Sign in
Sign in
Recover your password.
A password will be e-mailed to you.
ସମୟ ବଡ଼ ମୂଲ୍ୟବାନ, ଏହାର ଅପଚୟ କରନାହିଁ: ଅରୁଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସମୟ ବଡ଼ ମୂଲ୍ୟବାନ, ଏହାକୁ ଅପଚୟ କର ନାହିଁ। ସମୟର ସୁବିନିଯୋଗ କର । ଯିଏ ସମୟକୁ ସୁବିନିଯୋଗ କରିଛି ସିଏ ସଫଳତାର ଶୀର୍ଷରେ ପହଞ୍ଚିଛି । ନିଜେ ସୁରକ୍ଷିତ ରହିବା ସହ ସମାଜକୁ ସୁରକ୍ଷା ଦିଅ । ଯେଉଁ ମାନେ ତୁମକୁ ଜନ୍ମ ଦେଇଛନ୍ତି ସେମାନଙ୍କର ସେବା କର ।…
ମାଇନିଂ ଇନୋଭେସନ ପାଇଁ ଆସୋଚାମ୍ ପୁରସ୍କାର ଜିତିଲା ସିଏସ୍ଏମ୍
ଭୁବନେଶ୍ବର, ୧୮/୮/୨୦୨୩: ଆଫ୍ରିକା, ଦୁବାଇ, ୟୁଏସ୍ଏ ଓ କାନାଡ଼ାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ବର ଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି ଆସୋଚାମ୍ ଦ୍ବାରା ଆୟୋଜିତ ଅଷ୍ଟମ ସଂସ୍କରଣ ଟେକ୍ ଫର୍ ଏକ୍ସିଲେନ୍ସ ଆୱାର୍ଡ ବିଜୟୀ ହୋଇଛି । ପଶ୍ଚିମବଙ୍ଗ…
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ମେଗା ଲିଫ୍ଟ-ଏମଆଇଏସ ଏବଂ “ଓଡ଼ିଶା ଜଳ ସମ୍ପଦ”…
"ଜଳ ପରିଚାଳନାର ଉତ୍କର୍ଷତା ଅଗ୍ରଗତି ଦିଗରେ ଏହା ସହାୟକ ହେବ"
ଭୁବନେଶ୍ଵର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା…
ଯୁବ ସ୍ୱାଭିମାନ ଦିବସ ରେ ଭଞ୍ଜନଗର ସହରରେ ସ୍ବେଛାକୃତ ରକ୍ତଦାନ ଶିବିର
ଭଞ୍ଜନଗର (ଉଦୟନାଥ ପଣ୍ଡା): ସାରା ରାଜ୍ୟରେ "ଯୁବ ସ୍ବାଭିମାନ ଦିବସ" ପାଳିତ ଅବସରରେ, ଭଞ୍ଜନଗର ରେ ଅନୁଷ୍ଠିତ ହୋଇଯାଇଅଛି ଏକ ରକ୍ତଦାନ ଶିବିର। ରକ୍ତ ଦାନ ମହାପୂଣ୍ୟ ,ଏହାକୁ ପାଥେୟ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି…
କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ବିକ୍ଷୋଭ ପ୍ରଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି। ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଘେରାଉ…
ପଞ୍ଚାୟତ ନିବାହୀ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ଯ ସଂଘର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ , ଗଜପତି ଜିଲ୍ଲାର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କର ଏକ ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି…
ଜିଲ୍ଲା ପରିଷଦର ୫୦ତମ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପରିଷଦ ୫୦ତମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାୱାରା ତିରୁପତି ରାଓ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି…
ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା।
ଜୁନାଗଡ଼,୧୮/୮(ଆଦିତ୍ୟ ମହାନ୍ତି)ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଥାନା ଅଧିକାରୀ ଶେଷଦେଵ ବେହେରା କୋରାପୁଟ କୋଟପାଡ଼ ରୁ ଆସି ଏଠାରେ ଦାୟିତ୍ୱ ନେଇଛନ୍ତି।ସାମ୍ବାଦିକ ସଂଘ ପକ୍ଷରୁ…
ବ୍ଲକ୍ ଦୁର୍ନୀତି ବିରୋଧରେ ଗର୍ଜ୍ଜିଲା ସୋରଡ଼ା କଂଗ୍ରେସ କମିଟି।
ଉଦୟନାଥ ପଣ୍ଡା (ଭଞ୍ଜନଗର) :ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାର ସମସ୍ତ ବ୍ଲକ ଆଗରେ କଂଗ୍ରେସ କର୍ମୀମାନେ ଘେରାଓ କରିଥିଲେ।ଏହି ପରିପ୍ରେକ୍ଷୀ ରେ ୧୮/୦୮/୨୦୨୩ ତାରିଖ ଶୁକ୍ରବାର ଦିନ ସୋରଡା ବ୍ଲକ ର ବହୁ କର୍ମୀ ମାନେ ସୋରଡା ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବି.ଡି.ଓ…
ଆଫିନ୍ ଏବଂ ଓଆଇଜି ତରଫରୁ ବ୍ଲକ ସ୍ତରୀୟ ମେଗା ରକ୍ତଦାନ ଶିବିର – ୨୦୧ ୟୁନିଟ ରକ୍ତ ସଂଗୃହୀତ
ଜଗତସିଂହପୁର,ତା-୧୮.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତ ର କଲ୍ଯାଣ ମଣ୍ଡପ ଠାରେ “ସ୍ବେଚ୍ଛାସେବୀ ସଙ୍ଗଠନ " ଆଫିନ୍ ଏବଂ ଓଆଇଜି ତରଫରୁ ଏକ ବ୍ଲକ ସ୍ତରୀୟ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ୨୦୧ ୟୁନିଟ ରକ୍ତ ସଂଗ୍ରହ…