Sign in
Sign in
Recover your password.
A password will be e-mailed to you.
ବିଷ ପିଇ ବିବାହିତା ମହିଳାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ପରେ ସ୍ବାମୀ ଅଟକ
ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ),୨୦/୮: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗ୍ରାମରେ ସ୍ୱାମୀ ସ୍ତ୍ରୀ କଳହରୁ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତକ ଜଣକ ୨୫ ବର୍ଷୀୟ ରିଙ୍କି ବେହେରା । ସୂଚନା ମୁତାବକ, ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର…
ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ) :- ଗଂଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଶନିବାର ଗଞ୍ଜାମ ଜିଲ୍ଲାର ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ…
ପଦ୍ମପୁର ବିଜେଡି କାର୍ଯ୍ୟାଳୟ ରେ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ l
ପଦ୍ମପୁର :- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ଜୋନ୍ ପ୍ରଭାରୀ ନବ କିଶୋର ସାହୁ, ସୂର୍ଯ୍ୟ ପ୍ରସାଦ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା କିପରି ସମସ୍ତ…
ରାୟଗଡାରେ ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ବେଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ - ୨୦୨୩ ଆଜି ଉଦଯାପନୀ ହୋଇଯାଇଛି | ଏହି ଉଦଯାପନୀ…
ପାଇକମାଲ ରେ ବିଜେଡି ର ମିଶ୍ରଣ ପର୍ବ
ବିଜେପି ଦଳ ଛାଡିଲେ ୧୫ ସକ୍ରିୟ କର୍ମୀଙ୍କ ସମେତ ପୂର୍ବତନ ସରପଞ୍ଚ
ପଦ୍ମପୁର :- ପାଇକମାଲ ସାଲେପାଲି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଅନୁଷ୍ଠିତ ମିଶ୍ରଣ ପର୍ବ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଙ୍କ ଉପସ୍ଥିତିରେ ବିଜେପି ର ୧୫ ଜଣ ଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚ, ଲୋକନାଥ…
5T ରୁ ଗୋଟେ T କୁଆଡେ ଗାଏବ !!!
କାମ କରିବା ପାଇଁ "ଟାଇମ ବାଉଣ୍ଡ", ବିଲ ଦେଲା ବେଳକୁ "ଟାଇମ ବାଉଣ୍ଡ" ଯାଉଛି ଚୁଲୀକୁ
5T ଅଧିନସ୍ଥ ମୋ ସ୍କୁଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦୁଇବର୍ଷ ପରେ ବି ପାସ୍ ହେଉନି ବିଲ୍
ମଜୁରୀ ନମିଳିବାରୁ ଅସନ୍ତୋଷ ଶ୍ରମିକଙ୍କୁ ନେଇ ଚିନ୍ତାରେ ଠିକାଦାର
ଢ଼େଙ୍କାନାଳ…
ମିଶନ ଇନ୍ଦ୍ରଧନୁସର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ:ଜନ୍ମର ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟିକାକରଣ
ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କ ଅଧ୍ୟକ୍ଷତାରେ ଟିକାକରଣ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁସ’ର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…
ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ…
“ଆର୍କଟିକର ବରଫ ସମୁଦ୍ର ଲୁପ୍ତପ୍ରାୟ ହୋଇଗଲାଣି ଏବଂ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲୋପ…
ମୋ କଲେଜ ଓ ଓସାର ମିଳିତ ସହଯୋଗରେ ଆୟୋଜିତ ଅନଲାଇନ ୱେବିନାର
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରେଇଲେ ଆନ୍ତର୍ଜାତିକ ବିଶେଷଜ୍ଞ
ଭୁବନେଶ୍ୱର::ମୋ କଲେଜ ଅଭିଯାନ ଏବଂ ଦି ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା)ର ମିଳିତ ସହଯୋଗରେ, ଧଉଳି ୱେବିନାର ସିରିଜ ଅନ୍ତର୍ଗତ ବିଶ୍ୱ…
ବିରଳ ତାଳପତ୍ର ପୋଥିରେ ଗଛିତ ଥିବା ତନରଡା “ରଘୁନାଥ” ମନ୍ଦିର ର ରୁପାନ୍ତରଣ ଦାବି।
ଭଞ୍ଜନଗର/ଉଦୟନାଥ ପଣ୍ଡା : ଗଞ୍ଜାମ ଜିଲ୍ଲା ଵେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଗ୍ରାମରେ ଥିବା, ବହୁ ପୁରାତନ ଶ୍ରୀଶ୍ରୀଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର କୁ ଓଡ଼ିଶା ସରକାର ରୁପାନ୍ତରଣ ତାଲିକା ରେ ସାମିଲ୍ କରିବା ପାଇଁ ମନ୍ଦିର କମିଟି ଆବାହକ, ପ୍ରାଧ୍ୟାପକ ଶ୍ରୀ ରାମହରି ପାତ୍ର ଓ…