Sign in
Sign in
Recover your password.
A password will be e-mailed to you.
ବାଂଶପାଳ ବ୍ଲକରେ ଆମ୍ ଆଦମୀ ପାର୍ଟିର ସଂଗଠନ ସଭା:ପାଣି ସମସ୍ୟାକୁ ନେଇ ତୀବ୍ର ପ୍ରତିବାଦ।
କେନ୍ଦୁଝର,ତା୫/୪-କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଆମ ଆଦମୀ ପାର୍ଟି ପକ୍ଷରୁ ତେଲକୋଇ ନିର୍ବାଚନ ମଣ୍ଡଳୀ ସଂଯୋଜକ ସନ୍ତୋଷ କୁମାର ବାରିକଙ୍କ ନେତୃତ୍ୱରେ ଏକ ସଂଗଠନମୂଳକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ନୂତନ ସଦସ୍ୟମାନଙ୍କ ଯୋଗଦାନ ସହିତ ସ୍ଥାନୀୟ ସମସ୍ୟାମାନଙ୍କୁ ନେଇ ଗଭୀର ଆଲୋଚନା…
କୁଲିଆରୀ ଗ୍ରାମରେ ମା ବିନ୍ଧ୍ୟବାସିନୀ ପୂଜା ଉଦଯାପିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ(୦୫/୦୪):- ବରଗଡ଼ ଜିଲ୍ଲା କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ ଗ୍ରାମରେ ୩ ଦିନ ଧରି ମହାଆଡମ୍ବରରେ ପାଳିତ ହୋଇଯାଇଛି ମା ବିନ୍ଧ୍ୟବାସିନୀ ପୂଜା । ଗୁରୁବାର ଅପରାହ୍ନ ୩ ଟା ସମୟରେ ଗ୍ରାମର ଶତାଧିକ ମହିଳା ଗାଁ ପୋଖରୀରୁ ଏକ ଭବ୍ୟ କଳସ ଯାତ୍ରା ସହିତ ଗ୍ରାମ…
ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ୨୧ ୟୁନିଟ୍ ରକ୍ତ ସଂଗ୍ରହ
ବେଲଗୁଣ୍ଠା,୦୫/୦୪-(ଶିବରାମ ଚୌଧୁରୀ )-,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମର ସ୍ୱରୂପ ରବିବାର ଦିନ ଏକ ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…
ନୀଳଗିରି ନଗର ବିଜୁ ଜନତାଦଳ କର୍ମୀ ସମ୍ମିଳନୀ
ବହୁସଂଖ୍ୟାରେ ଅନ୍ୟଦଳର କର୍ମୀ ବିଜେଡିରେ ଯୋଗଦାନ।
ନୀଳଗିରି,ତା,୦୫/୦୪- ନୀଳଗିରି ନଗର ବିଜେଡ଼ି ତରଫରୁ ରବିବାର ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୧୧ଘଟିକା ସମୟରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ନବନିଯୁକ୍ତ ବିଜେଡ଼ି ନଗର ସଭାପତି ଯୁବନେତା ଅଚ୍ୟୁତ ଚରଣ…
ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/8lOlM8g1B6s
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି (ରବିବାର) ପକ୍ଷ ପାଳନର ପଞ୍ଚମ ଦିନରେ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ…
ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି
ବାଣପୁର:(ସେକ୍ କୌସର):ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ନବନିର୍ବାଚିତ ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଓକିଲ ସଂଘର ଅନେକ ସଦସ୍ୟ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ସଂଘର…
କାଶୀନଗର ବ୍ଲକ ରେ ଭୋଗ ମଣ୍ଡପ ଓ ସ୍ବର୍ଗଦ୍ବାର ର ଉଦଘାଟନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଗୌରୀ ଗ୍ରାମ ଠାରେ ଶିବ ମନ୍ଦିର ନବୀକରଣ ଓ ଭୋଗ ମଣ୍ଡପ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ର ଶୁଭ ଉଦଘାଟନ…
ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର।
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି।ଅଗ୍ନିକାଣ୍ଡରେ ଘରେ ଥିବା ୨ଟି ବାଇକ,ଗୋଟିଏ ସାଇକେଲ, ନଗଦ ଟଙ୍କା,ସୁନା, ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବପତ୍ର ପୋଡ଼ି…
ଆପୋଲୋ ହସ୍ପିଟାଲ ରେ ଜାତୀୟ ସ୍ତରୀୟ ଶଲ୍ୟଚିକିତ୍ସା ସମ୍ମିଳନୀ
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୯, ଓଡିଶା - ଭାରତୀୟ ସର୍ଜନସ୍ ଆସୋସିଏସନ୍ (ଏଏସଆଇ), ରାଉରକେଲା ଚାପ୍ଟର, ୪ ଏବଂ ୫ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ସମ୍ମିଳନୀ "ଏଡବ୍ଲୁଆର ବିପ୍ଳବ: ମରାମତି ଏବଂ ବିଅଣ୍ଡ ୨୦୨୬" ଆୟୋଜନ କରିଥିଲା ।…
ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁରରେ ଐତିହ୍ୟ ଗଣ ଦୌଡ ଆୟୋଜିତ
ଜଗତସିଂହପୁର,ତା-୦୫.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଅଛି। ସ୍ଥାନିୟ ଶ୍ରୀ କୃଷ୍ଣ ଏକାଡେମୀ ରୁ ସକାଳ ୬.୩୦ରୁ ଆରମ୍ଭ ହୋଇଥିବା ଏହି ଗଣ…