Sign in
Sign in
Recover your password.
A password will be e-mailed to you.
ହର୍ଷ ଉଲ୍ଲାସର ସହିତ ସମାପ୍ତ ହେଲା ତୃତୀୟ ଆର ଆଇ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣାମେଂଟ
ସମ୍ବଲପୁର କୁ ହରାଇ ଭୁବନେଶ୍ୱର ବିଜୟୀ
ବରଗଡ :- କେବଳ ଭାରତ ନୁହେଁ ସାରା ବିଶ୍ୱର ଖେଳ ପ୍ରେମୀ ଙ୍କୁ ବର୍ତ୍ତମାନ ଆଇ ପି ଏଲ ର ନିଶା ଘାରିଛି । ଠିକ ଆଇ ପି ଏଲ ଢାଞ୍ଚାରେ ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଗତ ତିନିଦିନ ଧରି ଅୟୋଜିତ ହୋଇ ଆସୁଛି ମର୍ଯାଦା ସଂପନ୍ନ ଆର ଆଇ ଫ୍ଲଡ଼ ଲାଇଟ କ୍ରିକେଟ…
ଉତ୍କଳ ଆଲୁମିନା ପକ୍ଷରୁ ସଫଳତାର ସହ “ଅନସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍’ ଆୟୋଜନ ସହ ସୁରକ୍ଷା ପ୍ରତି ପ୍ରତିବଦ୍ଧତା…
କାଶୀପୁରରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ଏହାର ଦୋରାଗୁଡ଼ା କାରଖାନାରେ ଏକ ବ୍ୟାପକ ଅନସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜନ ସହିତ ସୁରକ୍ଷା…
୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ
ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା
ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ
କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମ ‘ମହିମା ସେତୁ’
ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ଶ୍ରୀ…
ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି
ଭୁବନେଶ୍ୱର, ୨୯ ମେ : ରକ୍ତ କର୍କଟ ସମସ୍ୟା ଏକ ଜଟିଳ ବ୍ୟାଧି । ଭାରତରେ ବର୍ଷକୁ ୧ ଲକ୍ଷ ଲୋକ ରକ୍ତ କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି । ତେବେ ଉପଯୁକ୍ତ ଚିକିତ୍ସା ଏବଂ ଦୃଢ଼ମନୋବଳ ଦ୍ୱାରା ଏହି ରୋଗକୁ ପରାସ୍ତ କରିହେବ ବୋଲି ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।…
ସୋଆକୁ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ
ଭୁବନେଶ୍ୱର, ୨୯ ମେ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସମ୍ମାନ…
5T ବିଦ୍ୟାଳୟ ଗସ୍ତ କରି କାର୍ଯ୍ୟ ର ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା
କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ନିର୍ଦେଶ l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 5T ଯୋଜନାରେ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଗ୍ରାମ ପଞ୍ଚାୟତର କ୍ଷେତ୍ରମୋହନ ବିଦ୍ୟାପୀଠକୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଅନଘା ଗ୍ରାମ ପଞ୍ଚାୟତର ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…
ଖାଲି ଟ୍ରେନ ଯୋଗୁଁ ପାସେଞ୍ଜର ଟ୍ରେନ ଛାଡିବାରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗର କ୍ରମାଗତ ଅବହେଳା ତଥା ବୈମାତୃକ ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଯେଉଁ ଆଶା ଭରସା କରି ଜିଲ୍ଲାବାସୀ ରେଳ ସେବାକୁ ଚାହିଁ ବସିଥିଲେ ତାହା ଏବେ ପାଣି ଫୋଟକା ପରି ମିଳେଇ ଯିବାରେ ଲାଗିଛି। ଆଜି ଅପରାହ୍ନରେ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗ ଦ୍ୱାରାଦେଶ ଅଭିଯାନ ଶେଷ,ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ସପ୍ତାହବ୍ୟାପୀ ଦ୍ବାରଦେଶ ଅଭିଯାନ ଆଜି ଶେଷ ହୋଇଛି।ଏହି ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିଥିଲା । ଏହି…
ଭଙ୍ଗା ଘରେ ଅନ୍ଧାରରେ ବିତୁଛି ଦୁଇ ନିଃସନ୍ତାନ ବୃଦ୍ଧ ଦମ୍ପତିଙ୍କ ଜୀବନ
ପ୍ରଶାସନ ଓ ହିତାଧିକାରୀଙ୍କ ମଧ୍ୟରେ ବାଧକ ସାଜିଛନ୍ତି କୁଜି ନେତା
ଅସହାୟଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାରୁ ସାମ୍ବାଦିକଙ୍କ ଉପରେ ଆକ୍ରୋଶ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :,ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମ ରେ ଦେଖିବାକୁ ମିଳିଛି…