ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଚିକିତ୍ସା କ୍ଷେତ୍ରରେ ପ୍ରଭାବ ପକାଉଛି

ଭୁବନେଶ୍ୱର, ୨୭ ମେ : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି…

୪୮୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କଲେ ନୟାଗଡ଼ ବିଧାୟକ

ପ୍ରଶାସକ, ଡାକ୍ତର, ଇଂଜିନିୟର, ଶିକ୍ଷକ ହେବାକୁ ହଁ, ନେତା ହେବାକୁ ନାଁ ! ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ନିକଟସ୍ଥ କଲ୍ୟାଣୀ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ଓଡ଼ଗାଁ ଏନ୍ଏସି ଓ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩ ଉତ୍ସବରେ ଯୋଗଦେଇ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ…

ଓଡ଼ିିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

 କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ  ପ୍ରବାସୀ ଓଡ଼ିଆଙ୍କ ନିମିତ୍ତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ  ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ସ୍ମାରକୀ ଓ…

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଆର୍ଥିକ ସହାୟତା ଯୋଗାଇଦେଲେ ବିଧାୟିକା ବର୍ଷା ସିଂ ବରିହା

ବରଗଡ଼ :- କିଛିମାସ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ,ପାଇକମାଲ ବ୍ଲକ ମାଣ୍ଡୋସିଲି ଗ୍ରାମର ନିପୁ କୁମ୍ଭାର ନାମକ ଜଣେ ଯୁବକ ଦୁର୍ଘଟଣା ର ଶିକାର ହୋଇ ଗଭୀର ଭାବରେ ଆହତ ହୋଇଥିଲେ । ଚିକିତ୍ସା ପରେ ଭଲ ହୋଇ ଘରକୁ ଫେରିବା ପରେ ସେ ନିଜର କାମ କରିବା ପାଇଁ ସକ୍ଷମ ହୋଇ ପାରୁନଥିଲେ । ଯାହା…

ମିଲେଟ ପୁନରୁଦ୍ଧାରର କାରଣ : ଚାଷୀଙ୍କ ଉନ୍ନତି ଓ କୃଷିର ସ୍ଥାୟିତ୍ୱ

ପୁଷ୍ଟିକର ଶସ୍ୟର ପ୍ରତିପୋଷଣ, ଚାଷୀଙ୍କ ସଶକ୍ତିକରଣ ଏବଂ ବିଶ୍ୱ ଖାଦ୍ୟ ବିବିଧତାର ସମୃଦ୍ଧିକରଣ ଭୁବନେଶ୍ୱର : ମିଲେଟ ହେଉଛି କାଙ୍ଗୁ, ଖିରା ଭଳି ବିଭିନ୍ନ କ୍ଷୁଦ୍ର ଡାଲି ଜାତୀୟ ଶସ୍ୟ ସମୁହ ଯାହାକି ଶୁଷ୍କ ପରିବେଶରେ ଅତି ଉନ୍ନତ ଭାବରେ ବଢିବାରେ ସକ୍ଷମ । ଏକ ଉତ୍ତମ ଶସ୍ୟ ଭାବରେ ମିଲେଟ…

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

ଭୁବନେଶ୍ବର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟର ଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମିଶନ ଶକ୍ତି ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

ମହିଳା ସଶକ୍ତିକରଣ ଦିଗରେ ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିଛି: ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍  ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣ ରାଶି ୧୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ  ଏସ୍ଏଚ୍ଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ସର୍ବନିମ୍ନ…

କ୍ୟାପିଟାଲ ହସ୍ପିଟାଲରେ ଥିବା ‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନ କଲେ ‘ଆହାର’ ରାଜ୍ୟ…

'ଆହାର' କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ବାଧ୍ୟତାମୂଳକ ପରବର୍ତ୍ତୀ ମାସ ୭ ତାରିଖ ସୁଦ୍ଧା ଡବ୍ଲୁଏସଏଚଜିକୁ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ରାଜ୍ୟ ନୋଡାଲ ଅଧିକାରୀ 'ଆହାର' ସାରଦା…

ସହରାଞ୍ଚଳ ରୂପାନ୍ତରଣ କର୍ମଶାଳା

ଭୁବନେଶ୍ୱର, ୨୬/୫: ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବାଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ,…

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସ୍କିଲ୍-ଇନ୍-ଓଡିଶା" ଆଜି ବିଶ୍ୱ ବ୍ରାଣ୍ଡ ଭାବେ ପରିଚିତ - ମନ୍ତ୍ରୀ ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ ଓଡିଶାର ୬ ଗୋଟି ସ୍ଥାନିତ |…