ପୁରୁଷୋତ୍ତମ ମିର୍ଦ୍ଧା ଝାରବନ୍ଧ ର ନୂତନ ବିଡିଓ l

0

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ନୂତନ ବି ଡି ଓ ଭାବେ ପୁରୁଷୋତ୍ତମ ମିର୍ଦ୍ଧା ଦାୟିତ୍ୱ ଗ୍ରହଣ କରିଛନ୍ତି l ଝାରବନ୍ଧ ବ୍ଲକ ର ଦାୟିତ୍ୱ ଗ୍ରହଣ କରିବା ପରେ ସେ ଝାରବନ୍ଧ ଅଞ୍ଚଳ ର ବିକାଶ ରେ ମୋର କାର୍ଯ୍ୟକାଳ ମଧ୍ୟରେ ପ୍ରାଧାନ୍ୟ ଦିଆଯିବ କିଭଳି ସରକାରୀ ଯୋଜନା ଲୋକଙ୍କ ନିକଟରେ ସଠିକ ଭାବେ ପହଁଚି ପାରିବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l ନୂତନ ବିଡ଼ିଓ ଙ୍କୁ ବ୍ଲକ ର କାର୍ଯ୍ୟରତ କର୍ମଚାରୀ, ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ତଥା ଲୋକ ପ୍ରତିନିଧି ଙ୍କ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l ଶ୍ରୀ ମିର୍ଦ୍ଧା ପୂର୍ବରୁ ରାମପୁର ବି ଡି ଓ ଭାବେ କାର୍ଯ୍ୟରତ ଥିଲେ l

Leave A Reply

Your email address will not be published.