Sign in
Sign in
Recover your password.
A password will be e-mailed to you.
ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ
ସ୍ୱର୍ଗତ ମାତା-ପିତାଙ୍କ ପବିତ୍ର ସ୍ମୃତିରେ ରେ ସେବାର ଅନନ୍ୟ ଉଦାହରଣ
ବଲାଙ୍ଗୀର ୧୦.୦୬.୨୦୨୦୨୬ ମାନବିକତା, କରୁଣା ଏବଂ ସାମାଜିକ ସେବାର ଏକ ପ୍ରେରଣାଦାୟକ ଉଦାହରଣ ସେତେବେଳେ ଦେଖିବାକୁ ମିଳିଲା, ଯେତେବେଳେ ଶ୍ରୀ ଅଭିଜିତ ସାହୁ ଏବଂ ଶ୍ରୀମତୀ ସୋନମ ଦାସ ପୂଜ୍ୟ ମାତା-ପିତା ସ୍ୱର୍ଗତ ଶ୍ରୀ…
ଖାରଡା ପଞ୍ଚାୟତ ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତା ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି.…
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲାର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ…
ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭା: କର୍ମଚାରୀଙ୍କ ସମସ୍ୟା ଓ…
ଝାରସୁଗୁଡା: ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇ କର୍ମଚାରୀମାନଙ୍କ ସହ ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ସଂଘର ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ…
ଓଡ଼ିଶାର ସହର ପରିବର୍ତ୍ତନ ମଡେଲ୍ ଅଧ୍ୟୟନ କଲା ରାଜସ୍ଥାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ
ଜଳଯୋଗାଣ, ପରିମଳ, ସହର ଶାସନ ଓ ନାଗରିକ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ସଫଳ ଅଭିଜ୍ଞତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ଜୁନ୍ ୧୧ : ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ସହଯୋଗରେ ଆୟୋଜିତ ଏକ ଅନୁଭୂତି ବିନିମୟ (Exposure Visit) କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜସ୍ଥାନ ଅର୍ବାନ ଡ୍ରିଙ୍କିଂ…
ଡିଜିଟାଲ ଯୁଗରେ ବି ନେଟୱର୍କ ବଞ୍ଚିତ ଟେଙ୍ଗେନାମାଲ, ବଢ଼ୁଛି କ୍ଷୋଭ
ଝାରସୁଗୁଡ଼ା: ଡିଜିଟାଲ ଯୁଗରେ ଯୋଗାଯୋଗ ବ୍ୟବସ୍ଥା ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଆବଶ୍ୟକତା ପାଲଟିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୀମାନ୍ତବର୍ତ୍ତୀ ଟେଙ୍ଗେନାମାଲ ଗାଁର ଲୋକେ ଏବେ ମଧ୍ୟ ଦୁର୍ବଳ ମୋବାଇଲ ନେଟୱର୍କ ସମସ୍ୟାରେ ଜର୍ଜରିତ। ଗାଁରେ ମୋବାଇଲ ଟାୱାର ସ୍ଥାପନ ପାଇଁ…
ରାଜ୍ୟ ସାଧାରଣ ସମ୍ପାଦକ ଓ ବ୍ଲକ ସଭାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ବାକାମ୍ବ ପଞ୍ଚାୟତର କୋଡିଙ୍ଗା ଗ୍ରାମରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ନବନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର ଏବଂ କାଶୀପୁର ବ୍ଲକ ବିଜେଡି ସଭାପତି ରତିକାନ୍ତ ନାଏକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ…
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ୭୧ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଅନଷ୍ଠିତ : ୬୦ୟୁନିଟ ସଂଗୃହିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ଠାରେ ୭୧ ତମ ପ୍ରତିଷ୍ଠା ଦିବସ ପାଲିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ, ସମ୍ମାନିତ ଅତିଥି ଭାବେ…
ଶିଶୁ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ : ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜ ସଂକଳ୍ପ…
https://youtu.be/ZoxaM65QKb8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ସାପ୍ତାହିକ ଅଭିଯାନ - ୨୦୨୬ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଯତନ ସକାଶେ ଶହ ଶହ ଯୁବ ସମାଜ , ବୁଦ୍ଧିଜୀବୀ ,…
ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରା ସମ୍ମାନିତ ହେଲେ ସରକାରୀ ଓକିଲ ଏବଂ ପୋଲିସ ବିଭାଗୀୟ ଅଧିକାରୀ
ନବରଙ୍ଗପୁର, 11/06/2026,ନବରଙ୍ଗପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛିl ଏଥିରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଶ୍ୟପ ପାର୍ଥ ଜଗଦୀଶ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l…