ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧିଙ୍କ ୩୯ତମ ତିରୋଧାନ ଦିବସ ପାଳିତ

0

https://youtu.be/K82Xy2P4Ukk

ପୁଷ୍ପାରାଣୀ. ଶାସକ ପ୍ରସାଶକ. ରାଇଘର ବ୍ଲକ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନବରଣ୍ଡି ପଡ଼ିଆ ଠାରେ ଆଜି (ମଙ୍ଗଳବାର ଦିନ) ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧି ଙ୍କ ୩୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ପୂର୍ଵତନ ମନ୍ତ୍ରୀ ଶ୍ରୀ ମତି ପରମା ପୂଜାରୀ ଙ୍କ ନେତୃ ରେ ଆ୍ୟଜିତ ପକ୍ଷ ରୁ ସ୍ବର୍ଗତ ଇନ୍ଦିରା ଗାନ୍ଧି ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଏବଂ ସ୍ବର୍ଗୀୟ ଇନ୍ଦିରା ଗାନ୍ଧି ଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ତାଙ୍କର କାର୍ଯ୍ୟକଳାପ ଉପରେ ଓ କଂଗ୍ରେସର ନୀତି ଆଦର୍ଶ କୁ ଆପଣେଇ ଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଭାରତରେ କଂଗ୍ରେସ ସହିତ ଜଡିତ ରହିଆସିଛନ୍ତି। ଯେଉଁମାନେ ଇନ୍ଦିରା ଗାନ୍ଧି ଙ୍କୁ ତଥା ଗାନ୍ଧି ପରିବାରକୁ ଭଲ ପାଉଛନ୍ତି ସେମାନେ ହିଁ ସଦାସର୍ବଦା କଂଗ୍ରେସ ସହିତ ରହିଥିବେ ଗାନ୍ଧୀବାଦୀ ହିସାବରେ କଂଗ୍ରେସ ଦଳ ସହିତ ରହିଥିବେ ବୋଲିଶ୍ରୀ ପୂଜାରୀ ମତପ୍ରକାଶ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମୁନା ତ୍ରିପାଠୀ,AICC ସଭେୟା ମନୀଷା ତ୍ରିପାଠୀ, ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ.ନବରଙ୍ଗପୁର ବ୍ଲକ ସଭାପତି ଅବଦୁଲ ପୀର୍ଜ.ସାଧାରଣ ସମ୍ପଦକ ପ୍ରଦୀପ ସାହୁ. X ଜିଲ୍ଲାପରିଷ ଚେରମେନ ଭାଗିରଥି ନାୟକ. ରାଇଘର ବ୍ଲକ ସଭାପତି ସୁଵଲଂ ଶାନ୍ତା. Acsel ସଭାପତି ନରସିଂ ବାଘ. ଖଗ ହରିଜନ. ନାଓଲ ପନକା ଓ ଅନ୍ୟନ୍ୟ କଂଗ୍ରେସ କର୍ମୀ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ obc ସେଲ ସଭାପତି ସୁରେନ୍ଦ୍ର ନାୟକ ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.