ପରୀକ୍ଷା ରେଜଲ୍ଟ : 573 ମାର୍କ ରଖି ମାହାଙ୍ଗା ବ୍ଲକ ର ଟପର ହେଲେ ବର୍ଷା ପ୍ରିୟଦର୍ଶିନୀ ସେଠୀ
ଆଗାମୀ କାଲିର ଭବିଷ୍ୟତ ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) - ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l ଏହି ଅବସରରେ ମାହାଙ୍ଗା…
ମାଟ୍ରିକ ପରୀକ୍ଷା ରେଜଲ୍ଟ : 580 ମାର୍କ ରଖି ନିଶ୍ଚିନ୍ତକୋଇଲି ବ୍ଲକ ର ଟପର ହେଲେ ଓମ ପ୍ରକାଶ ପଣ୍ଡା :
ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା କୃତଜ୍ଞତା ଜଣାଇବା ସହିତ ଭବିଷ୍ୟତ ଉଜ୍ୱଳ ପାଇଁ କାମନା କରିଛନ୍ତି l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l…
ଫ୍ୟୁଚର ରେଡି ଭାରତ – ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର: ଆଜି ଇଲେଟ୍ସ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ "ଫ୍ୟୁଚର ରେଡି ଭାରତ - ଓଡ଼ିଶା ସଂସ୍କରଣ' ଅନୁଷ୍ଠିତ ହୋଇଯାଇଛିାଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ…
ଗ୍ରାମ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଶାସନ କୁ ଗୁହାରି କରି ନିରାଶ ହେଲେ। ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଗ୍ରାମବାସୀ ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି…
ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଡେ଼ଙ୍ଗୁ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ଜାତୀୟ ଡେ଼ଙ୍ଗୁ ଦିବସ ପାଳନ ହେଇଯାଇଛି। ବିଗତ ଦିନରେ ମୋହନା ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରି ଅନେକ ଜୀବନ ନେଇଥିଲା, ତେଣୁ ଏହି ଡେଙ୍ଗୁ ରୋଗକୁ ଦୂର କରିବା ସହ…
ଅସହାୟ ୫ଟି ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ୍ ର ଅନ୍ତରବା ଏବଂ ଆଲିଗଣ୍ଡା ଗ୍ରାମରେ ପିତାଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବାସ କରୁଥିବା ୫ ଜଣ ଶିଶୁଙ୍କୁ ଉଦ୍ଦାର କଲା ଗଜପତି ଜିଲ୍ଲା ପ୍ରଶାସନ। ସୂଚନା ପ୍ରକାରେ ଆଲିଗଣ୍ଡା ଗ୍ରାମର ଜୀବନ ମଲ୍ଲିକଙ୍କ ଆକସ୍ମିକ ମୃତ୍ୟୁ ପରେ…