Sign in
Sign in
Recover your password.
A password will be e-mailed to you.
ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି
ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ
ଗୌରୀକିକରଣ ଉଦ୍ୟମର କୁପରିଣାମ କୁଳପତି ମରୁଡି
୧୪ଟି ସ୍ଥାୟୀ କୁଳପତି ସମେତ ୧୪୦୦ ଅଧ୍ୟାପକ ପଦବୀ ଖାଲି
ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି ସମେତ ସମସ୍ତ ୨୧ ଅଧ୍ୟାପକ ପଦବୀ ଖାଲି…
ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି।
ଏସସି,ଏସଟି,ଓବିସି ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କେନ୍ଦୁଝର,ତା୬/୪, ଆଜି ସ୍ଥାନୀୟ ଭୂୟାଁ ସାଂସ୍କୃତିକ ଭବନ ଠାରେ ଆଗାମୀ ଏପ୍ରିଲ ୧୪ ତାରିଖ ଦିନ ବାବା ସାହେବ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ପାଳନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…
ନୂତନ ସଭାପତି ଚୟନ ପରେ ବେଲଗୁଣ୍ଠାରେ କଂଗ୍ରେସର ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ
ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ )-, କିଛି ଦିନ ପୂର୍ବେ ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ୍ ନେତା ଦଣ୍ଡପାଣି ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ( ପଶ୍ଚିମ ) ର ନୂତନ ଜିଲ୍ଲା ସଭାପତି ରୂପେ ଚୟନ କରାଯାଇଛି I ନୂତନ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ସଭାପତି ବି ଦଣ୍ଡପାଣି ପାତ୍ର…
ବୋମା ବିସ୍ଫୋରଣ ରେ ଦୁଇ ନାବାଳକ ଗୁରୁତର।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ନିଜ ଘର ବାରିପଟେ ଖେଳୁଥିବା ବେଳେ ତଳେ ପଡିଥିବା ବୋମାକୁ ବୋଲ୍ ଭାବି ଧରିଥିବା ବେଳେ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ଜଣେ ସାମାନ୍ୟ ଆହତ ହୋଇ…
:ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ଆମିଷ,ପନିର, ଅଶୁଦ୍ଧ…
୬୯ତମ SGFI ରଗବୀ ଚାମ୍ପିଅନସିପ୍: କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ରାଜ୍ୟର ଯୁବ ଖେଳାଳୀ
ଭୁବନେଶ୍ବର, ୦୬/୦୪/୨୦୨୬: ଓଡ଼ିଶାରେ ଆୟୋଜିତ ହେଉଛି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀମାନଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ୨୦୨୫-୨୬ । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ବିଭିନ୍ନ ରାଜ୍ୟର ରଗବୀ…
ସାଂସ୍କୃତିକୀ ପକ୍ଷରୁ ଗ୍ରୀଷ୍ମକାଳୀନ ଚିତ୍ରକଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
କେନ୍ଦୁଝର,ତା୬/୪- କାଲି ରବିବାରରେ କେନ୍ଦୁଝର ସହର ସ୍ଥିତ ରୋଟାରୀ ଭବନ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକୀ ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ଚିତ୍ରକଳା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ କି ସାଂସ୍କୃତିକୀ ଅନୁଷ୍ଠାନ ୧୯୮୯ମସିହାରୁ ନିରନ୍ତର…
ଅସରାଏ ବର୍ଷାରେ ଅମର୍ଦାରୋଡ ବଜାର ବେହାଲ
ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଭାସିଲା ପନିପରିବା ଦୋକାନ|
ବସ୍ତା ୬/୪:ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ପାଣିରେ ଡୁବିଲା ଅମର୍ଦାରୋଡ ହାଟ। ବର୍ଷା ପାଣିରେ ଭାସିଗଲା ହଜାର ହଜାର ଟଙ୍କାର ପନିପରିବା। ଘଟଣାରୁ ପ୍ରକାଶ ଯେ ଅମର୍ଦ୍ଧାରୋଡ ରେ ପ୍ରତି ସପ୍ତାହରେ ବୁଧବାର ଏବଂ ରବିବାର…
ଗାଡ଼ି ଓଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ବାଡେଇବା ଘଟଣା—-
କୁଲଡିହା ରେଞ୍ଜରଙ୍କ ଗିରଫ ଓ ବହିଷ୍କାର ଦାବୀ କଲେ ପୂର୍ବତନ ବିଧାୟକ :ଚିତ୍ତ ଷଡ଼ଙ୍ଗୀ।
ନୀଳଗିରି, ତା ୨୭।୩(); ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ କୁଲଡିହା ରେଞ୍ଜର ତଥା ଏସିଏଫ ସୁବ୍ରତ କୁମାର ବେହେରା ଗାଡ଼ି ଉଭରଟେକ ନେଇ ରେଞ୍ଜର ଓ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ…
ଓଡ଼ିଆ ପକ୍ଷ ପାଳନ ଅବସରରେ ବାଲେଶ୍ୱରରେ ବିଶାଳ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ
ବାଲେଶ୍ୱର, ୦୫/୦୪/୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ବାଲେଶ୍ୱରର ଶାନ୍ତି କାନନ ଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଏକ…