ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି

ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି…

ଓଡ଼ିଶା ଭାରତର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଉଭା ହୋଇଛି

• କ୍ରମାଗତ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ସହ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡ଼ିୟମମାନ ଓଡ଼ିଶାକୁ ହକିର ବିଶ୍ୱ ସ୍ତରୀୟ ହବରେ ପରିଣତ କରିଛି • ଏକମାତ୍ର ରାଜ୍ୟ ଭାବେ କ୍ରୀଡ଼ା ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ • ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ ସମେତ ସାରା ରାଜ୍ୟରେ 2500…

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶିର ପରିମାଣ ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ…

ନଈ କୂଳେ ପଡିଛି ଅଜଣା ଝିଅ ର ଶବ !

ନରସିଂ ବାଘ /ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଆଜି ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁବେଲା ନଦୀ କୂଳରେ ଆନୁମାନିକ ବୟସ ୨୧ ବର୍ଷର ଜଣେ ଝିଅର ଶବ ଉଦ୍ଧାର ହୋଇଛି | ଝିଅଟିର ପରିଚୟ ମିଳି ପାରି ନାହିଁ ବୋଲି ଉଲେଖ କରିଛନ୍ତି |ଥାନା ଅଧିକାରୀ ତଦନ୍ତ କରିବାରୁ ଝିଅ ଆଖପାଖର ନାହିଁ ବୋଲି…

ଜନସାଧାରଣଙ୍କୁ ଫାଇଦା ପହଞ୍ଚାଉଛି ହିଣ୍ଡାଲକୋର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ଓଡ଼ିଶାର ସମ୍ବଲପୁରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଉତ୍ତମ ଏବଂ ଅର୍ଥପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବାକୁ ବିବିଧ ସ୍ୱାସ୍ଥ୍ୟସେବା ପ୍ରୟାସ ହାତକୁ ନିଆଯାଇଛି । ଗତବର୍ଷ ହୀରାକୁଦର ୫ଟି ୱାର୍ଡରୁ ପ୍ରାୟ ୧୪,୦୦୦ ଲୋକ…

ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଅଦ୍ଭୁତ ଶିଶୁ ଜନ୍ମ

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଂଚାୟତ ଗୋନା ଗ୍ରାମର ତୁଳାବତୀ ନେତାମ (20)ସ୍ୱାମୀ ଦୁମିନ ନେତାମ ପ୍ରଥମ ଗର୍ଭବତୀ ଅବସ୍ଥାରେ ଯନ୍ତ୍ରଣା ଅନୁଭବ କରିବାରୁ ସନ୍ଧ୍ୟା 4ଘଣ୍ଟା 30ମିନିଟ ସମୟରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆସିଥିଲେ | ସେଠାରେ ଶିଶୁ ଓ…

ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ବିରୋଧରେ କଂଗ୍ରେସ ପକ୍ଷରୁ ଏତଲା

ଭୁବନେଶ୍ୱର ତା. ୩୦/୦୫/ ରିଖ : ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ…

୯ ବର୍ଷର ନୀତିହୀନ ମୋଦୀ ସରକାର : ଶରତ ପଟ୍ଟନାୟକ

ଭୁବନେଶ୍ୱର: "୯ବର୍ଷର ମୋଦୀ ଶାସନର ଗୁଣଗାନ ଚାଲିଛି । ମାତ୍ର ଏହି ୯ ବର୍ଷରେ ଦେଶର ସାଧାରଣ ଜନତା ତଳିତଳାନ୍ତ ହୋଇପଡ଼ିଛନ୍ତି । “ମୋଦୀ ମାର୍କା ବିକାଶ”ଟି କ’ଣ ତାହା ଭାରତର ଜନସାଧାରଣ ଆଜି ଅନୁଭବ କଲେଣି । ମହଙ୍ଗା ମାଡ଼ରେ ଦେଶର ଜନତା ଆଜି ହନ୍ତସନ୍ତ । ଖାଇବା ତେଲ, ଅଟା ଓ ଡାଲି ପ୍ରଭୃତି…

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

 ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭାଗ ଅଧିନ ୧୭୩୫ଟି ବିଦ୍ୟାଳୟରେ ଅଧ୍ୟୟନରତ  ବାର୍ଷିକ ୫ ଲକ୍ଷ ଏସଟି ଏବଂ ଏସସି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ୫୫୦ କୋଟି ଟଙ୍କାର ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି  ୯ଟି ଜିଲ୍ଲାରେ ୪୭୩୧ ଆଦିବାସୀ ପବିତ୍ର ଉପବନର…

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ କାର୍ଯବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ କୁ ବୃଦ୍ଧି ପାଇବ  ସୁନ୍ଦରଗଡ ଓ ଜୟପୁରରେ ସ୍ଥାପନ ହେବ ଡାଟା ସେଣ୍ଟର  ପୁରୀରେ ହେବ କେବୁଲ ଲାଣ୍ଡିଙ୍ଗ ଷ୍ଟେସନ୍ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସଫଳ ଚାରି ବର୍ଷର ଶେଷ ସପ୍ତାହର ପୂର୍ତ୍ତି ଅବସରରେ…