Sign in
Sign in
Recover your password.
A password will be e-mailed to you.
ବୃକ୍ଷକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲା ବେଲଗୁଣ୍ଠା ପ୍ରେସ୍ କ୍ଳବ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ) :- "ବୃକ୍ଷ ହିଁ ଜୀବନ" ।ବୃକ୍ଷ ହିଁ ପରିବେଶକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ଏବଂ ପରିବେଶର ଜଳବାୟୁ ସନ୍ତୁଳନ କରିବା ବୃକ୍ଷର ଭୂମିକା ଅନ୍ୟତମ ।ଏହା ହୃଦୟଙ୍ଗମ କରି ବେଲଗୁଣ୍ଠା ପ୍ରେସ୍ କ୍ଳବ ବିଭିନ୍ନ ସମୟରେ ବିଭିନ୍ନ…
ବୋଲବମ୍ ପୂଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି
ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଗ୍ରାମରେ ଭୋଲାନାଥ ବୋଲବମ୍ କମିଟି ଦ୍ବାରା ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବୈଦିକରୀତି ନାତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ଏହି ନାମଯଜ୍ଞ ରେ ଯଶୋବନ୍ତ ସାହୁ ଓ ସସ୍ମିତା ବେହେରା ବସିଥିଲେ। ନାମାରମ୍ଭ ବେଲେ ୨…
ବିଦ୍ୟାଳୟ ଆସିପାରୁନଥିବା ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ମଧ୍ୟାହ୍ନଭୋଜନ ରାସନ୍ ବ୍ୟବସ୍ଥା
ଉପକୃତ ହେବେ ୩୬୯୪ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ…
ସୋଆର କୃଷି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୩ ବ୍ୟାଚର ବିଏସ୍ସି (ଏଗି୍ରକଲ୍ଚର) ଓ ଏମ୍ଏସ୍ସି (ଆଗ୍ରୀକଲ୍ଚର) ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର…
ସୋଆ କୃଷି ଛାତ୍ରମାନଙ୍କ ଦ୍ୱାରା ଗୋଖାଦ୍ୟ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଶେଷ ବର୍ଷ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା “ଗୋ ଖାଦ୍ୟ ରୂପରେ ଆଜୋଲା ଓ ନାପିଅର୍ ଘାସର ଚାଷ” ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଡିରେ ଛୋଟ…
ସାହିତ୍ୟର ସ୍ୱର “ଶ୍ରାବଣୀ” ସହିତ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ
ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ "ଶ୍ରାବଣୀ" କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି…
ଜାତୀୟ ଶିକ୍ଷା ଯୋଜନା – ୨୦୨୦ ଉପରେ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ଜାତୀୟ ଶିକ୍ଷା ଯୋଜନା ୨୦୨୦ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଆକ୍ୟୁଏସି…
ଓଡ଼ିଶାରେ ମିଲେଟ୍ସ ସଚେତନତା ପାଇଁ ଓ.ଏମ୍. ଏମ୍ ଓ ହୋଟେଲ ଗୁଡିକର ମିଳିତ ପ୍ରୟାସ
ଭୁବନେଶ୍ୱର– ହୋଟେଲ ଏବଂ ରେଷ୍ଟୁରାଂଟରେ ମିଲେଟ୍ସର ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ରେଷ୍ଟୁରାଂଟ ଏସୋସିଏସନ୍ ଅଫ୍ ଓଡ଼ିଶା ସହଭାଗୀତାରେ ଏକ ଅଭଯାନ ଆରମ୍ଭ କରିଛି । ମିଲେଟ୍ସ ସଚେତନତା ବୃଦ୍ଧି ପାଇଁ ଭାରତ ସରକାର ଙ୍କ ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ୨୦୨୩ ମସିହାକୁ…
“ସୃଷ୍ଟି” ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ
ଦିବ୍ୟାଙ୍ଗ ପିଲାଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଲେ ସମାଜସେବୀ ଶାନ୍ତା ଦାସ
ବାଲେଶ୍ୱର, 30.08.23- ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ "ସୃଷ୍ଟି" ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ…
ସମରଝୋଳ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ରକ୍ଷାବନ୍ଧନ ପାଳିତ
https://youtu.be/7ercb4BYiU8
ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ହିଞ୍ଜିଳିକାଟୁ ବ୍ଲକ୍ ସମର୍ ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ୍ ପବ୍ଲିକ୍ ସ୍କୁଲ୍ ରେ ପିଲାମାନ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ…