Sign in
Sign in
Recover your password.
A password will be e-mailed to you.
ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଚାଷ ବଞ୍ଚାଅ ଓ ଚାଷୀ ବଞ୍ଚାଅ |
ରାଉରକେଲା ,୧/୯(ବସନ୍ତ କୁମାର ଜେନା): ଚାଷ ବଞ୍ଚାଅ ଓ ଚାଷୀ ବଞ୍ଚାଅ ଦାବୀରେ ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ “ପାନପୋଷ ଉପ-ଜିଲ୍ଲାପାଳ ଅଫିସ ଚାଲ” ଅଭିଯାନରେ ଆଜି ବିଖ୍ଯୋଭ ଅନୁଷ୍ଠିତ ହୋଇଯାଇଅଛି | ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ…
ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ଯ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼: ୦୧/୦୯/୨୩(ବସନ୍ତ କୁମାର ଜେନା)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ର ମିଳିତ ସହଯୋଗ ରେ ଲୋକକଳା ମାଧ୍ୟମରେ ରେ ବିଭିନ୍ନ ଉନ୍ନୟମୂଳକ ସରକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ଦୁଇ ଦିବସୀୟ ସଂସାଧନ…
ଦାୟିତ୍ୱ ଗ୍ରହଣ କଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଯାନି
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବିଦ୍ୟାଧର ଯାନି। ଜନଜାତିଙ୍କ ସବୁସମୟର ସାଥି ଶ୍ରୀଯୁକ୍ତ ବିଦ୍ୟାଧର ଯାନି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥ…
ଓଏସଆରଟିସି ପକ୍ଷରୁ ଭଞ୍ଜନଗର-ସିମାଞ୍ଚଳ ବସ ଚଳାଚଳ ଆରମ୍ଭ
ଗଂଜାମ,(ନିଲୁ ବିଷୋୟୀ ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରୁ ସିମାଞ୍ଚଳ କୁ ଓଏସଆରଟିସି ର ସରକାରୀ ବସ୍ ଚଳାଚଳ ଶୁକ୍ରବାର ଶୁଭାରମ୍ଭ ହୋଇଛି।ପ୍ରଥମ ଦିନରେ ୭ ଜଣ ଯାତ୍ରୀ କୁ ନେଇ ଏକ ବସ ସିମାଞ୍ଚଳ ଅଭିମୁଖେ ଯାଇଛି।ବସ୍ ଟି ସନ୍ଧ୍ୟା ୭ ଟାରେ ଭଞ୍ଜନଗର ରୁ ବାହାରି ଆସିକା,ବ୍ରହ୍ମପୁର, ପଲାସା ଓ…
ସୁବର୍ଣ୍ଣପୁର ରେ କଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର…
ସୁବର୍ଣ୍ଣପୁର/ଆର୍ତ୍ତତ୍ରାଣ ମହାପାତ୍ର; ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକକଳା ମାଧ୍ୟମରେ ଜନସାଧାରଣ ଯେପରି ସରକାର ଙ୍କ ଦ୍ଵାରା ପ୍ରୟୋଜିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ ହୋଇପାରିବେ ସେଥିପାଇଁ ସେପ୍ଟେମ୍ବର 15 ରୁ 30 ତାରିଖ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକ୍ରମ…
ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ବର୍ଷା ଜଳ ପରିମାଣକୁ ଦୃଷ୍ଟିରେ ରଖି ଫସଲ ପାଇଁ ଜଳର ସୁଷମ ବଣ୍ଟନ ନିମନ୍ତେ ପରାମର୍ଶ
ଭୁବନେଶ୍ୱର : ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁବାର ଏକ ବୈଠକରେ ରାଜ୍ୟର ବିଭିନ୍ନ ଜଳ ଭଣ୍ଡାରର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଛନ୍ତି…
କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ,ସମଗ୍ର ଜିଲ୍ଲାରେ ଖୁସିର ଲହରୀ
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ( କଣ୍ଟିଆଳି) ବାଇଗଣ କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ…
ପଦ୍ମପୁର ଯୁବ ଗୋଷ୍ଠୀ ର ପ୍ରୟାସ : ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର ହେଲେ ୫୦ ରୁ ଉର୍ଦ୍ଧ ଗୋରୁ
https://youtu.be/21qbAyCtQVc
ଟ୍ରକ୍ ରେ ମିଳିଲା ଦୁଇଟି ନମ୍ଵର ପ୍ଲେଟ
ପଦ୍ମପୁର :- ବରତୁଣ୍ଡା ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ଗତ କାଲି ବିଲମ୍ବିତ ରାତ୍ରିରେ ସୋହେଲା ପୋଲିସ ସହାୟତାରେ ପଦ୍ମପୁର ର ଯୁବଗୋଷ୍ଠୀ ପଶ୍ଚିମବଙ୍ଗ ନମ୍ଵର ଥିବା ଗୋରୁ ଭର୍ତ୍ତି କାବୁ…
ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଅଗଷ୍ଟ ମାସରେ 1733.62 କୋଟି ଟଙ୍କା ସଂଗ୍ରହ ; ୩୮.୨୨ ପ୍ରତିଶତ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ମସିହା ଅଗଷ୍ଟ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଜିଏସଟି ପରିମାଣ ୧୭୩୩.୬୨ କୋଟି ଟଙ୍କା ହୋଇଛି । ୨୦୨୨ ମସିହା ଅଗଷ୍ଟ ମାସରେ ଏ ବାବଦରେ ୧୨୫୪.୨୪ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଫଳରେ ଏ କ୍ଷେତ୍ରରେ…
ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ…