Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ 22 ଗୋଟି ବେଟେରୀ ଚାଳିତ ଗାଡି ପ୍ରଦାନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ହାଇ ସ୍କୁଲ ପଡିଆ ଠାରେ ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କର ଦ୍ୱାରା ବ୍ଲକ ର 22 ଗୋଟି ପାଞ୍ଚାୟତ କୁ 22 ଗୋଟି ବେଟେରୀ ଚଳିତ ଗାଡି ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତେକ ଗ୍ରାମର ପ୍ରତେକ ଘରୁ ଏଣିକି ନିୟମିତ ଭାବରେ ଏହି…
କର୍ଣ୍ଣାଟକ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୩ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ କର୍ଣ୍ଣାଟକ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ଆଜକୁ ପ୍ରାୟ ୬ ମାସ ତଳେ…
ଟିକରପଡ଼ାରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ;
ବେଲଗୁଣ୍ଠା ଥାନାରେ ଉଭୟ ପକ୍ଷରୁ ଏତାଲା; ଉଭୟ ପକ୍ଷର ଛଅ କୋର୍ଟଚାଲାଣ
ବେଲଗୁଣ୍ଠା/ଶିବରାମ ଚୌଧୁରୀ: ସାଧରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରେ ବର୍ତ୍ତମାନ ଠାରୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି I ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଏହିଭଳି ଗୋଷ୍ଠୀ…
ଟାଟା ଷ୍ଟିଲ୍ ର ଖଣି ଖନନ ପାଇଁ ସମସ୍ତ ୱାର୍ଡ ସଭା କୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ
ଯୋଡା:: କେନ୍ଦୁଝର ଜିଲ୍ଲା ସ୍ଥିତ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ ଟାଟା ଷ୍ଟିଲ ଲିମିଟେଡ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି, ମନମୋରI ମାଙ୍ଗାନିଜ ଖଣି, ବାମେବାରି ଲୌହ ଓ ମାଙ୍ଗାନିଜ ଖଣି ଏବଂ ଯୋଡା ୱେଷ୍ଟ ଲୌହ ଓ ମାଙ୍ଗାନିଜ ମାଇନ୍ସ ରେ ଖଣି ଖନନ ନିମନ୍ତେ ଯୋଡା ପୌରପାଳିକା…
ସରକାରୀ ନିର୍ଦ୍ଦେଶାନାମାକୁ ଫୁ …
ଡାକ୍ତରଖାନା ଛାଡିବାକୁ ଡାକ୍ତରଙ୍କ କୁଂଥୁ କୁଂଥୁ..
ୟାଙ୍କ ପାଇଁ କଣ 5 T ଏଇଆ , ଗୋଟେ ଜାଗାରେ ୨୮ ବର୍ଷ
ସ୍ୱାସ୍ଥ୍ୟ ବିଭାଗ ଉପରେ କିଏ କି ଯେ ଯାହାପାଇଁ ବଦଳି ଆଦେଶ ଡଷ୍ଟବିନରେ !!!
ଗୋଟିଏ ଡାକ୍ତରଖାନାରେ ୨୭ ବର୍ଷ ରୁ ଉର୍ଦ୍ଧ ରହିବା ପରେ ଅନ୍ୟତ୍ର ଯିବାକୁ ମାନୁନି…
5T ସଚିବଙ୍କ ମାଧ୍ୟମରେ ଗୁହାରୀ ଶୁଣିଲେ ମୁଖ୍ୟମନ୍ତ୍ରୀ
ଦୁଇ ଗରୀବ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ପ୍ରଦାନ
ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରହଣ କରିଥିବା…
ସରକାରୀ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅଧିକାଂଶ ହିତାଧିକାରୀ ସ୍ପଷ୍ଟ ରୂପେ ଜାଣି…
ଶିକାରୀର ବିଦ୍ୟୁତ୍ ଫାଶରେ ଚାଷୀ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ; ଜଣେ ଶିକାରୀ ଗିରଫ,
ବେଲଗୁଣ୍ଠା/ଶିବରାମ ଚୌଧୁରୀ: ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ (45) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ଆଣିଛନ୍ତି ଶିବରାମଙ୍କ ପୁଅ ଶୁଭମ୍ I…
ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି
ସେପ୍ଟେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ |
ଭୁବନେଶ୍ୱର : ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର…