ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାରଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟ ରେ ଜଳଧର ପାତ୍ର,ଚତୁର୍ଥ ରେ…

ଜିଲ୍ଲା ମିଳିତ ଆମଲା ମଞ୍ଚର ଚେତାବନୀ,୧ରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ନୟାଗଡ଼ ଜିଲ୍ଲା ମିଳିତ ମଞ୍ଚ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା…

ବଢୁଛି ପ୍ରତାପଙ୍କ ବଳ:: ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ରାହାଣିଆ ସରପଞ୍ଚ

https://youtu.be/Q8v3zcIcioc (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ସୂତ୍ରଧର ବିଧାୟକ ପ୍ରତାପ ଜେନା ଙ୍କ ନୀତି, ଆଦର୍ଶ କାର୍ଯ୍ୟ ଶୈଳୀ ରେ ଅନୁପ୍ରାଣିତ ହୋଇ ମାହାଙ୍ଗା…

ବାଘୁଆ ଛକ ନିକଟ ଯୁଆଆଡା ଚଢ଼ାଉ, ୨ ଅଟକ

ଓଡ଼ଗାଁ,୨୧।୦୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପୋଲିସ ରବିବାର ସନ୍ଧ୍ୟାରେ ୭ ସମୟରେ ରୋହିବାଙ୍କ ପଞ୍ଚାୟତ ବାଘୁଆଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ପେଟ୍ରୋଲ ଟାଙ୍କି ପଛପାଖ କାଜୁ ଜଙ୍ଗଲ ମଧ୍ୟରେ ଓଡ଼ଗାଁ ଥାନା ସବଇନ୍ସପେକ୍ଟର ସ୍ବାଗତ ଦାସଙ୍କ ନେତୃତ୍ୱରେ ଚଢ଼ାଉ…

“୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ”

ଓଡ଼ଗାଁ ବ୍ଳକ ଗିରିଡିପଲ୍ଲୀରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଓଡ଼ଗାଁ, ୨୧।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ୫ମ ପାଳି ମୁଖ୍ୟମନ୍ତ୍ରୀ ପଦବୀର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆସନ୍ତା କାଲି ବନ୍ଦେ ଭାରତ ବାତିଲ

ଭୁବନେଶ୍ୱର : ଆସନ୍ତା କାଲି ମେ ୨୨ରେ ହାୱଡା -ପୁରୀ-ହାୱଡା (22895/22896 ) ବନ୍ଦେ ଭାରତ ଟ୍ରେନ ବାତିଲ କରିଛନ୍ତି ରେଳବାଇ କର୍ତୃପକ୍ଷ | ଦୁର୍ଘଟଣା କାରଣରୁ ସଂଯୋଗ କରି ବନ୍ଦେ ଭାରତ ଟ୍ରେନ ବିଳମ୍ବରେ ପହଂଚିବାକୁ ଥିବାରୁ ସମୟ ଆଡ଼ଜଷ୍ଟ କରିବା ପାଇଁ ରେଳବାଇ ଏପରି ନିଷ୍ପତ୍ତି ନିଆଯାଇଥିବା…

ନିମ୍ନ ମାନର କାର୍ଯ୍ୟ ଅଭିଯୋଗ, ଚୁପ୍ କାହିଁକି ଅଧିକାରୀ।

ବାସୁଦେବପୁର - ବାସୁଦେବପୁର ବ୍ଲକ ରେ ଅନେକ ସ୍ଥାନ ରେ ଚାଲିଛି ସରକାରୀ ଅର୍ଥ ରେ ବିଭିନ୍ନ ନିର୍ମାଣକାର୍ଯ୍ୟ। ଜନ ସାଧାରଣ ଙ୍କ ଅର୍ଥ ରେ ହେଉଥିବା କାର୍ଯ୍ୟ କେତେ ଯେ ନିମ୍ନ ମାନର ସେକଥା କହିଲେ ରାତି ପାହିଯିବ ସିନା ହେଲେ କଥା ସରିବନି । ରାଜ୍ୟ ସରକାରଙ୍କ ର ବିଭିନ୍ନ ଅଧିକାରୀ ଙ୍କ…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ସମ୍ଭନ୍ଧୀୟ ନୂତନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତିା ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛିା ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ…

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ…

ଓକାକ୍ ଡାଟା ସେଣ୍ଟର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତିା ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ…