Sign in
Sign in
Recover your password.
A password will be e-mailed to you.
ପ୍ରମୋସନ ପାଇଁ କ୍ୟାଡର ରୁଲ ପରିବର୍ତ୍ତନ କଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବି.ଏଡ୍ ଶିକ୍ଷକ ସଂଘ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ…
ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଆର.ଆଇ : ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ଉପର ମହଲାରେ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନିଶ୍ଚିତକୋଇଲି ତହସିଲ ଅଧୀନରେ ଥିବା ତରତ ସେକ୍ସନରେ ଆର ଆଇ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଦାସ ତହସିଲ ଅଫିସ ଉପର ମହଲାରେ…
ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି
ଭୁବନେଶ୍ୱର, ୩୦/୦୫: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ…
ଇ-ନାମ ପ୍ଲାଟଫର୍ମରେ ଓଡିଶା କୃଷିବ୍ୟବସାୟର ସଫଳ ଯାତ୍ରା
ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇ କୃଷି ବଜାରରେ ୧୦୦% ଅନନ୍ୟ ସଫଳତା ହାସଲ କରିଛି ।
ଭୁବନେଶ୍ୱର: ଦେଶର ଏକାଧିକ ସ୍ତରରେ ସଂଖ୍ୟାଧିକ ସଂସ୍ଥା ଦ୍ୱାରା ସକରାତ୍ମକ ହସ୍ତକ୍ଷେପ ହେତୁ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦନରେ କ୍ରମାଗତ ଉନ୍ନତି ଉଭୟ ଖାଦ୍ୟ ଏବଂ…
ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ଅଭିନବ ପଦକ୍ଷେପର ହୋଇଛି ସଫଳ ରୂପାୟନ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯବଳୀ ସମୀକ୍ଷା
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯବଳୀ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ…
ଓଡ଼ିଆ ଉପନ୍ୟାସ ‘ଅଭିପ୍ରେତ କାଳ’ ‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାର ପାଇଁ ମନୋନୀତ
ଏହି ପୁରସ୍କାର ଭାରତୀୟ ଭାଷାରେ ସାହିତ୍ୟ କୃତି ଓ ଏହାର ହିନ୍ଦୀ ଅନୁବାଦକୁ ସ୍ୱୀକୃତି ପ୍ରଦାନ କରୁଛି, ଏବଂ ଏହାକୁ ଉଭୟ ମୂଳ ଲେଖକ ଓ ଅନୁବାଦକଙ୍କୁ ପ୍ରଦାନ କରାଯିବ
ପ୍ରସିଦ୍ଧ ଲେଖକ ଓ ବୁକର ପୁରସ୍କାର ବିଜେତା ମିସ୍ ଗୀତାଞ୍ଜଳୀ ଶ୍ରୀ ଏହି ୫ ଜଣିଆ ବିଚାରକମଣ୍ଡଳୀର ସଦସ୍ୟ ଅଛନ୍ତି…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବିଭିନ୍ନ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
0୪ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀଯୁକ୍ତ…
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରାର ସୁପରିଚାଳନା ନେଇ ବୈଠକ
ଅଧିକ ଆନ୍ତରିକତା ଓ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ ସଂପାଦନ କରି ବିଭାଗର ଗୌରବ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଶ୍ରୀ ଅମାତଙ୍କ ପରାମର୍ଶ
ଭୁବନେଶ୍ୱର: ଓଡ଼ିଆମାନଙ୍କର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ ଜଗନ୍ନାଥା ରଥଯାତ୍ରା ହେଉଛି ଓଡ଼ିଆ ଜାତିର ସବୁଠାରୁ…
ଭ୍ରଷ୍ଟାଚାରମୁକ୍ତ ୯ବର୍ଷର ମୋଦୀଙ୍କ ଶାସନ ଗରିବୀକଲ୍ୟାଣ ପାଇଁ ସମର୍ପିତ, ବିଶ୍ୱରେ ଭାରତ ଗୌରବାନ୍ୱିତ:…
ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଉପଲକ୍ଷେ ବିଜେପିର ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର, ତା.୨୯/୦୫: ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୯ବର୍ଷ ଧରି ଭାରତୀୟ ଜନତା ପାର୍ଟୀର ସରକାର ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହିତ ବିକାଶର ଅନେକ…
ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶୁଭାରମ୍ଭ
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛିା ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା…