ଓଡ଼ଗାଁ ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ମୋ ପ୍ରିୟ ଓଡ଼ଗାଁ ବୁକଲେଟ ଉନ୍ମୋଚିତ

ଓଡ଼ଗାଁ, ୩୧।୮ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ୨୦୨୩ ମହା ସମାରୋହ ପାଳିତ ହୋଇଯାଇଛି। ପ୍ରଭାତ ସମୟରେ ପ୍ରଭାତ ଫେରି ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ କାର୍ଯ୍ୟାଳୟ ମଧ୍ୟରେ…

ଯୌତୁକ ଜଲ୍ଲାଦ ଜ୍ୱାଳାରେ ଚାଲିଗଲା ନବବଧୁ ର ଜୀବନ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ ବିବାହ କୁ ଦୁଇ ମାସ ପୂରିନି । ଯୌତୁକ ଜଲ୍ଲାଦ ଜ୍ୱାଳାରେ ଚାଲିଗଲା ନବ ବଧୂର ଜୀବନ । ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛଞ୍ଚିଣା ଗ୍ରାମର ପ୍ରଦୀପ କୁମାର ମଲିକ ଙ୍କୁ ମାହାଙ୍ଗା ବାଗେଶ୍ୱରପୁର ଗ୍ରାମର ପ୍ରସନ ମହାନ୍ତିଙ୍କ ସାନ ଝିଅ…

ହରିୟଣା ରେ ଆନ୍ଦୋଳନରତ ଆଶା କର୍ମୀ ମାନଙ୍କ ଉପରେ ବିଜେପି ଖଟର ସରକାରଙ୍କ ଦମନ ବିରୋଧରେ ଆଶାକର୍ମୀ ଆସୋସିଏସନ୍ ( ସିଟୁ)…

ରାଉରକେଲା,(ବସନ୍ତ କୁମାର ଜେନା):- ହରିୟଣା ରେ ଆଶାକର୍ମୀ ମାନଙ୍କ ବିଭିନ୍ନ ଦାବିରେ ସି ଆଇ ଟି ୟୁ ନେତୃତ୍ୱରେ ଆଶାକର୍ମୀ ମାନଙ୍କ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଉପରେ ହରିୟଣା ବି ଜେ ପି ନେତୃତ୍ଵାଧୀନ ଖଟର ସରକାର ଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ ଆଶାକର୍ମୀ ମାନଙ୍କ ରାଜ୍ୟ ନେତୃତ୍ୱ ଓ ସି ଆଇ…

ବଜ୍ରପାତରେ ୧୦ ଗାଈ ମୃତ

ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ସାରିଆପଲ୍ଲୀ ଓ ଇଙ୍ଗିନାଠି ମଧ୍ୟରେ ଥିବା ତୋଟା ରେ ବଜ୍ରପାତ ଯୋଗୁଁ ଜଣେ ଗାଈଆଳ ଙ୍କ ୧୦ ଟି ଗାଈର ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ଗାଈ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ, ବଡପଡା ପଞ୍ଚାୟତ…

ପୋଲିସଙ୍କ ସହିତ ରକ୍ଷାବନ୍ଧନ ପାଳିଲେ NYP ପରିବାର! ଓ ପ୍ରଜାପତି ବ୍ରହ୍ମା କୁମାରୀ

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ଜାତୀୟ ଯୁବ ପ୍ରକଳ୍ପ ଆନୁକୂଲ୍ୟରେ ପୋଲିସ ଭାଇ ମାନଙ୍କୁ ସମ୍ମାନ ଦେଇ, ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ ଦ୍ୱାରା ନିଆରା ଢଙ୍ଗରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ପ୍ରକାଶ ଥାଉକି ସାରସକଣା ବ୍ଲକ ସ୍ଥିତ…

ବାଣପୁର ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର): ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆଜି ସକାଳେ ପାଳିତ ହୋଇଯାଇଛି। ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଏବଂ କର୍ମଚାରୀମାନେ ବାଣପୁର ବିଜୁ ପଟ୍ଟନାୟକ, ପଣ୍ଡିତ…

ବିକାଶ ରାସ୍ତାରେ ଅର୍ଥ ବାଧକ ନୁହେଁ, ବରଂ ସଚେତନତା ଓ ସହଭାଗିତା ଆବଶ୍ୟକ : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଜଗତସିଂହପୁର ଠାରେ ରାଷ୍ଟ୍ରୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ଜଗତସିଂହପୁର,ତା-୩୧.୦୮.୨୦୨୩/ସୁମନ୍ତ କୁମାର ଦାସ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଜଗତସିଂହପୁର ପୌର ପରିଷଦ ତରଫରୁ ତା28।08।23 ରିଖ ଠାରୁ ତା31.08.23ରିଖ ପର୍ଯ୍ୟନ୍ତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି।ଏହି…

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ଏନ୍ଏସ୍ଏସ୍ ପୁରସ୍କାର ଘୋଷଣା

ଭୁବନେଶ୍ୱର- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ ଏ୍ ସ୍ଏସ୍)ର ରାଜ୍ୟ ପୁରସ୍କାର ଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛିା ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟମାନଙ୍କୁ…

ପଥୁରୀରେ ରକ୍ତଦାନ ଶିବିର : ୧୮ ୟୁନିଟ୍ ରକ୍ତ ସଂଗ୍ରହ

ପଦ୍ମପୁର :- ଡଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ ପଥୁରୀ ଗ୍ରାମରେ ଓଡ଼ିଶା ମୋ ପରିବାର (ଜୀବନ ବିନ୍ଦୁ) ଓ ପଥୁରୀ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ l…

ବାଲୁଗାଁ ଏନ୍.ଏ.ସି. ଠାରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୩” ପାଳିତ

ଚିଲିକା/ଖୋର୍ଦ୍ଧା-(ସେକ୍ କୌସର)- ବାଲୁଗାଁ ଏନ୍.ଏ.ସି. ଠାରେ "ନିଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୩" ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଆଜି ସକାଳ ୭.୩୦ ରେ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ମୂଖ୍ୟ ଅତିଥି ରୁପରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ…