Sign in
Sign in
Recover your password.
A password will be e-mailed to you.
ପାଇକମାଲ ରେ ବିଜେଡି ର ମିଶ୍ରଣ ପର୍ବ
ବିଜେପି ଦଳ ଛାଡିଲେ ୧୫ ସକ୍ରିୟ କର୍ମୀଙ୍କ ସମେତ ପୂର୍ବତନ ସରପଞ୍ଚ
ପଦ୍ମପୁର :- ପାଇକମାଲ ସାଲେପାଲି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଅନୁଷ୍ଠିତ ମିଶ୍ରଣ ପର୍ବ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଙ୍କ ଉପସ୍ଥିତିରେ ବିଜେପି ର ୧୫ ଜଣ ଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚ, ଲୋକନାଥ…
5T ରୁ ଗୋଟେ T କୁଆଡେ ଗାଏବ !!!
କାମ କରିବା ପାଇଁ "ଟାଇମ ବାଉଣ୍ଡ", ବିଲ ଦେଲା ବେଳକୁ "ଟାଇମ ବାଉଣ୍ଡ" ଯାଉଛି ଚୁଲୀକୁ
5T ଅଧିନସ୍ଥ ମୋ ସ୍କୁଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦୁଇବର୍ଷ ପରେ ବି ପାସ୍ ହେଉନି ବିଲ୍
ମଜୁରୀ ନମିଳିବାରୁ ଅସନ୍ତୋଷ ଶ୍ରମିକଙ୍କୁ ନେଇ ଚିନ୍ତାରେ ଠିକାଦାର
ଢ଼େଙ୍କାନାଳ…
ମିଶନ ଇନ୍ଦ୍ରଧନୁସର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ:ଜନ୍ମର ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟିକାକରଣ
ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କ ଅଧ୍ୟକ୍ଷତାରେ ଟିକାକରଣ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁସ’ର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…
ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ…
“ଆର୍କଟିକର ବରଫ ସମୁଦ୍ର ଲୁପ୍ତପ୍ରାୟ ହୋଇଗଲାଣି ଏବଂ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲୋପ…
ମୋ କଲେଜ ଓ ଓସାର ମିଳିତ ସହଯୋଗରେ ଆୟୋଜିତ ଅନଲାଇନ ୱେବିନାର
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରେଇଲେ ଆନ୍ତର୍ଜାତିକ ବିଶେଷଜ୍ଞ
ଭୁବନେଶ୍ୱର::ମୋ କଲେଜ ଅଭିଯାନ ଏବଂ ଦି ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା)ର ମିଳିତ ସହଯୋଗରେ, ଧଉଳି ୱେବିନାର ସିରିଜ ଅନ୍ତର୍ଗତ ବିଶ୍ୱ…
ବିରଳ ତାଳପତ୍ର ପୋଥିରେ ଗଛିତ ଥିବା ତନରଡା “ରଘୁନାଥ” ମନ୍ଦିର ର ରୁପାନ୍ତରଣ ଦାବି।
ଭଞ୍ଜନଗର/ଉଦୟନାଥ ପଣ୍ଡା : ଗଞ୍ଜାମ ଜିଲ୍ଲା ଵେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଗ୍ରାମରେ ଥିବା, ବହୁ ପୁରାତନ ଶ୍ରୀଶ୍ରୀଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର କୁ ଓଡ଼ିଶା ସରକାର ରୁପାନ୍ତରଣ ତାଲିକା ରେ ସାମିଲ୍ କରିବା ପାଇଁ ମନ୍ଦିର କମିଟି ଆବାହକ, ପ୍ରାଧ୍ୟାପକ ଶ୍ରୀ ରାମହରି ପାତ୍ର ଓ…
ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ
କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ
ଭୁବନେଶ୍ୱର, ୧୯ ।୮: କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା…
ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା
ବଲାଙ୍ଗିର ୧୯/୮: ବଙ୍ଗୋମୁଣ୍ଡା ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋସ୍ଛାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନା ରୁ ଏସିଡ ଆକ୍ରମଣରେ ଆଘାତପ୍ରାପ୍ତ…
ଜିଲ୍ଲା ପ୍ରଶାସନ ,ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର
• ୪କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତି ମୂଳକ କାର୍ଯ୍ୟ
• ମିନିଷ୍ଟାଡିୟମ,କଲ୍ୟାଣ ମଣ୍ଡପ ପାଇଁ ଏମସିଏଲ ଦେବ ଏକ କୋଟି ଟଙ୍କା
ବଲାଙ୍ଗିର/ସନ୍ତୋଷ ଠାକୁର : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ…
୨୦୧୮ ମସିହା ତିନି ଛକିଆ ଜିତୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ
ଗଂଜାମ ଜିଲ୍ଲା ପ୍ରତିନିଧି/ ନିଲୁ ବିଷୋୟୀ : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ଏକ ହତ୍ୟା ମାମଲାରେ ହୋଇ ଥିବା ସ୍ଵତନ୍ତ୍ର ଜିଆର କେସ୍ ନମ୍ବର ୨୬/୨୦୧୮ ମାମଲାର ବିଚାରଣ କରି ମୁଖ୍ୟ ଅଭିଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…