Sign in
Sign in
Recover your password.
A password will be e-mailed to you.
ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।
ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…
ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।
ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…
ଦୃଢ଼ ସଂକଳ୍ପ ଆଗରେ ହାର ମାନିଛି ପ୍ରତିବନ୍ଧକ, ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ
ମହାତ୍ମା ଗାନ୍ଧୀ କହିଥିଲେ, "ଶକ୍ତି ଶାରୀରିକ କ୍ଷମତାରୁ ଆସିନଥାଏ, ଏହା ଏକ ଅଦମ୍ୟ ଇଚ୍ଛାଶକ୍ତିରୁ ଆସିଥାଏ"। ଓଡିଶାର ପୁରୀ ଜିଲ୍ଲାର ନିମାପଡା ବ୍ଲକର ଅମୁନିଆପାଟଣା ଗାଁର ଦିବ୍ୟାଙ୍ଗ ଯୁବତୀ ଅନିତା ସାହୁଙ୍କ ପାଇଁ, ଏହି ଉକ୍ତି ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପଛରେ ପକାଇ ତାଙ୍କର…
କୋଲ ଗ୍ୟାସିଫିକେସନ ଦ୍ୱାରା ଶକ୍ତି ସ୍ୱାବଲମ୍ବନ ଓ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣର ସାଜିଲା ମାର୍ଗଦର୍ଶକ
ନୂଆଦିଲ୍ଲୀ, ଏପ୍ରିଲ୍ ୬, ୨୦୨୬: ଜିନ୍ଦଲ ଷ୍ଟିଲ୍ ଉନ୍ନତ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସ୍ୱଦେଶୀ କୋଇଲା ବ୍ୟବହାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଭାରତର ଶକ୍ତି ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସହିତ କମ୍-କାର୍ବନ ଇସ୍ପାତ ଉତ୍ପାଦନକୁ ସକ୍ଷମ କରିଛି । ବିଶ୍ୱର…
ସଫେଇ ସଚେତନତା ନେଇ ଗ୍ରାମାଂଚଳରେ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ
ଭୁବନେଶ୍ୱର, ଏପ୍ରିଲ୍ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍(ଆଇବିସିଏସ୍)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ବିଭିନ୍ନ ସଚେତନତା ବାର୍ତା ନେଇ ଭୁବନେଶ୍ୱର…
କବି ସ୍ୱୟଂପ୍ରଭା ରଥଙ୍କ ପୁସ୍ତକର ଆନ୍ତର୍ଜାତୀୟ ପୁସ୍ତକାର୍ପଣ
ଡେନଭର, ଆମେରିକା/ ୦୬.୦୪.୨୦୨୬ : ଜଣାଶୁଣା କବି ଏବଂ ଲେଖିକା ଶ୍ରୀମତୀ ସ୍ୱୟଂପ୍ରଭା ରଥଙ୍କ କବିତା ପୁସ୍ତକ ', ଶବ୍ଦ ଫୁଲର ତର୍ପଣ' ଆମେରିକାର ଡେନଭରରେ ଥିବା ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାର ରକି ମାଉଣ୍ଟେନ୍ ଚାପ୍ଟର ଦ୍ୱାରା ଆୟୋଜିତ “ଓଡ଼ିଆ…
ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ
ବେଲଗୁଣ୍ଠା,୦୬/୦୪,(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ…
ଶହୀଦ୍ ଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ୍ ଅଧିକାରୀ
ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ )-, ନକ୍ସଲ୍ ମୁକାବିଲାରେ ଶହୀଦ୍ ହୋଇଥିବା ପୋଲିସ୍ କର୍ମଚାରୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ୍ ଅଧିକାରୀ I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗ୍ରାମର ସୁଶାନ୍ତ କୁମାର ଗୌଡ଼ ପୋଲିସ୍ ବିଭାଗରେ…
ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅନ୍ତିମ ସନ୍ଧ୍ୟା; ରାଜ୍ୟାଭିଷେକ ବେଶ ଦର୍ଶନ ଭକ୍ତଙ୍କୁ କରିଥିଲା ଆନନ୍ଦ ବିଭୋର
ଓଡଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡଗାଁ ସ୍ୱର୍ଣ୍ଣ କଳସ କ୍ଷେତ୍ରରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରାର ନବଦିନୀୟ ସନ୍ଧ୍ୟା ବେଶର ଅନ୍ତିମ ପର୍ବ ଅନୁଷ୍ଠିତ ହୋଇଛି। ସୋମବାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ…
୫ ଦିନରେ ୩୫ ଛେଳି ଚୋରି, ଚୋରା ବୋଲେରୋ ସହ ୬ ଛେଳି ଉଦ୍ଧାର
ଓଡ଼ଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଗତ ୫ ଦିନ ମଧ୍ୟରେ ପ୍ରାୟ ୩୫ଟି ଛେଳି ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ବିଳମ୍ବିତ ରାତିରେ ବାଣ୍ଠପୁର ପଞ୍ଚାୟତର ନିହଲ ପ୍ରସାଦ ଓ ଓସ୍ତିଆ ଗ୍ରାମରୁ ଚୋରମାନେ ୮ଟି ଛେଳି ଚୋରି କରି ବୋଲେରୋ…