Sign in
Sign in
Recover your password.
A password will be e-mailed to you.
ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଛେଳି କ୍ଳଷ୍ଟର ସ୍ଥାପନ l
ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଟେମରି ଓ କୁଲାଣ୍ଟି ଠାରେ ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଓଡିଶା ଜୀବିକା ମିଶନ ବରଗଡ଼ ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ଛେଳି କ୍ଳଷ୍ଟର ସ୍ଥାପନ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି…
ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା
ରାଉରକେଲା, (ବସନ୍ତ କୁମାର ଜେନା ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ତଥା ଝାଡ଼ଖଣ୍ଡ ସୀମାରେ ଥିବା ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି କଲେଜ ଓ ଶ୍ରମଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ 'ନୂଆ ଓ ' ତରଫରୁ ସାଂସ୍କୃତିକ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି l…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର
ବେଲଗୁଣ୍ଠା,:-(ଶିବରାମ ଚୌଧୁରୀ )-ରିଖ ଦିନ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି। ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ପିଙ୍କି ପାତ୍ରଙ୍କ ଆବାହକତ୍ୱରେ ସୁଶ୍ରୀ ପ୍ରମିତା ରାଣୀ ଗୌଡ଼ "ଉଚ୍ଚଶିକ୍ଷା" ସମ୍ବନ୍ଧୀୟ ସନ୍ଦର୍ଭ ପଠା…
ଗଞ୍ଜେଇ ଚୋରା ଚାଲାଣ : ୩ ଗିରଫ
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଜଗଦଳପୁର ପୋଲିସ ଅଙ୍ଗନଦୀ ନିକଟରେ ଯାଞ୍ଚ କରି ଦୁଇଗୋଟି ବାଇକ ଓଡି ୧୭ କେ ୭୩୪୫ ଓ ଓଆର ୦୩ ୫୨୭୩ ରୁ ୧୩ କେଜି ୩୫୦ଗ୍ରାମ ଓଜନର ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ୩ ଜଣ ଯୁବକ ବୌଦ୍ଧ ଜିଲ୍ଲା…
ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ
ସ୍ବତନ୍ତ୍ର ଉନ୍ନୟନ ପରିଷଦ ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି ଜନଜାତି ସମ୍ପ୍ରଦାୟ : ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି
• ଆଦିବାସୀ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ କରାଯିବ ନିର୍ମାଣ
• ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3…
ଯୁବ ସଶକ୍ତିକରଣପାଇଁ ନୂତନ ଉନ୍ନତ ଅଭିଳାଷ ଯୋଜନା: ନିଯୁକ୍ତି କ୍ଷେତ୍ରରେ ଆସିବ ବ୍ୟାପକ ରୂପାନ୍ତରଣ
ଭୁବନେଶ୍ୱର: "ସ୍କିଲ-ଇନ୍-ଓଡ଼ିଶା' ବ୍ରାଣ୍ଡକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦକ୍ଷତା ବିକାଶ କ୍ଷେତ୍ରକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ପୁରୀସ୍ଥିତ ମେଫେୟାର ଭେସ୍ ଠାରେ "ଓଡ଼ିଶାରେ ଭାଇବ୍ରେଣ୍ଟ ସ୍କିଲ୍ ଇକୋସିଷ୍ଟମ୍:…
ବାଣପୁର ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!
ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ତା୨୨/୧୧/୨୦୨୩ ରିଖ ବୁଧବାର ଅପରାହ୍ନ ୦୫ ଘଟିକା ସମୟରେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତା ୨୩/୧୧/୨୦୨୩ ରିଖ ଗୁରୁବାର ଦିନ ପ୍ରତ୍ୟୁଷ…
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ: ପାଇପ ଯୋଗେ ଜଳସେଚିତ ହେବ ସମୁଦାୟ ୩୧,୩୫୦ ହେକ୍ଟର ଜମି
ପ୍ରକଳ୍ପର ଜଳ ବ୍ୟବହାର ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା: ପ୍ରତ୍ୟେକ ବୁନ୍ଦା ଜଳର ସର୍ବୋତ୍ତମ ବ୍ୟବହାର କରିବାକୁ ପରାମର୍ଶ
• ରବି ଋତୁରୁ ଜଳ ସେଚନ ଆରମ୍ଭ, ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ
• ପୂରଣ…
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନରୁ ଫେରୁଛନ୍ତି ୫ ଶ୍ରମିକ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି |…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି
◆ଆବେଦନର ଶେଷ ତାରିଖ ନଭେମ୍ବର ୨୯
◆ଆସନ୍ତା ୨୭ ପର୍ଯ୍ୟନ୍ତ ଚାଲିବ ଜିଲ୍ଲା ଓ ବ୍ଲକସ୍ତରୀୟ ସ୍ବତନ୍ତ୍ର କ୍ୟାମ୍ପ
ଭୁବନେଶ୍ୱର, ୨୦।୧୧: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବର୍ଗରେ ପୁରସ୍କାର ପାଇଁ ଆବେଦନର ସମୟସୀମା ନଭେମ୍ବର ୨୯ ତାରିଖକୁ ବୃଦ୍ଧି ପାଇଛି ।…