ପ୍ରିୟବ୍ରତ ମାଝୀ ବିଜେଡି ଗଣମାଧ୍ୟମ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର : ଗଣମାଧ୍ୟମ ସଂଯୋଜକ ନିଯୁକ୍ତି ସମ୍ପର୍କିତ ପୂର୍ବରୁ ଜାରି ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ଗଣମଧ୍ୟମ ଚେହେରା ତଥା ଟାଣୁଆ ଆଦିବାସୀ ଯୁବ ନେତା ପ୍ରିୟବ୍ରତ ମାଝୀଙ୍କୁ ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଭାବେ ତତ୍କାଳ ନିଯୁକ୍ତି ଦିଆଯାଇଛି | ବିଜେଡି ସଭାପତି ଶ୍ରୀ ନବୀନ…

ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ

ଜମନକିରା /ଲିପନ ନାୟକ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ବିଜାଗୁଡା ଠାରେ ଆଜି ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକ ଙ୍କ କରକମଳରେ, ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା…

କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୩ ।୯: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିବା ୩୮୮ କ୍ରୀଡ଼ାବିତ୍‍ଙ୍କୁ ଓଡ଼ିଶା ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କ୍ରୀଡ଼ାରେ ସଫଳତା ଲାଭ କରିଥିବା କିସ୍‌ର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ କ୍ରୀଡ଼ା…

ଏ.ବି.ସି.ଡି. ନୂଆଖାଇ ଭେଟଘାଟ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏକ ଦିବସୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ l

ପଦ୍ମପୁର :- ଏ. ବି ସି. ଡି ପଦ୍ମପୁରର ନୁଆଁଖାଇ ଭେଟ ଘାଟ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏକ ଦିବସୀୟ ଗ୍ରାମୀଣ ଫୁଟବଲ ଟୁର୍ନାମେଣ୍ଟକୁ ଡ଼କ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପ୍ରଥମ ମ୍ୟାଚ ପଦ୍ମପୁର ଓ ସମ୍ବଲପୁରୀ ଟିମ ମଧ୍ୟରେ ଅନୁଷ୍ଠିତ…

ଅବସରପ୍ରାପ୍ତ ଶିକ୍ଷକ ସୁନିଲ ଦାଶଙ୍କ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଶ୍ରୀନିବାସ ନଗରର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ଶକ୍ତି ଦାଶ ଓ ସିଦ୍ଧାର୍ଥ ଦାଶଙ୍କ ବାପା ସୁନିଲ କୁମାର ଦାଶଙ୍କ ୬୩ ବର୍ଷ ବୟସରେ ଆଜି (ଶନିବାର ଦିନ) ସକାଳେ ଦେହାନ୍ତ ହୋଇଯାଇଛି। କିଛିବର୍ଷ ହେଲା ସେ…

ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତି ପକ୍ଷରୁ ମୋହନାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ନୂତନ ଭାବେ ଉନ୍ନୟନ ସମିତି ପାଇଁ କର୍ମକର୍ତା ଚୟନ ହୋଇଯାଇଛି। ନିର୍ବାଚିତ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ…

ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପଲକ୍ଷେ “ମୁଁ ବି ମିତା” ସଚେତନତା ଅଭିଯାନର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ଆଦେଶ ପ୍ରକାରେ ଆଜି (ଶନିବାର ଦିନ) ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ…

“କୁଚକ୍ରୀଙ୍କ ମୁଣ୍ଡ କାମ କରୁନି, ଇଆଡୁ ସିଆଡୁ ବୟାନ ଦେଉଛନ୍ତି”

ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଚର୍ଚା: ବିଜେପିକୁ କଡା ଜବାବ ଦେଲେ ଟୁକୁନି "ସାମାନ୍ୟ ଲଜ୍ଜା ଥିଲେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ" ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ ଭିକେ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି…

ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇ ଯିବାରେ ବି ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି ପାଣ୍ଡିଆନ : ଅନିଲ…

 ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ  ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର ହୋଇଛି …

ସରପଡ଼ାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ପ୍ରଶାସନର ସ୍ୱଳ୍ପ ସଂଚୟ ସଂଗଠନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଂଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରଞ୍ଜନ…