ଓଡ଼ିଶାର ବୃହତ ଛତୁ ପକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମରେ ବିଳମ୍ବ

ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ପାଇଁ ଦିନଟିଏ ଚାଲୁ କରାଯାଇଥିଲା ୫ଟି ସଚିବଙ୍କ ପରିଦର୍ଶନ ପରେ ବନ୍ଦ ପଡିଛି, କର୍ତ୍ତୃପକ୍ଷ କହୁଛନ୍ତି " ଚାଲିବ" ଓଡ଼ଗାଁ,୩।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ଏକମାତ୍ର ସର୍ବ ବୃହତ ଛତୁ ପକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମରେ ବିଳମ୍ବ ପରିଲକ୍ଷିତ ହୋଇଛି ।…

ଜାଳେଣୀ ଗ୍ୟାସ ରିହାତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମହିଳା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଖୁସି ଓ ସୁସ୍ଥ ରଖିବା ପାଇଁ ଭାରତରେ ୯କୋଟି ୬୦ ଲକ୍ଷ ପରିବାରକୁ ଉଜ୍ୱଳା ଯୋଜନାରେ ମାଗଣା ନୂତନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ପୁଣି ୭୫ଲକ୍ଷ ନୂଆ ସଂଯୋଗ ଦିଆଯାଇ ଏହାକୁ ୧୦କୋଟି ୩୫ଲକ୍ଷ କରାଯିବ ବୋଲି…

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର / ସନ୍ତୋଷ ଠାକୁର: ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମହେନ୍ଦ୍ର ମହାପାତ୍ର ଏହି ଶିବିର ର ଉଦଘାଟନ କରିଥିଲେ | ସୂଚନା ,…

ବିଜୁ ଜନତା ଦଳ ତରଫରୁ ପଞ୍ଚାୟତସ୍ତରୀୟ ଅମରେନ୍ଦ୍ରଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ

ଜଗତସିଂହପୁର,ତା-୦୩.୦୯.୨୦୨୩/ସୁମନ୍ତ କୁମାର ଦାସ: ନାଉଁଗା ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପବିତ୍ର ଶୈବ ପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର ପରିସରରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ନାଉଁଗା ପଞ୍ଚାୟତ ର ୪ ପଞ୍ଚାୟତ ଗଜରାଜପୁର, ରୋହିଆ , ଗଳଧାରି ଓ ବଛାଳ ପଞ୍ଚାୟତ କୁ ନେଇ ବିଜୁ…

ଭଞ୍ଜନଗର ସମ୍ବାଦ ସାହିତ୍ୟଘରର ବାର୍ଷିକୋତ୍ସବ

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ସମ୍ବାଦ ସାହିତ୍ୟଘର ଭଞ୍ଜନଗର ତରଫରୁ, ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ, (ଆର୍.ଏମ୍.ସି) ବା ନିୟନ୍ତ୍ରଣ ବଜାର କମିଟି ସଭାଗୃହ ରେ ଅନେକ ଛାତ୍ରଛାତ୍ରୀ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି। ଆଜି ଅର୍ଥାତ୍…

ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ଦିବସୀୟ ତାଲିମ୍ ଶିବିର ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି ।…

“ପ୍ରାଚୀନ ସାହିତ୍ୟକୁ ନୂତନ ସାମାଜିକ ରୂପ ଦେବାରେ ସିଦ୍ଧହସ୍ତ ଥିଲେ ଗଙ୍ଗାଧର ମେହେର

ରାଉରକେଲା(ବସନ୍ତ କୁମାର ଜେନା):- ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପରିଷଦର କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ…

ପୁଣି ତେଜିଲା ଜୁନାଗଡକୁ ଜିଲ୍ଲା ମାନ୍ୟତା ଦାବୀ ।

ଜୁନାଗଡ଼,୩/୯:  ପୁଣି ଜୁନାଗଡ଼ କୁ ଜିଲ୍ଲା ଦାବୀ ଜୋର ଧରିଛି | ସ୍ଥାନୀୟ ଆରଏମସି ସଭା ଗୃହରେ କୋର କମିଟିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ୬ଟି ବ୍ଲକ ଓ ଥୁଆମୂଳ ରାମପୁରର ୬ ଗୋଟି ପଂଚାୟତ କୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ…

ସୀମାନ୍ତ ଇଞ୍ଜନିୟରିଂ କଲେଜ ପ୍ରତିଷ୍ଠାତା ସ୍ୱର୍ଗତ ପରେଶ ଚନ୍ଦ୍ର ବସା ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସ୍ଥାନୀୟ ଝାଡପୋଖରିଆ ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ସୀମାନ୍ତ ପୁରୁଷ ସ୍ବର୍ଗତ ପରେଶ ଚନ୍ଦ୍ର ବସାଙ୍କର ୧୮ ତମ ଶ୍ରାଦ୍ଧ ବାର୍ଷିକୀ  ଅନୁଷ୍ଠାନର ଅଧ୍ୟକ୍ଷ ଡ: ମାନସ…

ବିଜେପି ବିଧାୟିକା କୁସୁମଙ୍କୁ ଜବାବ ଦେଲେ ଇପ୍ସିତା

ଭୁବନେଶ୍ୱର : ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟୁଇଟ ମାଧ୍ୟମରେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଚାରିଥିବା ପ୍ରଶ୍ନ ଓ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ବିଜେଡିର ପ୍ୟାନେଲିଷ୍ଟ ଇପ୍ସିତା ସାହୁ | ସେଇ ଟୁଇଟର ରେ ଦେଇଛନ୍ତି ଉତ୍ତର |ସେଇ ଉତ୍ତରରେ ତାଙ୍କୁ ଦି ନମ୍ବର କୋଇଲା ବେପାର, ଟେଣ୍ଡର…