ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଛେଳି କ୍ଳଷ୍ଟର ସ୍ଥାପନ l

0 2

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଟେମରି ଓ କୁଲାଣ୍ଟି ଠାରେ ଛେଳି ଚାଷିଙ୍କ ଉନ୍ନତି ନିମନ୍ତେ ଓଡିଶା ଜୀବିକା ମିଶନ ବରଗଡ଼ ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ଛେଳି କ୍ଳଷ୍ଟର ସ୍ଥାପନ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ଛେଳି ଚାଷୀ ମାନଙ୍କୁ ଉନ୍ନତ ମାନର ଛେଳି ଉତ୍ପାଦନ ଟେମିରି ରେ ୨୦ ଗୋଟି ଓ କୁଲାଣ୍ଟି ରେ ୧୮ ଗୋଟି ବୋଦା ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଦୋ, ସ୍ଥାନୀୟ ସରପଞ୍ଚ, ଏଲ୍.ଆଇ ,ବି ପି ଏମ୍ ଙ୍କ ସମେତ ଚାଷୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.