ଜିଲ୍ଲାପାଳ ଦିଲ୍ଲୀରେ ଗ୍ରହଣ କଲେ ସ୍କଚ୍ ଆୱାର୍ଡ଼

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଜି ( ରବିବାର ) ଉନୂଆଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ ସ୍କଚ୍ ଆୱାର୍ଡ଼ ଦ୍ବାରା ସମ୍ମାନିତ ହୋଇଛି। ଯାହାଦ୍ବାରା କି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଇଁ ଏହି ଆୱାର୍ଡ କୁ ସ୍କଚ୍ ଗ୍ରୁପ୍ ର…

କୃପାଳୁ ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିମାସର ଶେଷ ରବିବାର ଦିନ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ''କୃପାଳୁ ଶିଶୁ ସାହିତ୍ୟ ଆସର'' ଭଣ୍ଡାରି ସାହି ଗୋଷ୍ଠୀ ହଲ୍ ଠାରେ ''ଆମ ଭାଷାର ପରିଚୟ'' ବିଷୟକୁ ନେଇ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଉପନିର୍ବାଚନ ରେ କଥା ଦେଇଥିଲୁ , ଏବେ କାମ ଆରମ୍ଭ କରୁଛୁ :- ବିଧାୟିକା ବର୍ଷା ସିଂ ବରିହା

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଖାଲି ପଡିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଗତ ଡିସେମ୍ବର ମାସରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ମୈଦାନ ରେ…

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ I

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି I ଭୁବନେଶ୍ୱର ରେଳବାଇ…

ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ ବାତିଲ

ଭୁବନେଶ୍ୱର: କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ (ବ୍ରିଜ ରିବିଲଡିଙ୍ଗ) କାର୍ଯ୍ୟ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ତା 29.05.2023 ରିଖ (ସୋମବାର) ଦିନ ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ (08407/08408 ଏବଂ 08445/08446) କୁ ବାତିଲ କରାଯାଇ ଅଛି l

ନୟାଗଡ଼ରେ ମେଧା ସମ୍ମାନ, ୧୧ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ…

ନୟାଗଡ଼ ଜିଲ୍ଲା ଅମଲା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,ଦାବି ପୁରଣ ନହେଲେ ୧ରୁ ସମୁହ ଛୁଟି

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ କୃଷି ବିଭାଗ ସଭାଗୃହ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାର ସେମାନଙ୍କ ଦାବି ପୁରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିବେ ବୋଲି ପ୍ରକାଶ କରିଛନ୍ତି । ନୟାଗଡ଼ ଜିଲ୍ଲା ଅମଲା ସଂଘର ଆବାହକ ଶ୍ରୀଧର…

ମାଟ୍ରିକ ଜିଲ୍ଲା ଟପର ଏବଂ ଓଇଏସ ପ୍ରତିଭୂଙ୍କୁ ଜିଲ୍ଲାପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଆଜି ସୃଜନୀ ସଭା ଗୃହରେ ମାଟ୍ରିକ ଟପ୍ପର ଓ ଓଇଏସ ପାଇଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ଓଇଏସ ପାଇଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,…

ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ସପ୍ତମ ଦିନରେ

ନବରଙ୍ଗପୁର: ଅଶୋକ ସାହୁ: ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ ପହଞ୍ଚିଛି l ଯଦି ମଇ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଅମଲା ମାନଙ୍କ ଦାବି ପୂରଣ…

ଶ୍ରୀମଦ୍ ଭାଗବତରେ ଭାରତୀୟ ଦର୍ଶନର ସାରମର୍ମ ନିହିତ।

ଗୋପବନ୍ଧୁ ପାଠାଗାରରେ 'ଅନ୍ତିମ ଜୀବନର ଆତ୍ମ ଚିନ୍ତନ ଓ ଶ୍ରୀମଦ୍ ଭାଗବତ' ଆଲୋଚନା ଚକ୍ର। ରାଉରକେଲା(ବସନ୍ତ କୁମାର ଜେନା):- ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ରୋଟାରୀ କ୍ଳବ୍ ରିଭରସାଇଡ୍ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ…