ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜିର ଶିଶୁ କାଲିର ଭବିଷ୍ୟତ। ଆମେ ବର୍ତ୍ତମାନ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହିତ ସଂସ୍କାରମୂଳକ ଶିକ୍ଷା ଦେବା , ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା। ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ସ୍ଥାନୀୟ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିର ଶିଶୁମାନଙ୍କୁ ନେଇ ‘ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ‘ ପରିଚାଳନା କରିବା ସହିତ ଅଭିଭାବକମାନଙ୍କ ଘରକୁ ଯାଇ ଶିଶୁମାନଙ୍କ ନୈତିକ ବିକାଶ ନିମନ୍ତେ ଆଲୋଚନା କରିଥିଲେ।

Leave A Reply

Your email address will not be published.