ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ବଦଳି ନୀତିରେ ସରକାର ଆଣିଲେ ପରିବର୍ତ୍ତନ

ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆନ୍ତଜିଲ୍ଲା ବଦଳିକୁ ସରଳୀକରଣ କରିବା ନିମନ୍ତେ ସରକାର ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରବିଜ୍ଞପ୍ତି ସଂଖ୍ୟା – ୨୧୯୦୮ ତା.-୦୧.୧୦.୨୦୧୮ରେ…

ଟ୍ରଲିରେ ପେନ୍‌ସନ୍‌ ପାଇଁ ଯିବା ଅଘଟଣ : ଲବଙ୍ଗ ଗୟାଙ୍କ ସହାୟତା ପାଇଁ ଆଗେଇ ଆସିଲା ଡାକ ବିଭାଗ

https://youtu.be/msCGJ8t3-xU ଭୁବନେଶ୍ୱର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ପରିବାରର 95 ବର୍ଷ ବୟସ୍କା ମହିଳାଙ୍କୁ ସାଇକେଲ ରିକ୍ସାରେ ନିଆଯାଇ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସଂଗ୍ରହ କରିଥିଲେ। ଏହି ମହିଳା ଜଣକ ଗତ ତିନିମାସ ଧରି ତାଙ୍କ ପେନ୍ସନ୍ ପାଇନଥିଲେ। ଗାଡି ଭଡା…

ସୋଆ ଏନ୍‌ସିସି କ୍ୟାଡେଟ୍ ଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ସୋଆର ଏନ୍‌ସିସି କ୍ୟାଡେଟ୍ ମାନେ ମୋଟ୍ ୧୦୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ ।ଏଇ ରକ୍ତଦାନ ଶିବିର କୁ…

ଜଳବାୟୁ ସମ୍ପର୍କିତ ଓଡ଼ିଶା ଯୁବ ସମ୍ମିଳନୀ ରେ ଯୋଗଦେଲେ ପରିବେଶ କର୍ମୀ ନିରାକାର ବିଷୋୟୀ

ଶେରଗଡ଼: ଭୁବନେଶ୍ୱର ରେ ତିନିଦିନ ଧରି ଜଳବାୟୁ ଓ ପରିବେଶ ସୁରକ୍ଷା ପାଇଁ ଚାଲିଥିବା "ଓଡିଶା କନଫରେନ୍ସ ଅଫ ୟୁଥ୍-୨୦୨୩" ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ହାଡ଼ିଚିରା ଗ୍ରାମର ଯୁବ ସ୍ଵେଚ୍ଛାସବୀ ତଥା ଟ୍ରି ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ପ୍ରତିନିଧି ଭାବେ…

“ସତ୍ୟବାଦୀ ମାଟି ରହିଲା ସାକ୍ଷୀ ପୁଣି ନବୀନ ବାବୁ ପିନ୍ଧିବେ ମୂଖ୍ୟମନ୍ତ୍ରୀ ଟୋପି”

କାଳିମାଡ଼ ପରେ ପାଣ୍ଡିଆନ ଟୁଇଟ : "ନୂଆ ପରିଚୟ ସୃଷ୍ଟି କରିବାକୁ କିଛି ପରିବର୍ତ୍ତନ କରିବାକୁ ହେଲେ ଅନେକ ବାଧାବିଘ୍ନ ଦେଖାଦେବ" ଭୁବନେଶ୍ୱର : କାଳିମାଡ଼ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ  ପାଣ୍ଡିଆନ | ନୂଆ ପରିଚୟ ସୃଷ୍ଟି କରିବାକୁ କିଛି ପରିବର୍ତ୍ତନ କରିବାକୁ ହେଲେ…

ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

● ପୁରୀ-ପାଟନା-ପୁରୀ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର 2023 ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ | ଭୁବନେଶ୍ୱର: ପୁରୀ-ପାଟନା-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସର ସେବାକୁ ଅକ୍ଟୋବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି…

ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ

ଭୁବନେଶ୍ୱର, ୧୯/୦୮: ଜଳବାୟୁ ପରିବର୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଶନିବାର ଏଠାରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା…

ସୋଆ ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ପ୍ରଶକ୍ଷିଣ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ…

ପାଣ୍ଡିଆନଙ୍କୁ କାଳିମାଡ !

ପୁରୀ (ଅନିମେଶ ପଟ୍ଟନାୟକ): ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ହୋଇଛି କାଳିମାଡ଼ । ଏଭଳି ଘଟଣା ସତ୍ଯବାଦୀ ଠାରେ ଘଟିଥିବା ସୂଚନା ରହିଛି । ସଚିବ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସାରି ସତ୍ଯବାଦୀ ଠାରେ ୟୁଜିଏସ କଲେଜ ଠାରେ…

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ନେଇ ପ୍ରତିବାଦ ।

କେନ୍ଦ୍ରାପଡା:ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡା ଜିଲ୍ଲା ଡେରବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଓ ୬ MBBS ଡାକ୍ତର ପଦବୀ ଖାଲି ପଡ଼ିଥିବା ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦ୍ଵାରା ପ୍ରତିବାଦ କରାଯାଇଛି ।  ପାଟକୁରାର ବିଜେପି ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ବରେ …