ଏସବିଆଇ ରେ ସ୍ବାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ବସନ୍ତ କୁମାର ଜେନା): ଆମ୍ରି ହସ୍ପିଟାଲ,ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏସବିଆଇ ରାଉରକେଲା ଟାଉନସିପ ଶାଖା ରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର ବି ଓ (ଏସ ବି ଆଇ ) ରାଉରକେଲା ଙ୍କ ପ୍ରତ୍ୟକ୍ଷ…

ସୋଲପଟାରେ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ

ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ :ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ,ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି।ଏହି ଅବସରରେ ଚର୍ଚ୍ଚିକା ବଜାର ନିକଟରେ ଥିବା ରାଜୀବଗାନ୍ଧୀ ପାର୍କରେ ଅବସ୍ଥିତ…

ମୁଦୁପୁର ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ ଅନୁଷ୍ଠିତ

ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ର ପ୍ରଭୁ ଶ୍ରୀ କନ୍ତାରେଶ୍ୱର ଏବଂ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏକ…

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବଗାନ୍ଧୀଙ୍କ ଜୟନ୍ତୀ

ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ…

ଟ୍ରକ ତଳେ ଚାପି ହୋଇ ଅବସର ପ୍ରାପ୍ତ ଯବାନଙ୍କ ମୃତ୍ୟୁ

ଜମନକିରା,୨୦/୮: ( ଲିପନ ନାଏକ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା ଦେଇ ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଏବଂ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଥିଲେ। ଜମନକିରା…

ପ୍ରେମ ଚାନ୍ଦ ପଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର /ଅଶୋକ ସାହୁ:ଆଜି ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ସ୍ବର୍ଗତ ପ୍ରେମଚାନ୍ଦ ପଟନାୟକ ଙ୍କ ସ୍ମୃତି ଉଦଶ୍ୟରେ ଏକ ସ୍ମୃତି ଚାରଣ ସଭା ଆୟୋଜନ ହୋଇଯାଇଅଛି l ଉତ୍କଳ ପରିଷଦ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କ ପୌରାହିତ୍ୟରେ ଆୟୋଜିତ ଶୋକ ସଭା…

୪ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ, ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ

ଜମନକିରା,୨୦/୮ :( ଲିପନ ନାଏକ) : ଜମନକିରା ବିଦ୍ୟୁତ ସେକ୍ସନ ଅଞ୍ଚଳରେ ଗତ ୪ଦିନ ହେବ, ବିନା ଘୋଷଣାରେ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଉଛି। ଯଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ତେବେ ଆସନ୍ତା କାଲି ଠାରୁ ଯଦି ଏଭଳି ସମସ୍ୟା ବିଭାଗ ପକ୍ଷରୁ…

‘ସର୍ବଭାରତୀୟ ବୃକ୍ଷ ଚାରା ରୋପଣ ଅଭିଯାନ’ ଅଧୀନରେ ଶ୍ରୀ ଶାହ ୪କୋଟିତମ ଚାରା ରୋପଣ କଲେ

ଚଳିତ ବର୍ଷ ଶେଷସୁଦ୍ଧା ୫ କୋଟି ଚାରା ରୋପଣ ଲକ୍ଷ୍ୟ ହାସଲ ହେବ ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ଗ୍ରେଟର ନଏଡାସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‍ପିଏଫ)ର ଗ୍ରୁପ୍‍ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ…

ବିଚାକୁଣ୍ଡି ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ପଦକ୍ଷେପ ଦ୍ୱାରା 400 ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବି

ପିଇବା ପାଣି, ଶୌଚାଳୟ, ନେତୃତ୍ବ ଶିବିର ଏବଂ ପ୍ରଶିକ୍ଷଣ ଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପ୍ରାୟ 1200 ଲୋକ ଉପକୃତ ଯୋଡା, ୨୦.୦୮.୨୦୨୩ (ପାର୍ଥ ସାରଥୀ ଷଡ଼ଙ୍ଗୀ): ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଚାକୁଣ୍ଡି (ୱାର୍ଡ ନଂ 14)…