ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ।

ସୁବର୍ଣ୍ଣପୁର :ତା 31/08/23(ଆର୍ତ୍ତତ୍ରାଣ ମହାପାତ୍ର): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ଏଏନଏମ ତାଲିମ କେନ୍ଦ୍ରରେ ଜିଲ୍ଳା ସ୍ତରୀୟ ଚକ୍ଷୁଦାନ ପକ୍ଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି…

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ୟୁନିଟ୍ ୧, ଜି.ଇ.ଡ଼ି ବସ୍ତି ଅଞ୍ଚଳର ଗୌରାଙ୍ଗ ନାୟକ ଦିନ ମଜୁରି କରି ପରିବାର ଚଳାନ୍ତି । ପରିବାର କହିଲେ ତାଙ୍କର ପତ୍ନୀ,ତିନି ପୁଅ ଏବଂ ଚାରିଝିଅ । ଗୌରାଙ୍ଗ ମୂଲ ଲାଗି ଯାହା ପଇସା ଆଣନ୍ତି ସେଥିରେ ୪ପ୍ରାଣୀଙ୍କ ପେଟ ପୁରେ । ଭାଗ୍ୟର ବିଡ଼ମ୍ବନା, ଗତ ଅଗଷ୍ଟ…

ସୋଆ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୩୧/୦୮ : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଲ (ସ୍ନିଲ୍) ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ…

ବିଦ୍ୟୁତ ଚୋରି ଘଟଣା ଚିହ୍ନଟ : ବ୍ରହ୍ମପୁରରେ ସୃଷ୍ଟି ହେଲା ମାଇଲଖୁଣ୍ଟ

~ ଟିପିଏସ୍ଓଡିଏଲ୍ ଦ୍ଵାରା ପର୍ବ ପର୍ବାଣି ପାଇଁ ନିର୍ଦ୍ଦେଶାବଳୀ ଲାଗୁ ~ ମଣ୍ଡପ ଏବଂ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯାଇପାରିବ ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏନଫୋର୍ସମେଣ୍ଟ ଟିମ ବିଜୁଳି ଚୋରିର ଚିହ୍ନଟ ଓ ସମାଧାନ ଦିଗରେ…

ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଆଶୁ ଆରୋଗ୍ଯ ପାଇଁ 11111 ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ କିଛି ଦିନ ହେବ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ପାଇଲିପଡ଼ା ପଞ୍ଚାୟତ ବିଜେଡ଼ି ପକ୍ଷରୁ ପାଇଲିପଡ଼ା ନିକଟସ୍ଥ ଉସ୍ତପଲ୍ଲୀ ସ୍ଥିତ ମୁକ୍ତେଶ୍ୱର ସ୍ୱାମୀ ଶିବ ମନ୍ଦିରରେ…

ଶିକ୍ଷକସଂଘର ଚେତାବନୀ, ୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮…

କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ …

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏନଏସି ସଭା ଗୃହ ଠାରେ କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ପରିବେଶବିତ ପ୍ରଫୁଲ୍ଲ…

“ପ୍ରଫୁଲ୍ଲ ଘଡେଇ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି”

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୀତିରଞ୍ଜନ ଘଡେଇଙ୍କ ପରି ଉତରାଧିକାରୀ ସୂତ୍ରରେ ନୁହେଁ, ଛାତ୍ର ଜୀବନରୁ ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଥରେ ବିଧାୟକ, ଥରେ ଲୋକସଭା ସାଂସଦ…

ମଉକା ଦେଖି ମୁକୁଙ୍କ ଚଉକା ଚେଷ୍ଟା : ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ଆଳ କରି କଲେ ତେରେଛା ଟାର୍ଗେଟ

ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି, ବର୍ତ୍ତମାନ ସମୟରେ ଏହା ବହୁତ ଇନଫରମେଟିଭ୍ ଓଡ଼ିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଣ୍ଟିଆ ବହୁତ ସଠିକ୍ ତୁଳନା କରିଛନ୍ତି, ସମସ୍ତେ ଏହାକୁ ପଢିବା ଉଚିତ୍…

୨୦ବର୍ଷରେ ପଦାର୍ପଣ କଲା ନିଆରା “ଜଙ୍ଗଲ ରକ୍ଷା ବନ୍ଧନ” ଉତ୍ସବ

ମୋରଡ଼ା/ମୟୂରଭଞ୍ଜ: ସାଂସ୍କୃତିକ ତଥା ପାରମ୍ପରିକ ଉତ୍ସବ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ସୁରକ୍ଷାର ଏହି ନିଆରା ପରମ୍ପରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ୨୦୦୪ ସେ ମସିହାରୁ ମୟୂରଭଞ୍ଜ ଜିଲାରୁ ଆରମ୍ଭ କରାଯାଇଥିଲା । ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଉତ୍ସବ ଏକ ସ୍ବତନ୍ତ୍ର ମୂଲ୍ୟ ବହନ କରେ ।…