ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଭୁବନେଶ୍ୱର, ୧୯ ।୮: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା…

ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା

ବଲାଙ୍ଗିର ୧୯/୮: ବଙ୍ଗୋମୁଣ୍ଡା ଏସିଡ ଆକ୍ରମଣ ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋସ୍ଛାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନା ରୁ ଏସିଡ ଆକ୍ରମଣରେ ଆଘାତପ୍ରାପ୍ତ…

ଜିଲ୍ଲା ପ୍ରଶାସନ ,ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର

• ୪କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତି ମୂଳକ କାର୍ଯ୍ୟ • ମିନିଷ୍ଟାଡିୟମ,କଲ୍ୟାଣ ମଣ୍ଡପ ପାଇଁ ଏମସିଏଲ ଦେବ ଏକ କୋଟି ଟଙ୍କା ବଲାଙ୍ଗିର/ସନ୍ତୋଷ ଠାକୁର : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ…

୨୦୧୮ ମସିହା ତିନି ଛକିଆ ଜିତୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ

ଗଂଜାମ ଜିଲ୍ଲା ପ୍ରତିନିଧି/ ନିଲୁ ବିଷୋୟୀ  : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ଏକ ହତ୍ୟା ମାମଲାରେ ହୋଇ ଥିବା ସ୍ଵତନ୍ତ୍ର ଜିଆର କେସ୍ ନମ୍ବର ୨୬/୨୦୧୮ ମାମଲାର ବିଚାରଣ କରି ମୁଖ୍ୟ ଅଭିଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…

ବେଲପଡା ବ୍ଳକରେ ଛତୁଆ ଦୁର୍ନୀତି ଅଭିଯୋଗ,ପ୍ରଶାସନିକ ଅଧିକାରୀ ଓ ନେତା ସମ୍ପୃକ୍ତ ସଂସ୍ଥାକୁ ସୁରକ୍ଷା ଦେଉନିତ !!!!

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ ରାଜ୍ୟ ଅର୍ଥକୋଷ ଭଣ୍ଡାରରୁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । ହେଲେ କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ନେଇ…

ମାହାଙ୍ଗା ଗୋକନ ନାବାଳିକା ମୃତ୍ୟୁ ଘଟଣା : ମୃତ ନାବାଳିକା ପିତା ଙ୍କ ଅର୍ଗସ ନିୟୁଜ ଚାନେଲ ଏବଂ ବ୍ୟକ୍ତି ବିଶେଷ ଙ୍କ…

 ପରିବାର ବର୍ଗ ଙ୍କ ମାନ ସମ୍ନାନ ଖୁର୍ଣ୍ଣ ହେଉଥିବାରୁ ସପରିବାର ଆତ୍ମହତ୍ୟା କରିବାକୁ ଚେତାବନୀ : ଯାହାପାଇଁ ଦାୟୀ ରହିବ ଗଣମାଧ୍ୟମ ଏବଂ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ l  (ଶାସକପ୍ରଶାସକ-ମାହାଙ୍ଗା): ଦିନକୁ ଦିନ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଏବଂ ବିଶେଷ କରି ଏକ ଅର୍ଗସ ଚାନେଲ…

ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କଲା ସୂଚନା ସେବା ସଂଘ

ଭୁବନେଶ୍ୱର : ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିଛି ଓଡିଶା ସୂଚନା ସେବା ସଂଘ | ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ୫-ଟି ସଚିବ ଶ୍ରୀ…

ଉତ୍କଳ ଆସୋସିଏସନ ଅଫ ମାଡ୍ରାସ, ଆପଲୋ ହସ୍ପିଟାଲ ଚେନ୍ନାଇ, ଶ୍ରମ ଏବଂ ESI ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ…

ଚେନ୍ନାଇ - ପ୍ରବାସୀ ଓଡ଼ିଆ ଙ୍କ ସ୍ୱାସ୍ଥ୍ୟଗତ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉତ୍କଳ ଆସୋସିଏସନ ଅଫ ମାଡ୍ରାସ, ଆପଲୋ ହସ୍ପିଟାଲ ଚେନ୍ନାଇ, ଶ୍ରମ ଏବଂ ESI ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟଶିବିର ଚେନ୍ନାଇର ଗୁମ୍ମୀଦିପୁଣ୍ଡି,ପୋନେରୀ ଠାରେ ଗତ…

ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କଲେ ମନ୍ତ୍ରୀ ଅତନୁ

"ଭୀରୁ ଅନୁପ୍ରବେଶକାରୀମାନେ ବୁଝିବା ଉଚିତ ଯେ ଭୟାର୍ତ୍ତ ଘୃଣା ଏବଂ ଖୋଲା ପ୍ରେମ ମଧ୍ୟରେ ପାର୍ଥକ୍ୟ କଣ" ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା ସତ୍ୟବାଦୀଠାରେ ୫ଟି ସଚିବ ଶ୍ରୀ ଭି. କେ. ପାଣ୍ଡିଆନଙ୍କ ଉପରେ ହୋଇଥିବା ଘୃଣିତ କାଳିମାଡ ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି ଖାଦ୍ୟ, ଯୋଗାଣ,…

ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନ୍ତଃଜିଲ୍ଲା ବଦଳି ନିୟମାବଳୀରେ ଆସିଲା ସଂଶୋଧନ

ଭୁବନେଶ୍ୱର :: ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଦାବି ଏବଂ ବିଭିନ୍ନ ସ୍ତରରେ ମିଳିଥିବା ଅଭିଯୋଗକୁ ବିଚାରକୁ ନେଇ ସରକାର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଆନ୍ତଃଜିଲ୍ଲା ବଦଳି ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିଛନ୍ତି ।…