Sign in
Sign in
Recover your password.
A password will be e-mailed to you.
ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବଗାନ୍ଧୀଙ୍କ ଜୟନ୍ତୀ
ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ…
ଟ୍ରକ ତଳେ ଚାପି ହୋଇ ଅବସର ପ୍ରାପ୍ତ ଯବାନଙ୍କ ମୃତ୍ୟୁ
ଜମନକିରା,୨୦/୮: ( ଲିପନ ନାଏକ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା ଦେଇ ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଏବଂ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଥିଲେ। ଜମନକିରା…
ପ୍ରେମ ଚାନ୍ଦ ପଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନବରଙ୍ଗପୁର /ଅଶୋକ ସାହୁ:ଆଜି ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ସ୍ବର୍ଗତ ପ୍ରେମଚାନ୍ଦ ପଟନାୟକ ଙ୍କ ସ୍ମୃତି ଉଦଶ୍ୟରେ ଏକ ସ୍ମୃତି ଚାରଣ ସଭା ଆୟୋଜନ ହୋଇଯାଇଅଛି l ଉତ୍କଳ ପରିଷଦ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କ ପୌରାହିତ୍ୟରେ ଆୟୋଜିତ ଶୋକ ସଭା…
୪ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ, ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ
ଜମନକିରା,୨୦/୮ :( ଲିପନ ନାଏକ) : ଜମନକିରା ବିଦ୍ୟୁତ ସେକ୍ସନ ଅଞ୍ଚଳରେ ଗତ ୪ଦିନ ହେବ, ବିନା ଘୋଷଣାରେ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଉଛି। ଯଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ତେବେ ଆସନ୍ତା କାଲି ଠାରୁ ଯଦି ଏଭଳି ସମସ୍ୟା ବିଭାଗ ପକ୍ଷରୁ…
‘ସର୍ବଭାରତୀୟ ବୃକ୍ଷ ଚାରା ରୋପଣ ଅଭିଯାନ’ ଅଧୀନରେ ଶ୍ରୀ ଶାହ ୪କୋଟିତମ ଚାରା ରୋପଣ କଲେ
ଚଳିତ ବର୍ଷ ଶେଷସୁଦ୍ଧା ୫ କୋଟି ଚାରା ରୋପଣ ଲକ୍ଷ୍ୟ ହାସଲ ହେବ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ଗ୍ରେଟର ନଏଡାସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ)ର ଗ୍ରୁପ୍ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ…
ବିଚାକୁଣ୍ଡି ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ପଦକ୍ଷେପ ଦ୍ୱାରା 400 ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବି
ପିଇବା ପାଣି, ଶୌଚାଳୟ, ନେତୃତ୍ବ ଶିବିର ଏବଂ ପ୍ରଶିକ୍ଷଣ ଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପ୍ରାୟ 1200 ଲୋକ ଉପକୃତ
ଯୋଡା, ୨୦.୦୮.୨୦୨୩ (ପାର୍ଥ ସାରଥୀ ଷଡ଼ଙ୍ଗୀ): ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଚାକୁଣ୍ଡି (ୱାର୍ଡ ନଂ 14)…
ବିଷ ପିଇ ବିବାହିତା ମହିଳାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ପରେ ସ୍ବାମୀ ଅଟକ
ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ),୨୦/୮: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗ୍ରାମରେ ସ୍ୱାମୀ ସ୍ତ୍ରୀ କଳହରୁ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତକ ଜଣକ ୨୫ ବର୍ଷୀୟ ରିଙ୍କି ବେହେରା । ସୂଚନା ମୁତାବକ, ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର…
ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ) :- ଗଂଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଶନିବାର ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ…
ପଦ୍ମପୁର ବିଜେଡି କାର୍ଯ୍ୟାଳୟ ରେ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l
ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ଜୋନ୍ ପ୍ରଭାରୀ ନବ କିଶୋର ସାହୁ, ସୂର୍ଯ୍ୟ ପ୍ରସାଦ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା କିପରି ସମସ୍ତ…
ରାୟଗଡାରେ ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ବେଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ - ୨୦୨୩ ଆଜି ଉଦଯାପନୀ ହୋଇଯାଇଛି | ଏହି ଉଦଯାପନୀ…